Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ରୋହିଙ୍ଗ୍ୟା ପ୍ରବାସୀ ଦେଶ ପାଇଁ ବଡ଼ ବୋଝ: ଶେଖ୍ ହସିନା
ନୂଆଦିଲ୍ଲୀ: ‘ରୋହିଙ୍ଗ୍ୟା ପ୍ରବାସୀ ଦେଶ ପାଇଁ ବଡ଼ ବୋଝ ପାଲଟିଛନ୍ତି। ଏହି ସମସ୍ୟାର ସମାଧାନ କେବଳ ଭାରତ ହିଁ କରିପାରିବ। ସେ ହିଁ ଏହି ସମସ୍ୟା ସମାଧାନର ବାଟ ଖୋଜି ବାହାର କରିପାରିବ।’ ଆଜି ଏଭଳି କିଛି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଆସନ୍ତା ୫ ତାରିଖରେ ଭାରତ!-->…
ଇନଷ୍ଟାଣ୍ଟ ଲୋନ୍ ମାମଲାରେ EDର କାର୍ଯ୍ୟାନୁଷ୍ଠାନ: Paytm, Razorpay, Cashfree ଉପରେ ରେଡ୍
ନୂଆଦିଲ୍ଳୀ: ଅନଲାଇନ ଋଣ ପ୍ରଦାନକାରୀ ସଂସ୍ଥା ଉପରେ ଇଡି ରେଡ୍ । ଅନଲାଇନ ପେମେଣ୍ଟ ଆପ୍ ରେଜରପେ, ପେଟିଏମ ଏବଂ କ୍ୟାଶଫ୍ରି ଉପରେ ଇଡିର ରେଡ୍ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାଇନା ବ୍ୟକ୍ତିଙ୍କ ଦ୍ୱାରା ନିୟନ୍ତ୍ରିତ ସ୍ମାର୍ଟଫୋନ୍ ଆଧାରିତ ଅବୈଧ ଇନଷ୍ଟାଣ୍ଟ ଲୋନ୍ ବିରୋଧରେ ଚାଲୁଥିବା!-->…
ବଦଳିବ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନର କାୟାକଳ୍ପ
ନୂଆଦିଲ୍ଲୀ: ବଦଳିବ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନର କାୟାକଳ୍ପ। ଦେଖିଲେ ଦୁବାଇ ପରି ଅନୁଭବ ଆସିବ। ଯାତ୍ରୀଙ୍କ ପାଇଁ ଯଥାସମ୍ଭବ ସୁବିଧା ସହିତ ଅତ୍ୟାଧୁନିକ ସେବା ପ୍ରଦାନ ପାଇଁ ଦେଶର ରାଜଧାନୀର ରେଲଓ୍ଵେ ଷ୍ଟେସନର ପୁନର୍ବିକାଶ କରାଯିବା ନେଇ ପ୍ରସ୍ତୁତି କରାଯାଉଛି। ଶୀଘ୍ର ନୂତନ ରୂପ!-->…
ସୁପ୍ରିମକୋର୍ଟରେ ମାତ୍ର ୪ ଦିନ ମଧ୍ୟରେ ୧୮୦୦ରୁ ଉର୍ଦ୍ଧ୍ବ ମାମଲା ସମାଧାନ
ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଳିତ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ଶପଥ ନେବାର ମାତ୍ର କିଛି ଦିନ ମଧ୍ୟରେ ଆକ୍ସନ୍ ମୋଡ୍କୁ ଆସିଛନ୍ତି ଜଷ୍ଟିସ ୟୁ. ୟୁ. ଲଳିତ । ସେ ପ୍ରଧାନ ବିଚାରପତି ହେବାପରେ ସୁପ୍ରିମକୋର୍ଟ ମାତ୍ର ୪ ଦିନ ମଧ୍ୟରେ!-->…
ଝିଅର ମୃତ୍ୟୁ ପରେ କୋଭିସିଲ୍ଡକୁ ଦାବି କଲେ ୧୦୦୦ କୋଟି ଟଙ୍କାର ଜରିମାନା, ହାଇକୋର୍ଟ ସିରମ ଓ ବିଲ୍ ଗେଟ୍ସଙ୍କୁ…
ବମ୍ବେ ହାଇକୋର୍ଟ ଏକ ମାମଲାର ବିଚାର କରି ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ଏସଆଇଆଇ) ଓ ଅନ୍ୟ ପାର୍ଟିକୁ ଜବାବ ତଲବ କରିଛନ୍ତି । ମାମଲା ଦାୟର କରିଥିବା ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଝିଅର ମୃତ୍ୟୁ ପାଇଁ କୋଭିସିଲ୍ଡ ଟିକାକୁ ଦୋଷୀ ମାନିଛନ୍ତି । ଯେଉଁଥିପାଇଁ ଟିକା କମ୍ପାନି ଉପରେ ଉକ୍ତ!-->…
ସୋନାଲି ଫୋଗଟ୍ ହତ୍ୟା ମାମଲା : ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ମାନିଲେ ପିଏ ସୁଧୀର ସାଙ୍ଗୱାନ୍
ଅଭିନେତ୍ରୀ ସୋନାଲି ଫୋଗଟ୍ ମୃତ୍ୟୁ ମାମଲରେ ବଡ଼ ଖୁଲାସା । ଗୋଆ ପୋଲିସର କହିବାନୁସାରେ, ସୋନାଲୀଙ୍କ ପିଏ ସୁଧୀର ନିଜର ଦୋଷ ସ୍ୱୀକାର କରିଛନ୍ତି । ସୋନାଲୀଙ୍କୁ ହତ୍ୟା କରାଯାଇଛି । ଏ ନେଇ ବଡ ଷଡଯନ୍ତ୍ର ରଚା ଯାଇଥିଲା । ଗୋଆରେ ସୋନାଲୀଙ୍କ ସୁଟିଂ ହେବାର କୌଣସି ଯୋଜନା ନଥିଲା ।
ତାଙ୍କୁ!-->!-->!-->…
ବିମାନ ଉଡ଼ାଣ ପାଇଁ ବାଧ୍ୟ କରିବା ଅଭିଯୋଗରେ ବିଜେପି ନେତା ମନୋଜ ତିୱାରୀ ଓ ନିଶିକାନ୍ତ ଦୁବେଙ୍କ ସମେତ ମୋଟ ୯ ଜଣଙ୍କ…
ନୂଆଦିଲ୍ଲୀ: ରାତିରେ ବିମାନ ଉଡ଼ାଣ ପାଇଁ ବାଧ୍ୟ କରିବାରୁ ବିଜେପି ସାଂସଦ ମନୋଜୀ ତିୱାରୀ ଓ ନିଶିକାନ୍ତ ଦୁବେଙ୍କ ସମେତ ଅନ୍ୟ ୭ ଜଣଙ୍କ ନାଁରେ ମାମଲା ହୋଇଛି। ବିଜେପି ନେତମାନେ ରାତିରେ ବିମାନ ଉଡ଼ାଣ ଭରିବା ପାଇଁ ଚାଙ୍କର ଚାଟାର୍ଡ ବିମାନ ଖାଳି କରିବାକୁ ଝାଡ଼ଖଣ୍ଡର ଦେଓଘର ବିମାନ ବନ୍ଦର!-->…
ମଣିପୁରରେ ବିଜେପିରେ ମିଶିଲେ ୫ ଜେଡିୟୁ ବିଧାୟକ
ଜେଡିୟୁର ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଦଳକୁ ବଡ଼ ଝଟକା ଲାଗିଛି । ମଣିପୁରରେ ଜେଡିୟୁର ୬ ମଧ୍ୟରୁ ୫ ବିଧାୟକ ଦଳ ସହ ବିଦ୍ରୋହ କରିଛନ୍ତି । ୫ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଯାଇଛନ୍ତି ।
ଏମାନଙ୍କ ମଧ୍ୟରେ କେଏଚ ଜୟକିଷାନ, ଏନ ସନାତେ, ମହମ୍ମଦ ଅଛବ!-->!-->!-->…
ବର୍ଜ୍ୟ ବସ୍ତୁ ପରିଚାଳନା ଅବ୍ୟବସ୍ଥା ନେଇ ସରକାରଙ୍କ ଉପରେ ୩୫୦୦ କୋଟି ଟଙ୍କା ଜରିମାନା
ନୂଆଦିଲ୍ଲୀ: ଆଜି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି ଏକ ବଡ ବିଚାର କରି ଏକ ବଡ ରାୟ ଘୋଷଣା କରିଛନ୍ତି। ତାହା ହେଲା କଠିନ ଏବଂ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ଠିକ ନ ଥିବାରୁ ଏକା ଥରେ ଜରିମାନା ୩୫୦୦ କୋଟି ଟଙ୍କା କରାଯାଇଛି। ଏହି ଜରିମାନା ପଶ୍ଚିମ ବଂଗ ସରକାରଙ୍କ ଉପରେ!-->…
କଣ୍ଟ୍ରୋଲ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗି ନଥିବାରୁ ଜିଲ୍ଲାପାଳଙ୍କ ଉପରେ ରାଗିଲେ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : ହାଇଦ୍ରାବାଦରେ କଣ୍ଟ୍ରୋଲ ଦୋକାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗି ନଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତେଲେଙ୍ଗାନା କାମାରେଡି ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି । ଶୁକ୍ରବାର କାମାରେଡି ଜିଲ୍ଲାର ପିଡିଏସ ଆଉଟଲେଟ୍ ପରିଦର୍ଶନରେ ଆସିଥିବା!-->…