Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପିଲା ଚୋର ଭାବି ୪ ସାଧୁଙ୍କୁ ନିସ୍ତୁକ ମାଡ଼
ମୁମ୍ବାଇ: ପିଲା ଚୋର ଭାବି ସାଧୁଙ୍କ ନିସ୍ତୁକ ପିଟିଲେ ଲୋକେ। ମହାରାଷ୍ଟ୍ରରେ ପାଲଘର ଭଳି ଘଟଣାର ପୁନାରାବୃତ୍ତି ଘଟିଛି। ମଙ୍ଗଳବାର ସାଙ୍ଗଲି ଜିଲ୍ଲାରେ ୪ ଜଣ ସାଧୁଙ୍କ ଉପରେ ଆକ୍ରମଣ ହୋଇଛି। ପିଲା ଚୋର ସନ୍ଦେହରେ ଲୋକେ ନିର୍ଧୁମ ପିଟିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ!-->…
ଘଣ୍ଟାଏ ଅନ୍ତରରେ ଜୀବନ ହାରିଲେ ଦୁଇ ବାନ୍ଧବୀ
ପୁଣେ: ଘଣ୍ଟାଏ ଅନ୍ତରରେ ଜୀବନ ହାରିଲେ ଦୁଇ ବାନ୍ଧବୀ। ଜଣେ ସାଙ୍ଗ ଆତ୍ମହତ୍ୟା କରିବାର ଘଣ୍ଟାଏ ପରେ ଆଉ ଜଣେ ଜୀବନ ହାରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ମଙ୍ଗଳବାର ମହାରାଷ୍ଟ୍ରର ହାଦପସାର ଟାଉନ୍ରେ ଘଟିଛି। ଉଭୟଙ୍କ ମଧ୍ୟରୁ ଜଣେ ଯୁବତୀ ସନ୍ଧ୍ୟା ୬ଟା ୩୦ରେ ନିଜ ବେଡ୍ ରୁମରେ ଆତ୍ମହତ୍ୟା!-->…
ଏଲିଜାବେଥଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବ୍ରିଟେନର ଦିବଙ୍ଗତ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତ କରି ସେଠାରେ ରାଣୀଙ୍କୁ ଶେଷ ଦର୍ଶନ ଶୋକବ୍ୟକ୍ତ କରିବେ। ଏଥିପାଇଁ!-->…
ହରିଦ୍ବାରରେ ଯୁବକଯୁବତୀଙ୍କ ରିଲ୍ସ ବନାଇବାକୁ ନେଇ ସାଧୁସନ୍ଥଙ୍କ ଆପତ୍ତି
ଡେରାଡୁନ: ଆଜି କାଲି ଯୁବପିଢ଼ି ରିଲ୍ସ ଭିଡିଓ ବନାଇବାକୁ ନେଇ ପାଗଳ। ଯାହାକୁ ଦେଖିବ ସିଏ ବିଭିନ୍ନ ଡାଏଲଗ୍ ଆଉ ଗୀତରେ ରିଲ୍ସ ଭିଡିଓ ବନାଉଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହେବା ପାଇଁ ଓ ଲାଇକ୍ ଶେଆର ବଢ଼ାଇବା ପାଇଁ ଆପଣାନ୍ତି ପ୍ରତିଦିନ ନୂଆ ନୂଆ ଫଣ୍ଡା। ନିକଟରେ କିଛି ଯୁବକ ଓ ଯୁବତୀ!-->…
ଗାନ୍ଧି ପରିବାର ହାତରୁ କ୍ଷମତା ଯେମିତି ନଖସେ ସେଥିଲାଗି ଯୋଜନା
ନୂଆଦିଲ୍ଲୀ: ଆଗକୁ କଂଗ୍ରେସ ସଭାପତି ନିର୍ବାଚନ ଥିବା ବେଳେ ତାପୂର୍ବରୁ ସୋନିଆ ଗାନ୍ଧିଙ୍କୁ ନେଇ ହୋଇଥିବା ଏକ ରଣନୀତି ଦଳରେ ହଲଚଲ ସୃଷ୍ଟି କରିଛି। ଦଳର କ୍ଷମତା ଗାନ୍ଧୀ ପରିବାର ହାତରୁ ଯେମିତି ନଖସିବ ସେଥିଲାଗି ସବୁ ବ୍ୟବସ୍ଥା କରାଯିବାକୁ ଉଦ୍ୟମ ହେଉଛି | କଂଗ୍ରେସର ଶୀର୍ଷ ନେତୃତ୍ୱ!-->…
ମୁଁ ଈଶ୍ବରଙ୍କ ଇଚ୍ଛାରେ କଂଗ୍ରେସ ଛାଡ଼ିଲି : ଗୋଆ ମୁଖ୍ୟମନ୍ତ୍ରୀ
ପାଣାଜି: ଗୋଆ କଂଗ୍ରେସ ଆଣ୍ଠୁମାଡ଼ି କଚାଡ଼ି ହୋଇପଡ଼ିବାର କିଛି ଘଣ୍ଟା ପରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପୂର୍ବତନ ନେତା ଦିଗମ୍ବର କାମତ ମୁହଁ ଖୋଲିଛନ୍ତି। ଦିଗମ୍ବର କହିଛନ୍ତି ଯେ, ସେ ଯାହା କରିଛନ୍ତି ଇଶ୍ୱରଙ୍କ ଇଚ୍ଛାରେ କରିଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଗୋଆ ନିର୍ବାଚନ!-->…
ସିକନ୍ଦରାବାଦର ଇ-ବାଇକ୍ ଶୋରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ; ଓଡ଼ିଆ ଦମ୍ପତିଙ୍କ ସହ ୮ ମୃତ
ହାଇଦ୍ରାବାଦ l କଟକ ୧୩/୦୯: ସିକନ୍ଦରାବାଦର ଏକ ଇଲେକ୍ଟ୍ରିକ ଭେଇକିଲ୍ ଶୋରୁମରେ ସୋମବାର ରାତିରେ ନିଆଁ ଲାଗି ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କଟକର ଓଡ଼ିଆ ଦମ୍ପତି ମଧ୍ୟ ରହିଛନ୍ତି। ମୃତ ଦମ୍ପତିଙ୍କ ପରିଚୟ ମିଳିଛି। ସେମାନେ ହେଲେ କଟକ କାଫଲା ବଜାର ମହାନ୍ତି ପଡ଼ାର!-->…
ଅଣ୍ଡରୱାର୍ଲ୍ଡ ସହିତ ଜଡିତ ଲୋକଙ୍କ ସମ୍ପତ୍ତି ତଥ୍ୟ ସଂଗ୍ରହ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଲେ ଫଡନାଭିସ
ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ସହିତ ଜଡିତ ଲୋକଙ୍କ ତାଲିକା ପ୍ରସ୍ତୁତ କରିବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ, ରାଜ୍ୟରେ ଅଣ୍ଡରୱାର୍ଲ୍ଡ ସହ ଜଡିତ ସମସ୍ତ ଲୋକଙ୍କ ସମ୍ପତ୍ତି ତାଲିକା ପ୍ରସ୍ତୁତ କରିବାକୁ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ର ପୁଲିସକୁ!-->…
ହିନ୍ଦୀ ଭାଷାକୁ ନେଇ ତାତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ, ହିନ୍ଦୀ ଦିବସ ନ ପାଳିବାକୁ ଦାବି
ବାଙ୍ଗାଲୋର: ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ହିନ୍ଦୀ ଭାଷାକୁ ନେଇ ଅନେକ ସମୟରେ ବିବାଦ ଲାଗି ରହିଥାଏ | ବେଳେବେଳେ ଏହି ଭାଷାଭିତ୍ତିକ ବିବାଦ ହିଂସାତ୍ମକ ରୂପ ମଧ୍ୟ ନେଇଥାଏ | କିନ୍ତୁ ଏଥର ହିନ୍ଦୀ ଭାଷାର ବିବାଦକୁ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏକ ଦାବି କରିଛନ୍ତି |!-->…
ଅଜରବୈଜାନ ଆକ୍ରମଣରେ ୪୯ ଆର୍ମେନୀୟ ସୈନ୍ୟ ମୃତ
ନୂଆଦିଲ୍ଲୀ : ପ୍ରାୟ ୨ ବର୍ଷର ଯୁଦ୍ଧ ବିରତି ପରେ ପୁଣି ଥରେ ଅଜରବୈଜାନ ଓ ଆର୍ମେନିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି ।ଋଷର ନ୍ୟୁଜ ଏଜେନ୍ସି ଟାସର ରିପୋର୍ଟ ଅନୁସାରେ ବିବାଦୀୟ ନଗର୍ନୋ-କାରାବାଖ ଅଂଚଳକୁ ନେଇ ପୁଣି ଥରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି । ଆର୍ମେନିଆ!-->…