Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଦୋଷୀକୁ ଆଜୀବନ କାରାଦଣ୍ଡ ହେଲେ ବି ଆପତ୍ତି ନାହିଁ : ମମତା
କୋଲକାତା : ପଶ୍ଚିମବଙ୍ଗରେ ହୋଇଥିବା ସ୍କୁଲ ନିଯୁକ୍ତି ଦୁର୍ନୀତି ଓ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରି ସଂପର୍କରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, ସେ ଦୁର୍ନୀତିକୁ ଆଦୌ ପସନ୍ଦ କରନ୍ତି ନାହିଁ । ଯଦି ଦୋଷ ପ୍ରମାଣିତ ହୁଏ, ଦୋଷୀକୁ ଆଜୀବନ!-->…
ଗୁଜରାଟରେ ବିଷାକ୍ତ ମଦ ପିଇ ୪ଜଣଙ୍କ ମୃତ୍ୟୁ, ଏକାଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି
ଅହମଦାବାଦ: ଗୁଜରାଟର ବୋଟାଡରେ ବିଷାକ୍ତ ମଦ ପିଇ ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୁହାଯାଉଛି ଯେ ବିଷାକ୍ତ ମଦ ସେବନ ହେତୁ କିଛି ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ନିଶ୍ଚିତ କରିଛି। ଏବେ ଏକାଧିକ ଲୋକଙ୍କ ଅବସ୍ଥା!-->…
ଦେଶଭକ୍ତି ମନରୁ ଆସେ, ବାଧ୍ୟ କଲେ କିଛି ହୁଏ ନାହିଁ; ତ୍ରିରଙ୍ଗା କିଣିବାକୁ ବାଧ୍ୟ କରାଯାଉଥିବାରୁ ଏଭଳି କହିଲେ…
ଶ୍ରୀନଗର: ଦେଶଭକ୍ତି ମନରୁ ଆସେ, ବାଧ୍ୟ କଲେ କିଛି ହୁଏ ନାହିଁ। ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ଜମ୍ମୁ-କଶ୍ମୀରରେ ଲୋକଙ୍କୁ ନିଜ ଘର ବାହାରେ ତ୍ରିରଙ୍ଗା ଉଡ଼ାଇବାକୁ କୁହାଯାଇଛି। ତେବେ ଲୋକେ ନିଜ ଇଚ୍ଛାରେ ତ୍ରିରଙ୍ଗା କିଣି ଘର ବାହାରେ ଉଡ଼ାଇବା ଜରୁରୀ, ଏଥିପାଇଁ ସେମାନଙ୍କୁ ବାଧ୍ୟ!-->…
୧୦୦ କୋଟି ଟଙ୍କା ଦିଅ ରାଜ୍ୟସଭା ଓ ରାଜ୍ୟପାଳ ପଦବୀ ନିଅ: ସିବିଆଇ ଜାଲରେ ରାକେଟ୍
ନୂଆଦିଲ୍ଲୀ: ରାଜ୍ୟସଭା ଏବଂ ରାଜ୍ୟପାଳ ପଦ ଭଳି ଲୋଭନୀୟ ଅଫର ଦେଇ ଅର୍ଥ କାରବାର କରୁଥିବା ଏକ ବଡ଼ଧରଣର ରାକେଟକୁ ପର୍ଦ୍ଦାଫାଶ କରିଛି ସିବିଆଇ। ଏହି ରାକେଟ ୧୦୦ କୋଟି ଟଙ୍କା ବଦଳରେ ରାଜ୍ୟସଭା ସଦସ୍ୟ ପଦ ଏବଂ ରାଜ୍ୟପାଳପଦ ପାଇଁ ଅଫର ଦେଉଥିବା ସିବିଆଇ କହିଛି। ଏମିତି ଟଙ୍କା କାରବାର ହେଉଥିବା!-->…
ପାର୍ଥ ଚାଟାର୍ଜୀଙ୍କ ଦେହ ଭଲ ଅଛି, ଚିକିତ୍ସା ଆବଶ୍ୟକ ନାହିଁ: ଭୁବନେଶ୍ୱର ଏମସ୍
ଭୁବନେଶ୍ୱର: ସ୍କୁଲ ନିଯୁକ୍ତି ସ୍କାମରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ମେଡିକାଲ ଝଟକା। ପାର୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଲା ଭୁବନେଶ୍ୱର ଏମ୍ସ। ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିର୍ଦ୍ଦେଶକ ଆଶୁତୋଶ ବିଶ୍ୱାସ ଏହି ସୂଚନା!-->…
ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ଚାଇନା ରାଷ୍ଟ୍ରପତି, କହିଲେ ମିଳିମିଶି କାମ କରିବା
ନୂଆଦିଲ୍ଲୀ: ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ସଂସଦର ସେଣ୍ଟ୍ରାଲ ହଳରେ ଆଜି ଏକ ଭବ୍ୟ ସମାରୋହରେ ଦ୍ରୌପଦୀ ଗୋପନୀୟତାର ସହ ଶପଥ ଗ୍ରହଣ କରିଛନ୍ତି। ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହୋଇଥିବା!-->…
ଯୁବବର୍ଗ ଏବଂ ମହିଳାମାନଙ୍କ ସ୍ବାର୍ଥପ୍ରତି ବିଶେଷ ଧ୍ୟାନ ଦେଇ କାର୍ଯ୍ୟ କରିବି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ କାର୍ଯ୍ୟନିର୍ବାହ କରିବା ବେଳେ ସମସ୍ତ ନାଗରିକ, ବିଶେଷକରି ଭାରତର ଯୁବବର୍ଗ ଏବଂ ମହିଳାମାନଙ୍କ ସ୍ବାର୍ଥପ୍ରତି ଧ୍ୟାନ ଦେବା ମୋର ପ୍ରଥମ କର୍ତ୍ତବ୍ୟ ହେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରେୀପଦୀ ମୁର୍ମୁ। ଆଜି!-->…
ପାକ ଅଧିକୃତ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ
ଜାମ୍ମୁ: ପାକ ଅଧିକୃତ କଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ରବିବାର ୨୩ ତମ କାର୍ଗିଲ ବିଜୟ ଦିବସ ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ସେନାର ସର୍ବୋଚ୍ଚ ବଳିଦାନକୁ ସ୍ମୃତିଚାର କରି ଏହା କହିଛନ୍ତି। ସେ କହିଛନ୍ତି ଯେ ଏହା କେମିତି ସମ୍ଭବ ହେଲା, ବାବା!-->…
ଦେଶର ପ୍ରଥମ ନାଗରିକ ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜର ଉପରବେଡା ଭଳି ଗୋଟିଏ ଛୋଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ଏବେ ମାଡାମ ପ୍ରେସିଡେଣ୍ଟ ହୋଇଛନ୍ତି। ଆଜି ସେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ!-->…
ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ
ନୂଆଦିଲ୍ଲୀ: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀରେ ବିଜେଡି ସାଂସଦଙ୍କ ସହ ସହ ଭେଟି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ । ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ଅବସରରେ ସାମିଲ ଥିଲେ। ଦ୍ରୌପଦୀଙ୍କୁ ଭେଟିବା ପରେ!-->…