Browsing Category

ଦେଶ

ଦୁଷ୍କର୍ମ ଅଭିଯୁକ୍ତ ଲିଙ୍ଗାୟତ ମହନ୍ତଙ୍କ ବିରୋଧରେ ଲୁକ ଆଉଟ ନୋଟିସ

ବେଙ୍ଗାଲୁରୁ: ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଲିଙ୍ଗାୟତ ମହନ୍ତ ଶିବମୂର୍ତ୍ତି ମୁରୁଗା ଶାରାନାରୁ ଦେଶ ଛାଡ଼ି ଫେରାର ହେବାର ଆଶଙ୍କା କରିଛି କର୍ଣ୍ଣାଟକ ପୁଲିସ୍‌। ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ପୁଲିସ୍‌ ତାଙ୍କୁ ଟେକିନେଇ ଜେରା କରିଥିଲା। ହେଲେ ଗିରଫ ନ କରି ଛାଡ଼ି ଦେଇଥିଲା।…

ଆସ୍ଥା ଭୋଟ୍‌ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠ ପ୍ରମାଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରେ ଆସ୍ଥା ଭୋଟ୍‌ ଜିତିଲା ଆପ୍‌। ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆସ୍ଥା ଭୋଟରେ ବାଜିମାତ କରିଛନ୍ତି। ଦିଲ୍ଲୀ ବିଧାନସଭାରେ ଆଜି ଆସ୍ଥା ଭୋଟ୍‌…

ସୋନାଲୀଙ୍କ ମତ୍ୟୁ ମାମଲାରେ କ୍ଲବ ମାଲିକ ଗିରଫ

ପଣଜୀ: ହରିଆଣାର ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ପୋଲିସ ଗୋଆର କର୍ଲିସ୍‌ କ୍ଲବର ମାଲିକଙ୍କୁ ଗିରଫ କରିଛି। ଏଥିସହ ପୋଲିସ ଶୌଚାଳୟରୁ ଡ୍ରଗ୍ସ ଉଦ୍ଧାର କରିଥିବା ଜଣାପଡ଼ିଛି। ଏହି…

ଅରୁଣାଚଳ ପ୍ରଦେଶ ନିକଟରେ ଚୀନ ସେନା କରୁଛି ନିର୍ମାଣ କାମ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସୀମା ନିକଟରେ ଚୀନ ସେନାର ନିର୍ମାଣ କାମ ଜାରି ରହିଛି । ଏହାକୁ ସ୍ଥାନୀୟ ଲୋକେ କ୍ୟାମେରାରେ କଏଦ କରିଛନ୍ତି । ଅନଜାବ ଜିଲ୍ଲାର ସ୍ଥାନୀୟ ଲୋକମାନେ ନିର୍ମାଣାଧୀନ କାର୍ଯ୍ୟସ୍ଥଳୀର ଫଟୋ ଉଠାଇଛନ୍ତି । ମେସିନ ସହାୟତାରେ ଚୀନ ସେନା କାମ କରୁଛି । ଚାଗଲଶଗମରେ…

ଭୁଲ୍‌ରେ ବିମାନ ବନ୍ଦରକୁ ଗୁଳି ନେଇ ଯାଇଥିବା ଶିକ୍ଷକଙ୍କ ପ୍ରତି ବିଚିତ୍ର ଦଣ୍ଡବିଧାନ

ନୂଆଦିଲ୍ଲୀ: ଭୁଲ୍‌କ୍ରମେ ବିମାନ ବନ୍ଦରକୁ ଗୋଟାଏ ଅଫୁଟା ଗୁଳି ନେଇ ଯାଇଥିବା ନୂଆଦିଲ୍ଲୀର ଜଣେ ଶିକ୍ଷକଙ୍କ ନାଁରେ ରୁଜୁ ହୋଇଥିବା 'ଏଫ୍‌ଆଇଆର୍‌'କୁ ରଦ୍ଦ କରି ଦିଲ୍ଲୀ ହାଇକୋର୍ଟ ତାଙ୍କ ପ୍ରତି ବିଚିତ୍ର ଦଣ୍ଡବିଧାନ କରିଛନ୍ତି। ଦଣ୍ଡ ହେଲା, ତାଙ୍କ ସ୍କୁଲ୍‌ରେ ପାଠରେ ଦୁର୍ବଳ ଥିବା…

