Browsing Category

ଦେଶ

କହ୍ନୈୟାଙ୍କ ପରିବାରକୁ ଭେଟି ୫୧ଲକ୍ଷ ଟଙ୍କା ଦେବା ସହ ଦୁଇ ପୁଅକୁ ଚାକିରି ଦେବାର ପ୍ରତିଶ୍ରୁତି ଦେଲେ ଗେହଲଟ୍

ମୁମ୍ବାଇ: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ‌ଦେଇଥିବା ବିବାଦୀୟ ବୟାନକୁ ସମର୍ଥନ କରିଥିବାରୁ ମଙ୍ଗଳବାର ଉଦୟପୁର ଏକ ବଡ଼ ହତ୍ୟାକାଣ୍ଡ ଘଟିଥିଲା। ଦୁଇଜଣ ମୁସଲିମ ଯୁବକ ଆସି ଦର୍ଜି କହ୍ନୈୟା ଲାଲଙ୍କ ଗଳା କାଟି ହତ୍ୟା କରିଥିଲେ। ଏହି ଘଟଣା ପରେ…

ଜୁଲାଇ ୧ରୁ ବଦଳିବ ଆୟକର ନିୟମ ; ପ୍ୟାନ-ଆଧାର ଲିଙ୍କ୍ ପାଇଁ ୧୦୦୦ ଟଙ୍କା, କ୍ରିପ୍ଟୋ ଉପରେ ଲାଗିବ ଆୟକର

ନୂଆଦିଲ୍ଲୀ : ଜୁଲାଇ ୧ ଅର୍ଥାତ ଶୁକ୍ରବାରଠାରୁ ଆୟକର ନିୟମରେ କେତେକ ପରିବର୍ତ୍ତନ ଆସିବାକୁ ଯାଉଛି । ଏସବୁ ପରିବର୍ତ୍ତିତ ନିୟମ ଯୋଗୁଁ ଟିକସଦାତାମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।ପ୍ୟାନ-ଆଧାର ଲିଙ୍କ କଲେ ୧୦୦୦ ଟଙ୍କା ଫାଇନ : ଜୁଲାଇ ୧ ପରଠାରୁ ଯେଉଁମାନେ ପ୍ୟାନ- ଆଧାର ଲିଙ୍କ୍…

ଏଥିପାଇଁ ପତନ ହେଲା…ଉଦ୍ଧବଙ୍କୁ ରାଜ ଠାକରେଙ୍କ କଟାକ୍ଷ

ମୁମ୍ବାଇ : ଶିବସେନା ସଂପର୍କରେ ବିଗତ ଅନେକ ବର୍ଷ ଧରି ଚୁପ ରହିଥିବା ଏମଏନଏସ ମୁଖ୍ୟ ରାଜ ଠାକରେ ମୁହଁ ଖୋଲିଛନ୍ତି । ନିଜର ବଡ଼ ବାପାପୁଅ ଭାଇ ଉଦ୍ଧବ ଠାକରେଙ୍କ ନାଁ ନ ନେଇ ସେ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ଏକ ଟୁଇଟ୍ କରି ସେ ଲେଖିଛନ୍ତି “ ଯେତେବେଳେ ଜଣେ ସୌଭାଗ୍ୟକୁ ନିଜର ବ୍ୟକ୍ତିଗତ…

ଅଟୋ ସହ ଜଳିଗଲେ ୭ ଜଣ

ତିରୁପତି: ଆନ୍ଧ୍ରପ୍ରଦେଶ ସତ୍ୟସାଇ ଜିଲ୍ଲା ଚିରଲାକଣ୍ଡାୟା ଗାଁରେ ଆଜି ଚଳନ୍ତା ଅଟୋ ଜଳିଯିବାରୁ ୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଅଆଜି ସକାଳେ କିଛି ଲୋକ ଚାଷ କାମ କରିବା ଲାଗି ଗୋଟିଏ ଅଟୋରେ ଯାଉଥିଲେ । ଅଟୋରେ ମୋଯ ୮ ଜଣ ଥିଲେ। ତାଡ଼ିମାରି ପଞ୍ଚାୟତର…

କହ୍ନେୟା ଲାଲ ହତ୍ୟାକାଣ୍ଡ: କର୍ଫ୍ୟୁ ସତ୍ତ୍ୱେ ବାହାରିଲା ବିଶାଳ ଶୋଭାଯାତ୍ରା

ଉଦୟପୁର: ରାଜସ୍ଥାନ ଉଦୟପୁରର ଦରଜୀ କହ୍ନେୟା ଲାଲ ହତ୍ୟାକାଣ୍ଡ ପ୍ରତିବାଦାରେ ଆଜି ଏକ ବିଶାଳ ଶୋଭାଯାତ୍ରା ବାହାରିଛି। ବିଭିନ୍ନ ହିନ୍ଦୁ ସଙ୍ଗଠନର ପ୍ରାୟ ୧୦୦୦ ଜଣ ବିକ୍ଷୋଭକାରୀ ଏହି ରାଲିରେ ସାମିଲ ହୋଇଛନ୍ତି। ଗେରୁଆ ପତାକା ଧରି ବିକ୍ଷୋଭକାରୀମାନେ ନାରାବାଜି କରିବା ସହ ବିଭିନ୍ନ…

ଭୂସ୍ଖଳନରେ ୭ ଯବାନ ସହିଦ, ୨୫ ନିଖୋଜ

ଇମ୍ଫାଲ: ମଣିପୁରରେ ଲଗାତର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ବୁଧବାର ବିଳମ୍ବିତ ରାତିରେ ନୋନି ଜିଲ୍ଲାର ତୁପୁଲ ୟାର୍ଡ ରେଲୱେ ଷ୍ଟେସନ କ୍ୟାମ୍ପ ନିକଟରେ ମୁତୟନ ଥିବା ୧୦୭ ବାଟାଲିୟନ ନିକଟରେ ଭୂସ୍ଖଳନ ହୋଇଛି। ଏଥିରେ ୭ ଜଣ ଯବାନ ସହିଦ ହୋଇଛନ୍ତି। ୨୫ ଜଣ ଯବାନ ଏବେବି ନିଖୋଜ ଅଛନ୍ତି।…

ଦିନେ ଅଟୋ ଚଳାଉଥିଲେ, ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଶିବସେନାର ନମ୍ବର ୨ କୁହାଯାଉଥିବା ଏକନାଥ ସିନ୍ଦେ ବିଜେପି ସମର୍ଥନରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆଜି ସନ୍ଧ୍ୟା ୭.୩୦ରେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଥାନେ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ବିଭିନ୍ନ ସ୍ଥାନରେ ସିନ୍ଦେ ବେଶ ପରିଚିତ। ୧୯୬୪ ମସିହା…

ସମୀକରଣ ଓଲଟିଲା, ଏକନାଥ ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଉଦ୍ଧବ ଠାକରେଙ୍କ ସରକାରକୁ ଭାଙ୍ଗିବାରେ ସହାୟତା କରିଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ଫଡନାଭିସ ଓ…

ଦୁବାଇରେ ଆଗ୍ରହ ଦେଖାଇଲେ ଶିଳ୍ପପତି, ଓଡିଶାରେ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି

ଓଡିଶାରେ ପାଖାପାଖି ୨୨ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଦୁବାଇରେ ପ୍ରତିଶ୍ରୃତି ଦେଇଛନ୍ତି ନିବେଶକ । ଏଥିସହ ୧୯ ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହୋଇଛି । ଭଲ ଖବର ହେଉଛି, ଦୁବାଇ ଓ କୁଏତ ପରି ମଧ୍ୟପ୍ରାଚ୍ୟର ଦେଶମାନେ ଓଡିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ…

ଜାପାନୀ କମ୍ପାନି ଉଦ୍ଭାବନ କଲା ବନ୍ୟା ପ୍ରତିରୋଧକ ଭାସମାନ ଘର

ନୂଆଦିଲ୍ଲୀ: ‘ଇଚିଜୋ କୋମୁତେନ୍‌’ ନାମରେ ଗୋଟାଏ ଗୃହ ନିର୍ମାଣକାରୀ ଜାପାନୀ କମ୍ପାନି ବନ୍ୟାଉପଦ୍ରୁତ ଦେଶମାନଙ୍କରେ ସଙ୍କଟ ଦୂର ହେଲା ପରି ବନ୍ୟା ପ୍ରତିରୋଧକ ଭାସମାନ ବାସଗୃହ ଉଦ୍ଭାବନ କରିଛନ୍ତି।ଜଳ ନିରୋଧକ ହୋଇଥିବାରୁ ଉକ୍ତ ଘରର ଢାଞ୍ଚା ଅନନ୍ୟ ଏବଂ ଜଳପତ୍ତନ ବୃଦ୍ଧି ପାଇବା…