Browsing Category

ଦେଶ

ଫେବ୍ରୁଆରି-ମାର୍ଚ୍ଚରେ ଭାରତ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ପରବର୍ତ୍ତୀ ୨+୨ ବୈଠକ ଆସନ୍ତା ବର୍ଷ ଫେବ୍ରୁଆରି କିମ୍ବା ମାର୍ଚ୍ଚ ମାସରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ । ଏଥିପାଇଁ ଆମେରିକାର ପରରାଷ୍ଟ୍ର ସଚିବ ଆନ୍ଥୋନୀ ବ୍ଲିଙ୍କେନ ଓ ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ ଭାରତ ଗସ୍ତରେ ଆସିବେ ବୋଲି ଭାରତର…

ଭାରତ ଆସିଥିବା ଚିତାର ଭୋଜନ ପାଇଁ ହରିଣ ପଠାଯାଉଥିବା ଜାଣି ବିଜେପିରେ ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ: ଗତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିନ ଅବସରରେ ନାମିବ୍ୟାରୁ ଭାରତ ଆସିଥିଲେ ୮ଟି ଚିତା। ସେମାନଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ ପ୍ରଧାନମନ୍ତ୍ରୀ। ଦେଶରୁ ବିଲୁପ୍ତ ହୋଇଯାଇଥିବା ଚିତାକୁ ପୁଣି ଥରେ ଭାରତ ଅଣାଯିବାକୁ ‌ନେଇ…

ଘରୁ ଉଦ୍ଧାର ହେଲା ଜୁନିଅର କଳାକାରଙ୍କ ମୃତ ଦେହ

ଚେନ୍ନାଇ: ଜଣେ ଯୁବ କଳାକାରଙ୍କ ମୃତ ଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। ୨୯ ବର୍ଷୀୟ ଦୀପା ନାମ୍ନୀ ଜଣେ ତାମିଲ ଅଭିନେତ୍ରୀଙ୍କ ମୃତ ଦେହ ତାମିଲନାଡ଼ୁସ୍ଥିତ ଭିରୁଗମ୍ବାକମ ସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ଜୁନିଅର କଳାକାର ଭାବେ କାମ କରୁଥିବା ଦୀପା ତାମିଲ ମୁଭିରେ ଭୈଥା ନାମରେ ପରିଚିତ…

ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ମୁଖ୍ୟ କରିବା ପାଇଁ ସଂକଳ୍ପ ପାରିତ କଲେ ଏହି ୭ଟି ରାଜ୍ୟ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ମୁଖ୍ୟ କରିବା ପାଇଁ ସଂକଳ୍ପ ପାରିତ କଲେ ୭ଟି ରାଜ୍ୟ। ଦିନକୁ ଦିନ ରାହୁଲଙ୍କୁ ଦଳର ସମର୍ଥନ ମିଳୁଥିବା ବେଳେ ଏପର୍ଯ୍ୟନ୍ତ ୭ଟି ରାଜ୍ୟ ୟୁନିଟ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିସାରିଛନ୍ତି। ପ୍ରଥମ ରାଜ୍ୟ ଭାବେ…

ଯୁବତୀଙ୍କ ମୃତ୍ୟୁ ପରେ ହଙ୍ଗାମା: ଜାଳିଲେ ହିଜାବ, କାଟିଲେ କେଶ

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ହିଜାବ ବିବାଦ। ଇରାନ୍‌ରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ପରେ ଜୋରଦାର ହଙ୍ଗାମା ସୃଷ୍ଟି ହୋଇଛି। ମହିଳାମାନେ ବିକ୍ଷୋଭ କରିବା ଆରମ୍ଭ କରିଛନ୍ତି। କେଉଁଠି ହିଜାବ ଜଳାଇ ଦେଇଛନ୍ତି ତ ଆଉ କେଉଁଠି ମହିଳାମାନେ ଲମ୍ବା କେଶକୁ କାଟି ଛୋଟ…

ଦିଲ୍ଲୀ ପୁଲିସ ନିକଟରେ ହାଜର ହେଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ ପହଞ୍ଚିଛନ୍ତି। ମହାଠକ କନମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ଟଙ୍କାର ବେଆଇନ ନେଣ-ଦେଣ ସମ୍ପର୍କରେ ପୁଲିସ ତାଙ୍କୁ ଜେରା କରିଛି। ୨ ସପ୍ତାହ ମଧ୍ୟରେ…

ଯୋଗୀଙ୍କ ପାଇଁ ମନ୍ଦିର, ପୂଜା ପାଉଛି ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତି ମନ୍ଦିର ତୋଳିଛନ୍ତି। ମନ୍ଦିର ଭିତରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିମୂର୍ତ୍ତି ରହିଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଶୈଳୀରେ ମୂର୍ତ୍ତିର ଆକୃତି ରହିଛି। ପ୍ରଭୁଙ୍କ ହାତରେ ଧନୁସର ଥିବା ଭଳି…

ନିଜ ଦଳ ସହ ବିଜେପିରେ ମିଶିଲେ ଅମରିନ୍ଦର ସିଂହ

ନୂଆଦିଲ୍ଲୀ: ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ଘଟିଲା। ବିଜେପିରେ ମିଶିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ। ଏଥିସହ ନିଜ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ବିଲୀନ କରିଛନ୍ତି କ୍ୟାପ୍ଟେନ । ପଞ୍ଜାବ ନିର୍ବାଚନ ପୂର୍ବରୁ ଅମରିନ୍ଦର କଂଗ୍ରେସ ଛାଡ଼ି…

ମନ୍ଦିର ଭିତରେ ରାମ୍ପ ଶୋ’କୁ ନେଇ ବିବାଦ, ଏଫଆଇଆର ପାଇଁ ଦାବି

ରାୟପୁର: ମନ୍ଦିର ଭିତରେ ମଡେଲକୁ ନେଇ ଆୟୋଜନ ହୋଇଛି ଫ୍ୟାଶନ ଶୋ’। ଶୋ’ରେ ଭାଗ ନେଇଥିବା ମଡେଲମାନେ ରାମ୍ପରେ ଚାଲି ଅଙ୍ଗଭଙ୍ଗୀ ଦେଖାଇଛନ୍ତି। କିନ୍ତୁ ଏବେ ଏହି ଶୋ’ ବିବାଦରେ ଫସିଛି। ମନ୍ଦିର ଭିତରେ ରାମ୍ପ ଶୋ’ ହେଉଥିବାରୁ ଏହାକୁ ଅଧାରୁ ବନ୍ଦ କରିଛି ଗୋଟିଏ ଦକ୍ଷିଣପନ୍ଥୀ ସଂଗଠନ। ଏଥିସହ…

ଚୀନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଏକ୍ସପ୍ରେସ ୱେରେ ଓଲଟିପଡିଲା ବସ, ୩୦ ଜଣଙ୍କର ମୃତ୍ୟୁ

ବେଜିଙ୍ଗ: ଚୀନ୍‌ର ଦକ୍ଷିଣ-ପଶ୍ଚିମରେ ଥିବା ଗୁଇଁଝୋଉରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଚୀନ୍‌ର ସାଣ୍ଡୁ କାଉଣ୍ଟି ଏକ୍ସପ୍ରେସ ୱେରେ ଏକ ବସ୍ ଓଲଟି ପଡିବାରୁ ବସ୍‌ରେ ଥିବା ୩୦ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି । ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ…