Browsing Category

ଦେଶ

ଅଗ୍ନିପଥ ଯୋଜନାରୁ ପଛକୁ ହଟିବେ ନାହିଁ ସରକାର, ସ୍ପଷ୍ଟ କଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ସାରା ଦେଶରେ ଉତ୍ତେଜନା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାମ୍ନାକୁ ଆସିଛନ୍ତି। ସେ ଅଗ୍ନିପଥ ଯୋଜନାକୁ ସମୟର ଆବଶ୍ୟକତା ବୋଲି ବର୍ଣ୍ଣନା କରିଛନ୍ତି | ଅଗ୍ନିପଥ ଯୋଜନା ସମେତ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଅଜିତ ଡୋଭାଲ ମଧ୍ୟ…

ୟୁକ୍ରେନ ପାଇଁ ନିଜ ନୋବେଲ ପଦକକୁ ନିଲାମ କଲେ ଏହି ସାମ୍ବାଦିକ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଛି। ୟୁକ୍ରେନରୁ ବହୁ ସଂଖ୍ୟକ ଲୋକ ସ୍ଥାନାନ୍ତର ହୋଇଛନ୍ତି | ୟୁକ୍ରେନ ଯୁଦ୍ଧରେ ଛୋଟ ଛୋଟ ପିଲାମାନେ ମଧ୍ୟ ବହୁତ ପ୍ରଭାବିତ ହୋଇଛନ୍ତି | ଏହି ସମୟରେ,ଋଷର ଜଣେ ସାମ୍ବାଦିକ ୟୁକ୍ରେନର ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ…

ୟୁକ୍ରେନରେ ଗିରଫ ଦୁଇ ଆମେରିକୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇପାରେ ରୁଷ

ମସ୍କୋ : ୟୁକ୍ରେନରେ ରୁଷ ସୈନ୍ୟଙ୍କ ଦ୍ବାରା ଗିରଫ ହୋଇଥିବା ଦୁଇ ଆମେରିକୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ସଂକେତ ଦେଇଛି ମସ୍କୋ । ପୂର୍ବରୁ ୟୁକ୍ରେନରେ ଗିରଫ ହୋଇଥିବା ଦୁଇ ବ୍ରିଟିଶ ନାଗରିକ ଓ ଜଣେ ମରୋକ୍କୋ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇସାରିଛି ରୁଷ । ଏଣୁ ଦୁଇ ଆମେରିକୀୟ…

୧୭ ହଜାର ଫୁଟ ଉପରେ ଯୋଗ କଲେ ଯବାନ

ନୂଆଦିଲ୍ଲୀ: ପ୍ରତିକୂଳ ପରିସ୍ଥିତିରେ ବି ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ । ଲଦାଖ ଓ ସିକିମରେ ବରଫ ଚାଦରରେ ଢାଙ୍କି ହୋଇଥିବା ୧୭ ହଜାର ଫୁଟ ଉଚ୍ଚ ପର୍ବତ ଉପରେ ସୂର୍ଯ୍ୟ ନମସ୍କାର କରିଛନ୍ତି ଯବାନ। ଉତ୍ତରାଖଣ୍ଡରୁ ଅରୁଣାଚଳ ପ୍ରଦେଶ ତଥା ହିମାଳୟର ବରଫରେ ଢଙ୍କା ଯାଇଥିବା ଉଚ୍ଚ ଉଚ୍ଚ…

ଯୋଗ ଜୀବନର ଅଂଶ ନୁହେଁ, ଏହା ଜୀବନଶୈଳୀ : ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ‘ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି। ପୂର୍ବରୁ ଯାହା ଘର ଭିତରେ ସୀମିତ ଥିଲା, ଆଜି ତାହା ସାରା ବିଶ୍ୱରେ ପହଞ୍ଚିଛି। ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ ଉଦ୍ଦିଷ୍ଟ । ଯୋଗ ଜୀବନର ଏକ ଅଂଶ ନୁହେଁ, ଏହା ଜୀବନଶୈଳୀ । ଯୋଗ କୋଟି କୋଟି…

ଭାରତୀୟ ଦୂତାବାସରେ ଚାଲିଥିବା ଯୋଗ ଦିବସ କାର୍ଯ୍ୟକ୍ରମରେ ଆକ୍ରମଣ

ମାଲେ: ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ମାଳଦ୍ୱୀପରର ରାଜଧାନୀ ମାଲେରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତେବେ ଅଧିକାରୀ ଓ ଅନ୍ୟ ଲୋକମାନେ ଯୋଗାଭ୍ୟାସ କରୁଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ହୋଇଛି ଆକ୍ରମଣ। ଶତାଧିକ ଲୋକ କାର୍ଯ୍ୟକ୍ରମ…

ମୁମ୍ବାଇରେ ପ୍ରତିଦିନ ହୃଦଘାତ ନେଉଛି ଶହେ ଜୀବନ

ମୁମ୍ବାଇ: ମୁମ୍ବାଇରେ ପ୍ରତିଦିନ ହୃଦଘାତ ନେଉଛି ଶହେ ଜୀବନ। କରୋନାଠୁ ଏହି ରୋଗ ବେଶୀ ଘାତକ ହୋଇଛି। ଏକ ଆରଟିଆଇ ତଥ୍ୟ ଉପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଗତବର୍ଷ ମୁମ୍ବାଇରେ କରୋନାଜନିତ ମୃତ୍ୟୁ ଠାରୁ ଅଧିକ ମୃତ୍ୟୁ ହୃଦଘାତରେ ହୋଇଛି। ୨୦୨୧ ମସିହା ଜାନୁଆରୀ ଠାରୁ ଜୁନ ମଧ୍ୟରେ ଏଠାରେ…

ମହାରାଷ୍ଟ୍ର ସଙ୍କଟ: ଉଦ୍ଧବ ଠାକରେଙ୍କ ଉପରେ ସବୁ କିଛି ଛାଡ଼ିଲେ ଶରଦ ପାୱାର

ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଧେ ବିଦ୍ରୋହ ଘୋଷଣା କରିବା ପରେ ମହାରାଷ୍ଟ୍ରର ମେଣ୍ଟ ସରକାର ଉପରେ କଳା ବାଦଲ ଘୋଟେଇ ଆସିଛି। ଏକନାଥଙ୍କ ସହ ୨୦ରୁ ଅଧିକ ବିଧାୟକ ଥିବାରୁ ମହା ବିକାଶ ଅଘାଡ଼ି ସରକାର ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ଯିବାର ଆଶଙ୍କା ପ୍ରକାଶ ପାଇଛି। ଏପରି ଏକ…

ସଙ୍କଟରେ ଉଦ୍ଧବ ସରକାର 

ମୁମ୍ବାଇ: ବରିଷ୍ଠ ଶିବସେନା ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଧେ ବିଦ୍ରୋହ ଘୋଷଣା କରିବା ପରେ ମହାରାଷ୍ଟ୍ରରେ କ୍ଷମତାସୀନ ଉଦ୍ଧବ ସରକାରଙ୍କ ସମସ୍ୟା ବଢ଼ିଛି। ଶ୍ରୀ ସିନ୍ଧେ ପ୍ରାୟ ୨୧ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ବିଜେପି ଶାସିତ ଗୁଜରାଟର ସୁରତରେ ଥିବା ଗୋଟିଏ ହୋଟେଲରେ ରହିଛନ୍ତି। ଏହାକୁ…

ବିଦ୍ରୋହ ପରେ ମୁହଁ ଖୋଲିଲେ ଏକନାଥ ସିନ୍ଧେ, ପଦରୁ ବିଦା କଲା ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଭିତରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକ ତଥା ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିବସେନା। ଆଜି ଦଳ ପକ୍ଷରୁ ତାଙ୍କୁ ମୁଖ୍ୟ ସଚେତକ ପଦରୁ ବିଦା କରାଯାଇଛି। ସେ ରାଜ୍ୟର ପ୍ରାୟ ୨୧ ଜଣ…