ବିଶ୍ୱବିଦ୍ୟାଳୟ ପରୀକ୍ଷାଗାରରେ ବିସ୍ଫୋରଣ; ଏକାଧିକ ଛାତ୍ରଛାତ୍ରୀ ଆହତ, ଜଣେ ଗୁରୁତର

ଚଣ୍ଡୀଗଡ଼: ପଂଜାବର ଅମୃତସରରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି । ଅମୃତସରସ୍ଥିତ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ ହେବାରୁ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଏହି ଘଟଣା ଅପରାହ୍ନରେ ଘଟିଛି । ଆହତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନିକଟସ୍ଥ…

ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମୋଙ୍ଗୋଲିଆ ଓ ଜାପାନ ଗସ୍ତ

ନୂଆଦିଲ୍ଲୀ : ସୀମାରେ ଉତ୍ତେଜନା ମଧ୍ୟରେ ଚୀନ୍‌ ଅନ୍ୟ ଦେଶ ସହ ଭାରତର ସମ୍ପର୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ଏହି ପର୍ଯ୍ୟାୟରେ ସେ ମୋଙ୍ଗୋଲିଆ ଏବଂ ଜାପାନ ଗସ୍ତରେ ଯାଉଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପଦକ୍ଷେପ ଉପରେ ନଜର ରଖିବେ । ଚୀନ୍‌ରୁ ଆସୁଥିବା ବିବୃତ୍ତିରୁ…

ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ୩୦ତମ ଶୁଣାଣି

ନୂଆଦିଲ୍ଲୀ: ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ୩୦ତମ ଶୁଣାଣି । ଏହି ଶୁଣାଣି ଭର୍ଚୁଆଲ୍‌ ମୋଡ୍‌ରେ ହେବ। ପ୍ରଥମେ ଛତିଶଗଡ଼ ଓ ପରେ ପରେ ଓଡ଼ିଶା ପକ୍ଷରୁ କରୋନା ମାମଲା ବୃଦ୍ଧି ପାଉଥିବା ନେଇ ଟ୍ରିବ୍ୟୁନାଲଙ୍କୁ ପତ୍ର ଜରିଆରେ ଅବଗତ କରାଇଥିଲେ । ଏହାକୁ ଦୃଷ୍ଟିରେ ରଖି 'ଫିଜିକାଲ୍‌'…

ଜୋରସୋର ଚାଲିଛି ଅଯୋଧ୍ୟା ରାମମନ୍ଦିରର ନିର୍ମାଣକାର୍ଯ୍ୟ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଚାଲିଥିବା ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ବିଶେଷ ଚିତ୍ର ସାମ୍ନାକୁ ଆସିଛି। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଦ୍ୱାରା ଶ୍ରୀ ରାମ ଜନ୍ମଭୂମି ମନ୍ଦିର କିପରି ନିର୍ମାଣ ହେଉଛି ତାହାର ସର୍ବଶେଷ ଚିତ୍ର ପ୍ରକାଶ ପାଇଛି। ଏହି…

୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ୟୁ ୟୁ ଲଳିତ

ନୂଆଦିଲ୍ଲୀ : ଶନିବାର ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ୟୁ ୟୁ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ତେବେ ସିଜେଆଇ ଭାବେ ଜଷ୍ଟିସ୍ ଲଳିତଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ରହିବ । ନଭେମ୍ବର ୮ରେ ସେ ଅବସର…