Browsing Category

ଦେଶ

ଶ୍ରୀଲଙ୍କା ନୌସେନାକୁ ଡୋର୍ନିଅର ବିମାନ ଉପହାର ଦେଲା ଭାରତ

କଲମ୍ବୋ : ଶ୍ରୀଲଙ୍କା ନୌସେନା ନିମନ୍ତେ ଏକ ଡୋର୍ନିଅର ବିମାନ ପ୍ରଦାନ କରିଛି ଭାରତ । ଏହା ଦ୍ବାରା ଭାରତ ମହାସାଗରରେ ଶ୍ରୀଲଙ୍କା ନୌସେନାର ପର୍ଯ୍ୟବେକ୍ଷଣ କ୍ଷମତା ବୃଦ୍ଧି ପାଇବ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଏହି ବିମାନ ପ୍ରଦାନ କରାଯାଇଛି ବୋଲି ଭାରତ…

ଶ୍ରୀନଗର ଏନକାଉଣ୍ଟରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ନୌହଟ୍ଟା ଅଞ୍ଚଳର ରେଡପୋରା ପାର୍କ ନିକଟରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଅପରେସନରେ ଗୁରୁତର ଆହତ ହୋଇଥିବା ଯବାନ ସରଫରାଜ ସୋମବାର ଦିନ ସହିଦ ହୋଇଛନ୍ତି । କାଶ୍ମୀର ଜୋନ୍ ପୋଲିସ ସରଫରାଜଙ୍କ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି । …

ଲାଲକିଲ୍ଲାରେ ମୋଦିଙ୍କ ଟାର୍ଗେଟ ପରେ କିଛି କହିବାକୁ ମନାକଲେ ରାହୁଲ

ନୂଆଦିଲ୍ଲୀ: ଆଜି ୭୬ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ୨ଟି ଚାଲେଞ୍ଜ ଉପରେ କିଛି ମନ୍ତବ୍ୟ ଦେବାକୁ ମନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ମୋଦି କହିଥିଲେ ଯେ, ଦୁର୍ନୀତି ଏବଂ ପ୍ରିୟାପ୍ରୀତି ତୋଷଣ ହେଉଛି ଦେଶ ପାଇଁ ୨ଟି ବଡ଼…

ନେତାଜୀଙ୍କ ଅବଶେଷ ଭାରତ ମାଟିକୁ ଆଣିବାକୁ ଦାବି କଲେ ଝିଅ ଅନିତା ବୋଷ ଫାଫ୍‌

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ତଥା ପ୍ରଫେସର ଅନିତା ବୋଷ ଫାଫ୍‌ ବାପାଙ୍କ ଅବଶେଷକୁ ସ୍ୱଦେଶ ମାଟିକୁ ଆଣିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ବର୍ତ୍ତମାନ ୩ ଦେଶ ଭାରତ, ପାକିସ୍ତାନ ଓ ବାଂଲାଦେଶ ପାଳନ କରୁଛନ୍ତି। ଏହି ସ୍ୱାଧୀନତା ସଂଗ୍ରାମର…

ମୁକେଶ ଅମ୍ବାନୀଙ୍କ ପରିବାରକୁ ହତ୍ୟା ଧମକ

ମୁମ୍ବାଇ :ବିଶିଷ୍ଟ ଉଦ୍ୟୋଗପତି ତଥା ରିଲିୟାନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଫୋନରେ ହତ୍ୟା ଧମକ ଦିଆଯାଇଛି । ଆଜି ଜଣେ ଅଜ୍ଞାତ ବ୍ୟକ୍ତି 'ରିଲାଏନ୍‌ସ୍‌ ଫାଉଣ୍ଡେସନ୍‌'ର 'ହର୍‌କିଷନଦାସ ହସ୍ପିଟାଲ୍‌' ନମ୍ବରକୁ ଫୋନ କରି ଏହି ହତ୍ୟା ଧମକ ଦେଇଥିଲେ। …

ଭାରତ ବାୟୋଟେକର ଇଂଟ୍ରୋନାଜାଲ ଭ୍ୟାକ୍ସିନର ତୃତୀୟ କ୍ଲିନିକାଲ ଟ୍ରାଏଲ ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ: କୋଭିଡ-୧୯କୁ ରୋକିବା ପାଇଁ ଭାରତ ବାୟୋଟେକ ଏକ ଇଂଟ୍ରୋନାଜାଲ ଭ୍ୟାକ୍ସିନ ପ୍ରସ୍ତୁତ କରୁଛି । ସୋମବାର ବିବିଭି-୧୫୪ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସମ୍ପୂର୍ଣ୍ଣ ହୋଇଥିବାରୁ ଖୁବ ଶୀଘ୍ର ଏହାକୁ ବ୍ୟବହାର କରାଯିବ ବୋଲି କମ୍ପାନୀ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଡ୍ରଗ…

୭୬ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଆଜି 76ତମ ସ୍ବାଧୀନତା ଦିବସ ପାଳନ କରୁଛି ଦେଶ । ଏହି ଅବସରରେ ଲାଲକିଲ୍ଲାକୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ସମସ୍ତଙ୍କୁ ଏହି ଐତିହାସିକ ଦିନର ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହି…

ମମତାଙ୍କୁ ବଦନାମ କଲେ ଆମେ ମାଡ ମାରିବୁ: ଟିଏମସି ବିଧାୟକ

କୋଲକାତା: ଆମର ନେତ୍ରୀ ମମତା ବାନାର୍ଜୀଙ୍କୁ ବଦନାମ କଲେ ଆମେ ମାଡ ମାରିବୁ | ପଶ୍ଚିମବଙ୍ଗରେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଲଗାତାର ଟିଏମସି(ତୃଣମୂଳ କଂଗ୍ରେସ) ନେତାଙ୍କ ଉପରେ ଆକ୍ରମଣ କରୁଛି। ଅନ୍ୟପକ୍ଷରେ ଟିଏମସି ନେତାମାନେ ଦଳର ସୁପ୍ରିମୋ ମମତା ବାନାର୍ଜୀ ଏବଂ ତାଙ୍କ ଉତ୍ତରାଧିକାରୀ…

୨୦୧୬ରେ ଲାଲକିଲ୍ଲାରୁ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠାରୁ ଦୀର୍ଘ ୯୬ ମିନିଟର ଭାଷଣ ଦେଇଛନ୍ତି

ନୂଆଦିଲ୍ଲୀ: ରାତି ପାହିଲେ ଦେଶ ୭୬ତମ ସ୍ବାଧିନତା ଦିବସ ପାଳନ କରିବ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଦିଲ୍ଲୀର ଲାଲକିଲ୍ଲାରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ପତାକା ଉତ୍ତୋଳନ କରିବା ସହିତ ଦେଶକୁ ସମ୍ବୋଧନ କରିବେ। ଅଭିଭାଷଣରେ…

‘ପରବର୍ତ୍ତୀ ଟାର୍ଗେଟ୍‌ ତୁମେ’, ରୁଶ୍‌ଦିଙ୍କ ପରେ ପ୍ରଖ୍ୟାତ ଲେଖିକା ରୋଲିଂଙ୍କୁ ହତ୍ୟା ଧମକ

ନ୍ୟୁୟର୍କ: ଫେମସ୍‌ ଲେଖକ ସଲମାନ ରୁଶଦିଙ୍କ ପରେ ଏବେ ଟାର୍ଗେଟ୍‌ରେ ଆଉ ଜଣେ ଲେଖିକା। ଲୋକପ୍ରିୟ ବହି ହ୍ୟାରି ପୋଟର୍‌ର ଲେଖିକା ଜେକେ ରୋଲିଂଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ଖୋଦ୍‌ ଟ୍ୱିଟ୍‌ କରି ସେ ସୂଚନା ଦେଇଛନ୍ତି।ଲେଖିକା ରୋଲିଂ ରୁଶଦିଙ୍କ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣକୁ…