Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଦେଶରେ ହ୍ରାସ ପାଉଛି କୋଭିଡ୍-୧୯ ସଂକ୍ରମଣ; ୧୯ଟି ରାଜ୍ୟରେ ଅଛନ୍ତି ବହୁସଂଖ୍ୟକ ସକ୍ରିୟ ଆକ୍ରାନ୍ତ
ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ସଂଖ୍ୟା ଉଲ୍ଲେଖଯୋଗ୍ୟ ସଂଖ୍ୟାରେ ହ୍ରାସ ପାଇ ୧୬ ହଜାରରୁ କିଛି ଅଧିକ ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍ସାଇଟ୍ରୁ ଜଣାପଡ଼ିଛି। ତଥାପି କୋଭିଡ୍ ମାମଲା ଓ ପଜିଟିଭିଟି ହାର ଦ୍ରୁତ ବୃଦ୍ଧି ପାଉଥିବା ୯ଟି!-->…
ଘର ତ ପୋଡ଼ି ଦେଇଛ, ଘରକୁ ଫେରିଯିବା କଥା କାହିଁକି କହୁଛ: ପ୍ରତିବାଦକାରୀଙ୍କୁ କହିଲେ ଶ୍ରୀଲଙ୍କାର ରାଷ୍ଟ୍ରପତି
କଲମ୍ବୋ: ଘର ତ ପୋଡ଼ିପକାଇଛ, ପୁଣି ଘରକୁ ଫେରିଯିବା କଥା କହୁଛ କାହିଁକି ବୋଲି ରବିବାର ଦିନ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପ୍ରତିବାଦକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।ଶ୍ରୀଲଙ୍କାର ଅନ୍ୟତମ ନଗରୀ କାଣ୍ଡିରେ ଭାଷଣ ଦେବା ବେଳେ ବିକ୍ରମସିଂଘେ କହିଲେ ଯେ, ‘କଲମ୍ବୋ!-->…
ବନ୍ଧୁକ ବ୍ୟବହାରକାରୀଙ୍କୁ ବନ୍ଧୁକରେ ଦମନ କରାଯିବା ଉଚିତ: ତାମିଲନାଡୁ ରାଜ୍ୟପାଳ
କୋଚି (କେରଳ): ରବିବାର ଦିନ କେରଳର କୋଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ତାମିଲନାଡୁର ରାଜ୍ୟପାଳ ଆର୍. ଏନ୍. ରବି ତାମିଲନାଡୁ ସରକାରଙ୍କ ହିଂସାକୁ ପ୍ରଶ୍ରୟ ନ ଦେବା ନୀତିକୁ ପ୍ରଶଂସା କରିଛନ୍ତି।‘ଅଭ୍ୟନ୍ତରୀଣ ନିରାପତ୍ତାରେ ସମସାମୟିକ ଆହ୍ପାନ୍’ ଶୀର୍ଷକ!-->…
କ୍ୟାବିନେଟ୍ ସଜାଡ଼ିବେ ମମତା, ସାମିଲ ହେବେ ୫ ନୂଆ ମନ୍ତ୍ରୀ
କୋଲ୍କାତା: ପଶ୍ଚିମବଙ୍ଗ କ୍ୟାବିନେଟ୍କୁ ଅଦଳବଦଳ କରି ୫ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ପାର୍ଥ ଚାଟାର୍ଜୀଙ୍କ ‘ଚାକିରି ପାଇଁ ନଗଦ ଅର୍ଥ ଦୁର୍ନୀତି’ ଚହଳ ପକାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା!-->…
‘ପ୍ରତିଦିନ ସକାଳୁ ବାଜୁଥିବା ସାଇରନ୍ ବନ୍ଦ ହୋଇଗଲା’
ମୁମ୍ବାଇ: ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଯେବେଠୁ ଇଡି ଗିରଫ କରିଛି ସେବେଠାରୁ ରାଜ୍ୟ ରାଜନୀତି ସରଗରମ ରହିଛି। ବିରୋଧୀ ଦଳ କେତେବେଳେ ଶାସକ ଦଳକୁ ଟାର୍ଗେଟ କରୁଛି ତ ଅଉ କେତେବେଳେ ଶାସକ ଦଳ ବିରୋଧୀଙ୍କୁ ବାଣ ମାରୁଛନ୍ତି। ଏଭଳି ରାଜନୈତିକ ବୟାନବାଜୀ ଭିତରେ!-->…
