Browsing Category

ଦେଶ

ଭାରତ ଫେରିଲେ ସୋନିଆ ଗାନ୍ଧିଙ୍କୁ ଭେଟିବେ ନୀତୀଶ

ନୂଆଦିଲ୍ଲୀ: କେନ୍ଦ୍ରରୁ ବିଜେପି ଶକ୍ତିକୁ ହାଟାଇବା ପାଇଁ ନୀତିଶ କୁମାର ଦିଲ୍ଲୀ ଚଲ୍ଲୋ ଅଭିଯାନରେ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି ପାଇଁ ପାଗ ଭିଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଦିଲ୍ଲୀରେ ନୀତୀଶ କୁମାର ବିଜେପି ବିରୋଧୀ ଶକ୍ତିକୁ…

ସଞ୍ଜୟଗାନ୍ଧି ଜାତୀୟ ଉଦ୍ୟାନରେ ଗଣେଶ ମୂର୍ତ୍ତି ବିଷର୍ଜନକୁ ବାରଣ କଲେ ହାଇକୋର୍ଟ

ମୁମ୍ବାଇ: ସଞ୍ଜୟଗାନ୍ଧି ଜାତୀୟ ଉଦ୍ୟାନରେ ଗଣେଶ ମୂର୍ତ୍ତି ବିଷର୍ଜନ ମନା। ଏହି ଉଦ୍ୟାନରେ ମୂର୍ତ୍ତି ବିଷର୍ଜନକୁ ବାରଣ କରିଛନ୍ତି ବମ୍ବେ ହାଇକୋର୍ଟ। ସଞ୍ଜୟ ଗାନ୍ଧି ଜାତୀୟ ଉଦ୍ୟାନରେ ଯେପରି ଗଣପତି ମୂର୍ତ୍ତିଗୁଡ଼ିକର ବିଷର୍ଜନ ନହୁଏ ସେଥିପାଇଁ ମହାରାଷ୍ଟ୍ର ସରକାରଙ୍କ ଜଙ୍ଗଲ…

ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ଦୁଇ ଦିନିଆ ଗସ୍ତରେ ଦିଲ୍ଲୀରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ସେ ବିରୋଧୀ ଦଳର ପ୍ରାୟ ସମସ୍ତ ବଡ ନେତାଙ୍କ ସହ ସାକ୍ଷାତ କରି ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଯେଉଁଠାରେ ନୀତୀଶ କୁମାରଙ୍କୁ ୨୦୨୪ ଲୋକସଭା…

କର୍ତ୍ତବ୍ୟ ପଥକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ରାଜପଥର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପର ବର୍ଷିଛନ୍ତି । ଜୟରାମ ରମେଶ କହିଛନ୍ତି ମୋଦି ହେଉଛନ୍ତି ସୁପର ପ୍ରଚାରକ । କଂଗ୍ରେସକୁ ବିରୋଧ କରିବା ତାଙ୍କର ନିୟମିତ ଅଭ୍ୟାସ । ଏହା ସହ ସେ ଆରଏସଏସକୁ ବ୍ରିଟିଶ ସମର୍ଥକ…

ସିଟ୍ ବେଲ୍ଟ ଆଲାର୍ମ ବ୍ଲକର ବିକ୍ରୟ ବନ୍ଦ କରିବାକୁ ଆମାଜନକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ସିଟ ବେଲ୍ଟ ଆଲାର୍ମକୁ ଅକ୍ଷମ କରୁଥିବା ଉପକରଣ ବିକ୍ରୟ ବନ୍ଦ କରିବାକୁ କେନ୍ଦ୍ର ସରକାର ଅନଲାଇନ ଖୁଚୁରା ଖୁଚୁରା ବିଶାଳ ଆମାଜନକୁ କହିଛନ୍ତି, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ରଏଟର୍ସକୁ କହିଛନ୍ତି ଯେ ଏହି ଉପକରଣ ବିକ୍ରୟ ବନ୍ଦ କରିବା ପାଇଁ ନିଷ୍ପତ୍ତି…

୫୨ ବର୍ଷରେ NEETରେ ସଫଳ ; ପରୀକ୍ଷାରେ ରଖିଲେ ୯୮.୯୮ ପ୍ରତିଶତ

ବୋଡକଦେବ:ବିଦ୍ୟା ଆଉ ବୟସ ଏହା ଭିତରେ କିଛି ଭି ସାମଞ୍ଜସ୍ୟ ନାହିଁ କାରଣ ବିଦ୍ୟା ଗ୍ରହଣ କରିବାର କୌଣସି ସମୟସୀମା ନାହିଁ । ଯେତେ ପର୍ଯ୍ୟନ୍ତ ଆମ ମନରେ ଜାଣିବାର ଆଉ କିଛି ଶିଖିବାର ଇଚ୍ଛା ଶକ୍ତି ଅଛି ଆମକୁ ସଫଲତା ହାସଲ କରିବାରେ କେହି ରୋକି ପାରିବେ ନାହିଁ । ବୁଧବାର ରାତିରେ ଯେତେବେଳେ…

ଆଜିଠାରୁ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ

ନୂଆଦିଲ୍ଲୀ: ଭଙ୍ଗା ଚାଉଳ ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭାରତ ଆଜିଠାରୁ ଭଙ୍ଗା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି। ବୈଦେଶିକ ବାଣିଜ୍ୟର ମହାନିର୍ଦ୍ଦେଶକ ସନ୍ତୋଶ କୁମାର ସାରଙ୍ଗୀ ଦେଇଥିବା ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ବିଜ୍ଞପ୍ତିରେ…

ସାଇଟ୍‌ରେ ବୁଲ୍‌ଡୋଜର୍‌, ‘କର୍ଲି କ୍ଲବ୍‌’କୁ ଭାଙ୍ଗିବା ନେଇ ରହିତାଦେଶ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟିଥିବା ହୋଟେଲ୍‌ 'କର୍ଲି କ୍ଲବ୍‌'କୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଅଚାନକ ଏହି ହୋଟେଲ୍‌କୁ ଧ୍ବଂସ କରିବାକୁ ନେଇ ରହିତାଦେଶ ଜାରି କରିଛନ୍ତି। ଏହା ପୂର୍ବରୁ ହୋଟେଲ୍‌ଟି…

ପ୍ରିନ୍ସ ଚାର୍ଲସ୍‌ ବ୍ରିଟେନର ନୂଆ ରାଜା: ନୂଆ ଶାସକ ଭାବେ ନେଲେ ଦାୟିତ୍ୱ

ନୂଆଦିଲ୍ଲୀ: ରାଣୀ ଏଲିଜାବେଥଙ୍କ ହେଦାନ୍ତ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ୍ ନୂଆ ଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୭୩ ବର୍ଷୀୟ ଚାର୍ଲସ୍ ଏବେ କିଙ୍ଗ ଚାଲର୍ସ-ଥ୍ରୀ ଭାବେ ପରିଚିତ ହେବେ । ସେ ଆଜି ବ୍ରିଟେନବାସୀଙ୍କୁ ସମ୍ବୋଧନ କରିବେ । ୧୯୬୯ରେ ତାଙ୍କୁ ଆନୁଷ୍ଠାନିକ ଭାବେ…

ଆଜି ‘କର୍ତ୍ତବ୍ୟ ପଥ’ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୭ଟା ବେଳେ କର୍ତ୍ତବ୍ୟ ପଥ ଉଦ୍‌ଘାଟନ କରିବେ । କ୍ଷମତାର ପ୍ରତୀକ ତତ୍କାଳୀନ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି…