Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବନ୍ଦୀମାନଙ୍କ କିଡନୀ, ଯକୃତ ଏବଂ ହାର୍ଟ ପରି ଅଙ୍ଗର ବ୍ୟବସାୟ କରୁଛି ଚୀନ
ବେଜିଂ: ବିଶ୍ବର ସବୁଠାରୁ ନିନ୍ଦିତ ଦେଶ ଚୀନ୍ ବର୍ତ୍ତମାନ ନିଜ ଦେଶର ବନ୍ଦୀମାନଙ୍କ କିଡନୀ, ଯକୃତ ଏବଂ ହାର୍ଟ ପରି ଅଙ୍ଗର ବ୍ୟବସାୟ କରୁଛି। ଏହାକୁ ‘ବାଧ୍ୟତାମୂଳକ ଅଙ୍ଗ ପ୍ରତିରୋପଣ’ ବୋଲି କୁହାଯାଏ। ଏହାର ଶିକାର ହେଉଛନ୍ତି ଫାଲୁନ୍ ଗଙ୍ଗ ଏବଂ ଉଇଗୁରୁ ମୁସଲମାନ ପରି ଦଳିତ ସମ୍ପ୍ରଦାୟ।!-->…
ମୋଦୀଙ୍କ ଅସ୍ଥାବର ସଂପତ୍ତିର ମୂଲ୍ୟ ୨୬ ଲକ୍ଷ ବୃଦ୍ଧି ପାଇ ୨.୨୩ କୋଟି ଟଙ୍କାରେ ପହଞ୍ଚିଲା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ୨୦୨୧-୨୨ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅସ୍ଥାବର ସଂପତ୍ତି ୨୬ ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ୨୦୨୧ ମସିହା ମାର୍ଚ ମାସ ଶେଷ ସୁଦ୍ଧା ମୋଦୀଙ୍କ ସଂପତ୍ତି ୧,୯୭, ୬୮,୮୮୫ ଥିବା ବେଳେ ଏହା!-->…
ଭାରତର ଚିନ୍ତା ଓ ଶ୍ରୀଲଙ୍କାର ରୋକ୍ ସତ୍ତ୍ବେ ଆସୁଛି ଚୀନ ଗୁପ୍ତଚର ଜାହାଜ
ନୂଆଦିଲ୍ଲୀ : ଭାରତର ଚିନ୍ତା ଓ ଶ୍ରୀଲଙ୍କାର ଅନୁରୋଧ ସତ୍ତ୍ବେ ହାମ୍ବନଟୋଟା ବନ୍ଦର ଆସୁଛି ଚୀନର ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ୍-୫ । ମଙ୍ଗଳବାରଦିନ ୧୦ଟା (ଭାରତୀୟ ସମୟ) ବେଳେ ଏହି ଜାହାଜ ପଶ୍ଚିମ ଇଣ୍ଡୋନେସିଆ ନିକଟରେ ଗତି କରୁଥିଲା । ଏହା ଘଣ୍ଟାପ୍ରତି ୨୬ କିଲୋମିଟର ବେଗରେ ଗତି କରୁଛି!-->…
ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ଲକ୍ଷ୍ନୌସ୍ଥିତ ପୁଲିସର ହ୍ୱାଟସଆପ୍ ନମ୍ବରକୁ ଏହି ଅଭିଯୋଗ ଆସିଛି। କେହି ଜଣେ ଅଜଣା ବ୍ୟକ୍ତି ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୨ ତାରିଖରେ ଲକ୍ଷ୍ନୌ ପୁଲିସ ଏହି ଧମକପୂର୍ଣ୍ଣ!-->…
ମହାରାଷ୍ଟ୍ରରେ ୫୦-୫୦ ଫର୍ମୁଲା, ଶପଥ ନେଲେ ୧୮ ମନ୍ତ୍ରୀ
ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନର ୪୧ ଦିନ ପରେ ସମ୍ପ୍ରସାରଣ ହେଲା ମନ୍ତ୍ରିମଣ୍ଡଳ। ୫୦-୫୦ ଫର୍ମୁଲାରେ ସମ୍ପ୍ରସାରଣ ହେଲା ମନ୍ତ୍ରିମଣ୍ଡଳ। ବହୁ ମାନସ ମନ୍ଥନ ପରେ ଶପଥ ନେଲେ ବିଜେପିର ୯ ଓ ସିନ୍ଦେ ଗୋଷ୍ଠୀର ୯ ବିଧାୟକ। ବିଜେପିରୁ ଚନ୍ଦ୍ରକାନ୍ତ ପାଟିଲ, ସୁଧିର ମୁନଙ୍ଗତିବାର, ରାଧା!-->…
IAS ଟିନା ଡାବିଙ୍କ ନାଁରେ ଠକେଇ, ଫଟୋ ଲଗାଇ ମାଗୁଥିଲେ ଗିଫ୍ଟ କାର୍ଡ
ଜୟପୁର: ବହୁ ଚର୍ଚ୍ଚିତ ଆଇଏଏସ୍ ଟିନା ଡାବିଙ୍କ ନାଁରେ ଠକିବାକୁ ଚେଷ୍ଟା। ହ୍ୱଟସଆପ୍ ଡିପିରେ ଟିନା ଡାବିଙ୍କ ଫଟୋ ଦେଖାଇ ଜଣେ ସାଇବର ଠକ ଜୈସଲମେରର ଜଣେ ସରକାରୀ ଅଧିକାରୀଙ୍କୁ ଠକିବାକୁ ଉଦ୍ୟମ କରିଛି। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସରକାରୀ ଅଧିକାରୀ।ସୂଚନା ମୁତାବକ, ସୋମବାର!-->…
ମହାରାଷ୍ଟ୍ରରେ ବିଜେପି ଯାହା କଲା ତାର ଫଳ ବିହାରରେ ମିଳିଲା
ନୂଆଦିଲ୍ଲୀ: ମହାରାଷ୍ଟ୍ର ପରେ ବିହାରରେ ଦେଖାଯାଇଛି ରାଜନୀତିକ ହଟଚମଟ। ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ ଓ ଏନସିପି ମେଣ୍ଟକୁ ଭାଙ୍ଗି ବିଜେପି ସରକାର ଗଠନ କରିଛି। ମହାରାଷ୍ଟ୍ର ବିଧାନସଭାରେ ବିଜେପି ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ଶିବସେନା ହାତ ଛାଡ଼ି ଦେବାରୁ ଦଳକୁ ବିରୋଧୀ ଆସନରେ!-->…
ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ମିର୍ଚି ବାବା
ଭୋପାଳ: ୨୦୧୯ ଲୋକସଭା ନିର୍ବାଚନରେ ଦିଗବିଜୟ ସିଂହଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଚର୍ଚ୍ଚାକୁ ଆସିଥିବା ବୈରାଜ୍ଞାନନ୍ଦ ଗିରି ଓରଫ ମିର୍ଚି ବାବା ଗିରଫ। ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଭୋପାଲ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ପୀଡିତାଙ୍କ ବୟାନ ପରେ ମିର୍ଚି ବାବାଙ୍କ!-->…
ବିଜେପିର ହାତ ଛାଡିଲା ଜେଡିୟୁ
ପାଟନା: ବିଜେପିର ହାତ ଛାଡିଲା ଜେଡିୟୁ। ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ। ବିଧାୟକଙ୍କ ସହ ବୈଠକ ପରେ ଘୋଷଣା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ମଙ୍ଗଳବାର ସକାଳୁ ବିହାରରେ ରାଜନୈତିକ ହଲଚଲ ଜାରି ରହିଥିଲା। ଯେକୌଣସି ସମୟରେ ବି ବିଜେପି ସହିତ ଜେଡିୟୁ ମେଣ୍ଟ ଭାଙ୍ଗିବା!-->…
ତାଇୱାନ୍ ଚତୁଃପାର୍ଶ୍ବରେ ସମରାଭ୍ୟାସ ଜାରି ରଖିଛି ଚୀନ୍
ବେଜିଙ୍ଗ୍: ଆଜି ଚୀନ୍ ତାଇୱାନ୍ ଚତୁଃପାର୍ଶ୍ବରେ ସଦ୍ୟ ସମରାଭ୍ୟାସ ଚଳାଇଥିବା କଥା ବେଜିଙ୍ଗ୍ କହିଛି। କିନ୍ତୁ, ରବିବାର ଦିନ ଏହି ସମରାଭ୍ୟାସ ଶେଷ ହେବ ବୋଲି ଆଗରୁ ବେଜିଙ୍ଗ୍ ଘୋଷଣା କରିଥିଲା।ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍ସି!-->…