Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କବର ଖୋଳି ପୁଅର ମୃତ ଦେହକୁ ମାଗିଲେ ପରିବାର ଲୋକେ, ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି
ନୂଆଦିଲ୍ଲୀ: କବର ଖୋଳି ପୁଅର ମୃତ ଦେହକୁ ହସ୍ତାନ୍ତର ପାଇଁ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାଳୟ ରାଜି ହୋଇଛନ୍ତି। ୨୦୨୧ରେ ଆତଙ୍କବାଦୀ ସନ୍ଦେହରେ ପୁଲିସ ତାଙ୍କୁ ଏନକାଉଣ୍ଟର କରିଥିଲା। ଏଥିରେ ତାର ମୃତ୍ୟୁ ଘଟିଥିଲା। ଏବେ ତାର ବିଧି!-->…
ୟୁରୋପୀୟ ୟୁନିୟନରେ ସାମିଲ ହେବ ୟୁକ୍ରେନ, ମିଳିଲା ପ୍ରାର୍ଥୀର ମାନ୍ୟତା
କିଭ୍: ରୁଷ ସହ ଫେବୃଆରୀ ୨୪ରୁ ଯୁଦ୍ଧ କରି ଆସୁଥିବା ୟୁକ୍ରେନକୁ ମିଳିଛି ବଡ଼ ଆଶ୍ୱସ୍ତି। ୟୁରୋପୀୟ ୟୁନିୟନରେ ସାମିଲ ହେବାକୁ ୟୁକ୍ରେନକୁ ଦାବିଦାର ଭାବେ ଚୟନ କରାଯାଇଛି। ଅର୍ଥାତ ୟୁକ୍ରେନକୁ ୟୁରୋପୀୟ ୟୁନିୟନର ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ୟୁକ୍ରେନ ବ୍ୟତୀତ ମାଲଡୋବାକୁ ମଧ୍ୟ!-->…
ଗୌହାଟୀର ୫ ଷ୍ଟାର ହୋଟେଲ ରାଡିସନ ବ୍ଲୁରେ ଅଛନ୍ତି ବିଦ୍ରୋହୀ ବିଧାୟକ
ଗୌହାଟୀ: ମହାରାଷ୍ଟ୍ର ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶିବସେନାର ପ୍ରାୟ ୪୦ରୁ ଅଧିକ ବିଧାୟକ ଏବେ ବିଜେପି ଶାସିତ ଆସାମର ଗୌହାଟୀରେ ରହୁଛନ୍ତି। ଏମାନଙ୍କ ସହ କିଛି ସ୍ୱାଧୀନ ବିଧାୟକ ମଧ୍ୟ ରହିଛନ୍ତି। ସମସ୍ତେ ଗୌହାଟୀର ୫ ଷ୍ଟାର ହୋଟେଲ ରାଡିସନ ବ୍ଲୁରେ ବୁଧବାର ଠାରୁ ଅଛନ୍ତି।!-->…
ରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମଧ୍ୟାହ୍ନରେ ନାମାଙ୍କନ ଦାଖଲ କରିଛନ୍ତି ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ସଂସଦ ଭବନରେ ବିଜେପି ଓ ଏନଡିଏ ନେତାଙ୍କ ଉପସ୍ଥିତିରେ ଶ୍ରୀମତୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସଂସଦ ଭବନରେ ସେ ପ୍ରାର୍ଥିପତ୍ର ଦାଖଲ!-->…
ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନିରଂଜନ ବିଶି
ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ନିରଞ୍ଜନ ବିଶି। ଆଜି ରାଜ୍ୟସଭାରେ ତାଙ୍କୁ ସଭାପତି ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଶପଥ କରାଇଥିଲେ। ଆଜି ଦେଶର ବିଭିନ୍ନ ରାଜ୍ୟରୁ ରାଜ୍ୟସଭା ଉପନିର୍ବାଚନରେ ଜିତି ଥିବା ସାଂସଦଙ୍କୁ ଶପଥ ପାଠ କରାଯାଇଥିଲା।
!-->!-->!-->…
ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ। ଏନଡିଏର ପ୍ରାର୍ଥୀ ଭାବେ ରାଜ୍ୟସଭା ସେକ୍ରେଟାରୀ ଜେନେରାଲ୍ଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୬୪ବର୍ଷିୟ ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା,!-->…
ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନବୀନଙ୍କ ସହ ଆଲୋଚନା କଲେ ଜେପି ନଡ୍ଡା
ଭୁବନେଶ୍ବର : ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ସଭାପତି ଜେ.ପି ନଡ୍ଡା କଥା ହୋଇଛନ୍ତି। ବିଜେଡିର ୨ ମନ୍ତ୍ରୀ ନାମାଙ୍କନ ପତ୍ରରେ ପ୍ରସ୍ତାବକ ରହିବେ । ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ନାମାଙ୍କନ ପତ୍ରରେ ଦସ୍ତଖତ କରିବେ!-->…
ନାମାଙ୍କନପତ୍ରରେ ଦସ୍ତଖତ କଲେ ଓଡ଼ିଶାର ୨ କ୍ୟାବିନେଟ୍ ମନ୍ତ୍ରୀ
ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଭରିବେ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ତେବେ ନାମାଙ୍କନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଥା ହୋଇଥିଲେ। ନାମାଙ୍କନପତ୍ର ଦାଖଲ ସମୟରେ ବିଜେଡିର ଦୁଇ!-->…
ଲୋକଙ୍କ ସମସ୍ୟା ବୁଝୁନଥିଲେ କି ଫୋନ ଉଠାଉନଥିଲେ ଠାକରେ… ଏଭଳି ଅଭିଯୋଗ ଆଣିଲେ ବିଦ୍ରୋହୀ ବିଧାୟକ
ମୁମ୍ବାଇ: ସମ୍ପ୍ରତି ମହାରାଷ୍ଟ୍ରରେ ଉପୁଜି ଥିବା ରାଜନୈତିକ ବିଦ୍ରୋହ ଦୀର୍ଘ ଦିନରୁ ଅବଦମିତ ହୋଇ ରହିଥିବା ଅସନ୍ତୋଷର ପରିଣାମ ବୋଲି ଜଣାପଡ଼ିଥିବା ବେଳେ ଏବେ ଉଦ୍ଧବ ସରକାରଙ୍କ ବିରୋଧୀ ହେବାର ପ୍ରକୃତ କାରଣ ଜଣାଇଛନ୍ତି ଶିବସେନା ନେତା ଏକନାଥ ସିନ୍ଦେ। ଶିବସେନା ନେତା ଏକନାଥ!-->…
ପ୍ରଥମେ ଚାଳକଙ୍କୁ ସତର୍କ କଲା ପରେ ବିଚ୍ ରାସ୍ତାରେ ଜଳିଗଲା ଟାଟା ନେକ୍ସନ ଇଭି କାର୍
ମୁମ୍ବାଇ: ଭାରତରେ ଇଲେକ୍ଟ୍ରିକ୍ କାରରେ ଅଗ୍ନିକାଣ୍ଡର ପ୍ରଥମ ଘଟଣା ଦେଖିବାକୁ ମିଳିଛି। ଟାଟାର ଲୋକପ୍ରିୟ ତଥା ସର୍ବାଧିକ ବିକ୍ରି ହେଉଥିବା ଏସୟୁଭି ଟାଟା ସେକ୍ସନ ଇଭିରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଘଟଣାଟିି ଜୁନ ୨୨ରେ ବିଳମ୍ବିତ ରାତି ସମୟରେ ଘଟିଥିବା ସାମ୍ନାକୁ ଆସିଛି। ମୁମ୍ବାଇର!-->…