Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିଜେପିରେ ମିଶିପାରନ୍ତି କଂଗ୍ରେସର ଖେଳ ବିଗାଡିଥିବା ବିଧାୟକ କୁଲଦୀପ ବିଷ୍ଣୋଇ
ଚଣ୍ଡୀଗଡ଼: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି କଂଗ୍ରେସ ପ୍ରାର୍ଥୀ ଅଜୟ ମାକନଙ୍କୁ ପରାସ୍ତ କରିଥିବା ହରିୟାଣାର ଆଦାମପୁର ବିଧାୟକ କୁଲଦୀପ ବିଷ୍ଣୋଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି | ଆଉ ଏହି ଭେଟଘାଟ ପରେ!-->…
ଶାନ୍ତି ରକ୍ଷା କରିବାକୁ ବିକ୍ଷୋଭକାରୀଙ୍କୁ ଅପିଲ କଲେ ଶ୍ରୀଲଙ୍କା ସେନା ମୁଖ୍ୟ
କଲମ୍ବୋ: ଶ୍ରୀଲଙ୍କାରେ ସରକାରଙ୍କ ବିରୋଧରେ ଲୋକଙ୍କ ପ୍ରଦର୍ଶନ ଜାରି ରହିଛି। ଦେଶର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏବଂ ପ୍ରଧାନମନ୍ତ୍ରୀ ରାନିଲେ ବିକ୍ରମସିଂଘେଙ୍କ ଇସ୍ତଫା ଘୋଷଣା ପରେ ମଧ୍ୟ ଏହି ଉତ୍ତେଜନା ବନ୍ଦ ହୋଇନାହିଁ। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ ଏଯାଏଁ କବଜା କରି!-->…
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭଳି ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବସ୍ଥା: ଟିଏମସି ବିଧାୟକ
ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବେ ଦେବାଳିଆ ହୋଇଥିବା ବେଳେ ଦେଶବାସୀଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ଦେଶ ଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ। ଏହି ଘଟଣା ପରେ ଶ୍ରୀଲଙ୍କାର ସ୍ଥିତିକୁ ଭାରତ ସହ ଯୋଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି ଟିଏମସି। ରବିବାର!-->…
୮୨ ଅଧିକାରୀଙ୍କ ନାଁରେ ଏଫଆଇଆର, ଜେଲରେ ସୁବିଧା ପାଇଁ ଠକ ସୁକେଶ ଦେଉଥିଲା ଲାଞ୍ଚ
ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ଏକ ଆଉ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଜେଲ୍ରେ ଲଗଜୁରୀ ସୁବିଧା ପାଇଁ ଜେଲ୍ ଅଧିକାରୀଙ୍କୁ ଲାଞ୍ଚ ଦେଉଥିଲା ସୁକେଶ। ତା’ପୁଣି ହଜାରେ କି ଲକ୍ଷେ ନୁହେଁ ପୂରା କୋଟିଏ। ସୁକେଶ!-->…
ଶିବଙ୍କ ବେଶରେ ବୁଲେଟ ଚଢ଼ି ଯୁବକ ଗିରଫ
ଦିସପୁର: ଆସାମରେ ଭଗବାନ ଶିବଙ୍କ ବେଶ ଧରି ପାର୍ବତୀ ବେଶରେ ଜଣେ ଯୁବତୀଙ୍କୁ ବାଇକରେ ବୁଲାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ଦେଶରେ ହେଉଥିବା ଦରଦାମ ବୃଦ୍ଧିକୁ ବିରୋଧ କରି ଅଭିନବ ଢଙ୍ଗରେ ଶିବଙ୍କ ବେଶ ଧାରଣ କରି ଯୁବକ ଜଣକ ବୁଲେଟରେ ବସି ସହରରେ ବୁଲିଥିଲେ। ଏନେଇ ଅଭିଯୋଗ!-->…
ଦେବଦୂତ ସାଜିଲା ସେନା, ପାଣି କାଦୁଅରୁ ୫ଜଣଙ୍କୁ ଜୀବନ୍ତ ଟାଣି ଆଣିଲା
ଶ୍ରୀନଗର: ସେନାକୁ ସଲାମ। ଦେବଦୂତ ସାଜି ୫ ଜଣଙ୍କ ବଞ୍ଚାଇଲା ଜୀବନ। ପାଣି କାଦୁଅରୁ ସେମାନଙ୍କୁ ଟାଣି ଆଣିଲେ ସେନା ଯବାନ। ନିକଟରେ ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ହୋଇଥିଲା। ଫଳରେ ପାହାଡରୁ ଅତଡା ଖସି ତୀର୍ଥ ଯାତ୍ରୀଙ୍କ ତମ୍ବୁ ଭସାଇ ନେଇଥିଲା। ଅନେକ ଲୋକ ମାଟି କାଦୁଅ ଭିତରେ!-->…
ବାର୍ ଭିତରେ ଆଖିବୁଜା ଗୁଳିମାଡ଼, ୧୪ ମୃତ
କେପ୍ଟାଉନ୍: ବାର୍ ଭିତରେ ପୁଣି ଫୁଟିଲା ଗୁଳି। ଜୋହାନ୍ସବର୍ଗ ବାର୍ ଭିତରେ ଆଖିବୁଜା ଗୁଳିମାଡ। ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାର ସୋବେଟା ଟାଉନ୍ସିପ୍ରେ ଏହି ଘଟଣା ଘଟିଛି। ଏନେଇ ପୁଲିସ ସୂଚନା ଦେଇଛି।ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି।!-->…
ଖରାପ ପାଗ ଯୋଗୁ ଅମରନାଥ ଯାତ୍ରା ବାତିଲ
ଜମ୍ମୁ: ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି। ଫଳରେ ଦକ୍ଷିଣ କଶ୍ମୀରରେ ହିମାଳୟରେ ୩୮୮୦ ମିଟର ଉଚ୍ଚରେ ଥିବା ବ୍ୟାସ କ୍ୟାମ୍ପରୁ ଆଉ କୌଣସି ନୂଆ ବ୍ୟାଚକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ଶୁକ୍ରବାର ଅମରନାଥ ଗୁମ୍ପା ନିକଟରେ ବାଦଲଫଟା ବର୍ଷା ହୋଇ ବଡ଼ ଅଘଟଣ ଘଟିଥିଲା।!-->…
ମା’କାଳୀଙ୍କ ଆଶୀର୍ବାଦ ସର୍ବଦା ଭାରତ ଉପରେ ରହିଛି
କୋଲକାତା: ହିନ୍ଦୁମାନଙ୍କର ଆରାଧ୍ୟ ଦେବୀ ମା’ କାଳୀଙ୍କ ଉପରେ ବିବାଦୀୟ ଫିଲ୍ମକୁ ନେଇ ଝଡ଼ ସୃଷ୍ଟି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା ଆସିଛି। ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି ଯେ, ମହା କାଳୀଙ୍କ ଆଶୀର୍ବାଦ ସର୍ବଦା ଭାରତ ଉପରେ ରହିଛି।!-->…
ଅମରନାଥରେ ଫସିଲେ ୫ ଓଡ଼ିଆ ଯାତ୍ରୀ, ସହାୟତା ପାଇଁ ନିବେଦନ
ରାୟଗଡ଼ା : ଅମରନାଥରେ ଶୁକ୍ରବାର ବାଦଲ ଫଟା ବର୍ଷା ଯୋଗୁ ପ୍ରବଳ ପାଣି ମାଡ଼ି ଆସିଥିଲା। ଫଳରେ ୩ ମହିଳାଙ୍କ ସମେତ ୧୬ ଜଣ ମୃତ୍ୟ ଘଟିଛି । ଏବେବି ଅନେକ ଲୋକ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ଯାତ୍ରାରେ ୫ ଓଡ଼ିଆ ସାମିଲ ଥିଲେ। ରାୟଗଡା ଜିଲାରୁ ୫ ଜଣ ଅମରନାଥ!-->…