ମିଳିଲାନି ଶବବାହକ ଗାଡ଼ି, ମା’ର ମୃତଦେହକୁ ବାଇକ୍ରେ ବୋହିଲା ପୁଅ
ଭୋପାଳ: ସ୍ମାର୍ଟ ସିଟି, ପୁରା ଚକାଚକ୍ ରାସ୍ତା। ସ୍ୱାସ୍ଥ୍ୟ ସୁବିଧା ବି ବେଶ୍ ଭଲ। କିନ୍ତୁ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଘରେ ପହଞ୍ଚାଇବା ପାଇଁ ମିଳୁନି ଶବବାହକ ଗାଡି। କିଏ ମୃତଦେକୁ କାନ୍ଧରେ ବୋହି ନେଉଛି ତ ଆଉ କିଏ ବାଇକ୍ରେ। ଏଭଳି କିଛି ଚକିତ କଲା ଭଳି ଦୃଶ୍ୟ ସାମ୍ନାକୁ!-->…
ଚାପ ପରେ ପ୍ରତ୍ୟାହାର ହେଲା ସାଂସଦଙ୍କ ନିଲମ୍ବନ ଆଦେଶ
ନୂଆଦିଲ୍ଲୀ: କଂଗ୍ରେସ ୪ ଲୋକସଭା ସାଂସଦଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି ବାଚସ୍ପତି ଓମ ବିର୍ଲା। ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ବିରୋଧୀ ଦଳଗୁଡ଼ିକ ଦୀର୍ଘ ୫୦ ଘଣ୍ଟା କାଳ ସଂସଦ ବାହାରେ ଆନ୍ଦୋଳନ କରିଥିଲେ। ଶେଷରେ ଆଜି ବାଚସ୍ପତି ନିଲମ୍ବନ ଆଦେଶ!-->…
ଘରୋଇ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ, ୧୦ ମୃତ
ଭୋପାଳ: ଏକ ଘରୋଇ ଡାକ୍ତରଖାନାରେ ନିଆଁ ଲାଗି ଯିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି। ସୋମବାର ଅପରାହ୍ଣରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁରରେ।ଏଠାରେ ଦମୋହ ନାକା ପାଖରେ ଥିବା ନ୍ୟୁ ଲାଇଫ ମଲ୍ଟିସ୍ପେଶାଲିଟି ହସ୍ପିଟାଲ୍ରେ!-->…
ଶେଷ ହେଲା ୫ଜି ସ୍ପେକ୍ଟ୍ରମ୍ ନିଲାମ, ସରକାର ପାଇବେ ୧,୫୦,୧୭୩ କୋଟି
ନୂଆଦିଲ୍ଲୀ : ସାତ ଦିନ ଚାଲିବା ପରେ ଶେଷ ହୋଇଛି ୫ଜି ସ୍ପେକ୍ଟ୍ରମ ନିଲାମ । ଗତ ଶୁକ୍ରବାର ଦିନ ସୁଦ୍ଧା ଗୋଟିଏ ସର୍କଲକୁ ଛାଡ଼ି ଅନ୍ୟ ସମସ୍ତ ସର୍କଲ ପାଇଁ ନିଲାମ ଶେଷ ହୋଇଯାଇଥିଲା । କିନ୍ତୁ କେବଳ ୟୁପି (ପୂର୍ବ) ସର୍କଲ ପାଇଁ ନିଲାମ ତୀବ୍ର ପ୍ରତିଦ୍ବନ୍ଦିତାମୂଳକ ହେବା ସହ ଜାରି ରହିଥିଲା!-->…
ସୀମା ଟପିଲା ରାଗିଂ: ଲାଇନ୍ରେ ଠିଆ କରି ଚାପୁଡ଼ା ମାରିଲେ ସିନିୟର୍
ଭୋପାଳ: ରାଗିଂ ଏକ ଦଣ୍ଡନୀୟ ଅପରାଧ। ସ୍କୁଲ, କଲେଜ, ୟୁନିର୍ଭସିଟିରେ ରାଗିଂ ଉପରେ ଲାଗୁ ହୋଇଛି କଟକଣା। ଦୁନିଆ ଆଇନ ଏବଂ କାର୍ଯ୍ୟାନୁଷ୍ଠାନର ଚେତାବନୀ ରହିଛି। ତଥାପି ଏହି ଅମାନବୀୟ ନିର୍ଯାତନା ଉପରେ ରୋକ୍ ଲାଗୁନି। ଜୁନିୟରଙ୍କୁ ସିନିୟର୍ଙ୍କ ରାଗିଂ ଏକ ଅଭ୍ୟାସ ପାଲଟି ଗଲାଣି। ବେଳେ!-->…