Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପାକିସ୍ତାନ ଅଧିକୃତ କଶ୍ମୀରରେ ଉତ୍ତେଜନା, ଶହବାଜ ଶରିଫଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ
ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କଶ୍ମୀରରେ ଚାଲିଛି ଉତ୍ତେଜନା । ସୋମବାର ହଜାର ହଜାର ସଂଖ୍ୟାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଗୋଟେ ପଟେ ଏସିଆ କପରେ ଭାରତ ପାକିସ୍ତାନକୁ ହରାଇବା ପରେ ପିଓକେ ଅଧିକାର ପାଇଁ ଲଢୁଛନ୍ତି ଏଏସି ବା ଆୱାମୀ ଆକ୍ସନ କମିଟିର ସଦସ୍ୟ । ଦୋକାନ ବଜାର ସଟଡାଉନ!-->…
ଏସିଆ କପ୍ ଫାଇନାଲ ହାରିବା ଅପମାନ ସହିପାରୁନି ପାକିସ୍ତାନ, ମୋଦିଙ୍କ ପୋଷ୍ଟକୁ ନେଇ ନକଭୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି
ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନ ହାରିବା ପରେ ଅପମାନ ସହି ପାରୁନାହିଁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ପିସିବି ମୁଖ୍ୟ ମୋହସିନ ନକଭୀ । ଓଲଟା ଭାରତ ଅପମାନିତ ହୋଇଥିବା କହି ଖୁସି ହେଉଛନ୍ତି । ଏସିଆ କପ୍ ବିଜୟୀ ଟିମ ଇଣ୍ଡିଆ ନକଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରି ନଥିଲା ।!-->…
ଅକ୍ଟୋବର ୪ରେ ବିହାର ଗସ୍ତ କରିବେ ଇସି
ନୂଆଦିଲ୍ଲୀ : ଚଳିତବର୍ଷ ଶେଷଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ କମିଶନ (ଇସି) ଟିମ୍ ଅକ୍ଟୋବର ୪ରେ ବିହାର ଗସ୍ତ କରିବେ ବୋଲି!-->…
ବସ୍-କାର ଧକ୍କା: ୫ ଯାତ୍ରୀଙ୍କ ମୃତ୍ୟୁ
ଉତ୍ତରପ୍ରଦେଶର ଲଖିମପୁର ଖିରୀ ଜିଲାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଖିରୀ ଥାନା ଅନ୍ତର୍ଗତ ଓୟଲ ଛକ ନିକଟ ରାଜ୍ୟ ରାଜପଥରେ ଏକ ବସ ଏବଂ କାର ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ କାର ଭିତରେ ଥିବା ୧୫ ଯାତ୍ରୀଙ୍କ!-->…
ମୁନୀର ସେନାକୁ ମାଟିରେ ମିଶାଇଲା BLA, ୧୫ ରୁ ଅଧିକ ପାକ୍ ସେନାଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ବଲୁଚିସ୍ତାନ ଲିବରେସନ ଆର୍ମି (BLA) ଭୟଙ୍କର ଆକ୍ରମଣ । ୧୫ ଜଣ ପାକିସ୍ତାନ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି BLA । ଶନିବାର BLA ଦ୍ୱାରା ଜାରି ଏକ ବିବୃତ୍ତିରେ ଏହା କୁହାଯାଇଛି ଯେ ଖୁଜଦାର ଜିଲ୍ଲାର ଜେହରି ଅଞ୍ଚଳରେ ଏକ ସଂଘର୍ଷରେ BLA ଲଢ଼ୁଆମାନେ ୧୫ ରୁ!-->…
ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ଥାଲପତି ବିଜୟ
ତାମିଲନାଡୁ : ତାମିଲନାଡୁର କରୁର ଅଭିନେତା ତଥା ଟିଭିକେ ଦଳର ମୁଖ୍ୟ ବିଜୟଙ୍କ ରାଲିରେ ଘଟିଥିବା ଭୟଙ୍କର ଦଳାଚକଟା ଦେଶକୁ ଦୋହଲାଇ ଦେଇଛି । ଘଟଣାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ବିଜୟ । ଏହାସହିତ ଆହତଙ୍କୁ ୨-୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।!-->…
ଆଗ୍ରାରୁ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଗିରଫ
ନୂଆଦିଲ୍ଲୀ : ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥୀ ଗିରଫ। ବିଳମ୍ୱିତ ରାତିରେ ତାଙ୍କୁ ଆଗ୍ରାର ଏକ ହୋଟେଲରୁ ଦିଲ୍ଲୀ ପୋଲିସ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଏବଂ ଜାଲିଆତି ଅଭିଯୋଗ ରହିଥିବା ସୂଚନା ମିଳିଛି । EWS ସ୍କଲାରସିପରେ PGDM!-->…
ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ୭୨ ଘଣ୍ଟାର ହାଇଆଲର୍ଟ ଜାରି କଲା IMD
ମହାରାଷ୍ଟ୍ର : ମୁମ୍ବାଇ ସମେତ ଆଖପାଖ ଜିଲ୍ଲାରେ ଅତ୍ୟଧିକ ବର୍ଷା ନେଇ ଆଜି IMD ରେଡ୍ ଆଲର୍ଟ ଜାରି କରିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହାଇ ଆଲର୍ଟ ଜାରି କରାଯାଇଛି ।
ସୂଚନାନୁଯାୟୀ, ମୁମ୍ବାଇ ସମେତ ଥାଣେ, ପାଲଘର, ରାୟଗଡ଼!-->!-->!-->…
କରୁର ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି, ବିଜୟ ହାଇକୋର୍ଟଙ୍କ ଦ୍ୱାରସ୍ଥ, DMK ଉପରେ ଲଗାଇଲେ ଅଭିଯୋଗ
ତାମିଲନାଡୁ : ତାମିଲନାଡୁର କରୁରରେ ରାଲିରେ ଦଳାଚକଟା ଘଟି ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଅଭିନେତା ଏବଂ ରାଜନୈତିକ ନେତା ବିଜୟଙ୍କ ଦଳ, ଟିଭିକେ, ରାଜ୍ୟ ସରକାରଙ୍କୁ ଅଭିଯୋଗ କରିଛି ଏବଂ ଦାବି କରିଛି ଯେ ଏହା ଡିଏମକେ!-->…
ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜମ୍ମୁ-କାଶ୍ମୀରର କୁପୱାଡ଼ାରେ ୨ ଆତଙ୍କବାଦୀ ନିହତ
ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର କୁପୱାଡାରେ ୨ ଆତଙ୍କୀ ଏନକାଉଣ୍ଟର । ସୁରକ୍ଷା ବାହିନୀ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି । ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ସକାଳେ ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର କେରାନ ସେକ୍ଟରର ହାଇଦର!-->…