Browsing Category

ଦେଶ

ଜୁଲାଇରୁ ସ୍ଥଳ ସେନାରେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭାରତୀୟ ସ୍ଥଳ ସେନାରେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେବା ଲାଗି ଜୁଲାଇ ପ୍ରଥମ ସପ୍ତାହରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଏ ନେଇ ସ୍ଥଳସେନା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସ୍ଥଳ ସେନାରେ ଭର୍ତ୍ତି ହେବାର…

ଚନ୍ଦ୍ରର ‘ତୋଫାନ୍‌ ସମୁଦ୍ର’ରେ ଜଳର ସଙ୍କେତ

ବେଜିଙ୍ଗ୍‌: ଚନ୍ଦ୍ରପୃଷ୍ଠରେ ଗଳିତଧାତୁରେ ସୃଷ୍ଟି ହୋଇଥିବା ସମତଳ ଅଞ୍ଚଳ ‘ତୋଫାନ୍‌ ସମୁଦ୍ର’ରୁ ଚୀନ୍‌ ସଂଗ୍ରହ କରିଥିବା ନମୁନାଗୁଡ଼ିକରୁ ଚୀନା ବୈଜ୍ଞାନିକମାନେ ଜଳର ସଙ୍କେତ ପାଇଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି। ଫଳରେ ଚନ୍ଦ୍ରର ସୃଷ୍ଟି ବିଷୟରେ…

ଜୁନ ୨୪ରୁ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପଂଜୀକରଣ, ନଭେମ୍ବର ୨୧ରୁ ଆଇଏନଏସ ଚିଲିକାରେ ନୌ-ଅଗ୍ନିବୀରଙ୍କ…

ନୂଆଦିଲ୍ଲୀ : ସେନାରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ୍ ସ୍କିମକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ତିନି ସେନା ପକ୍ଷରୁ ରବିବାରଦିନ ଏକ ମିଳିତ ପ୍ରେସମିଟ୍ କରି ଏହି ସ୍କିମକୁ ନେଇ ରହିଥିବା ସଂଦେହ ଦୂର କରାଯାଇଛି । ଏହା ସହିତ ସ୍ବଷ୍ଟ କରାଯାଇଛି ଯେ ଏହି…

ଅଗ୍ନିକାଣ୍ଡ କରୁଥିବା ଯୁବକମାନେ ଅଗ୍ନିବୀର ହୋଇପାରିବେ ନାହିଁ : ଭାରତୀୟ ସେନା

ନୂଆଦିଲ୍ଲୀ : ସରକାରଙ୍କ ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ପୋଡ଼ାଜଳା କରୁଥିବା ଯୁବକମାନଙ୍କ ପ୍ରତି କଠୋର ହୋଇଛି ଭାରତୀୟ ସାମରିକ ବାହାନୀ । ଏପରି କାର୍ଯ୍ୟରେ ଲିପ୍ତ ରହିଥିବା ଯୁବକମାନଙ୍କୁ ସେନାରେ ନିଯୁକ୍ତି ଦିଆଯିବ ନାହିଁ ବୋଲି ତିନିସେନା ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।ଆଜି…

ଗୁରୁଦ୍ୱାରା ଉପରେ ଆକ୍ରମଣ: ହିନ୍ଦୁ-ଶିଖମାନଙ୍କ ପାଇଁ ୧୦୦ ଇ-ଭିସା ଜାରି କଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲର କର୍ତେ ପରୱାନ ଗୁରୁଦ୍ୱାର ଉପରେ ଶନିବାର ଆକ୍ରମଣ ପରେ ଭାରତ ଏକ ବଡ ପଦକ୍ଷେପ ନେଇଛି। ଆଫଗାନିସ୍ତାନରେ ରହୁଥିବା ୧୦୦ରୁ ଅଧିକ ଶିଖ ଏବଂ ହିନ୍ଦୁଙ୍କୁ ଗୃହ ମନ୍ତ୍ରଣାଳୟ ଇ-ଭିସା ପ୍ରଦାନ କରିଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ସୁଦ୍ଧା ପ୍ରାୟ…

ଅଗ୍ନିପଥ ନିଆଁରେ ପେଟ୍ରୋଲ ଢ଼ାଳୁଛନ୍ତି ବିଜେପି-ଜେଡିୟୁ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଥମୁନି ହିଂସା। ଏହାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ସେନାରେ ଯୋଗଦେବାକୁ ଆଶାୟୀ ଥିବା ଯୁବକମାନେ କେଉଁଠି ପୁଲିସ ଉପରେ ଆକ୍ରମଣ କରୁଛନ୍ତି ତ କେଉଁଠି ଟ୍ରେନ ଜାଳି ଦେଉଛନ୍ତି। ସବୁଠାରୁ ଅଧିକ ପ୍ରଦର୍ଶନ ବିହାରରେ…

ସିକନ୍ଦରାବାଦ ହିଂସାର ମାଷ୍ଟରମାଇଣ୍ଡ ଗିରଫ

ସିକନ୍ଦରାବାଦ: ଅଗ୍ନିପଥ ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନରେ ଗତ ଶୁକ୍ରବାର ପ୍ରବଳ ହିଂସାକାଣ୍ଡ ଘଟିଥିଲା। ପୁଲିସ୍‌ ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଗିରଫ କରିଛି। ସେ ହିଁ ଆନ୍ଦୋଳନ କରିବାକୁ ଉସକାଇବା ସହ…

ଆସାମ ବନ୍ୟା ବିଭୀଷିକା, ଗଲାଣି ୬୨ ଜଣଙ୍କ ଜୀବନ

ଦିସପୁର: ଆସାମରେ ବନ୍ୟା ବିଭୀଷିକା। ଚାରିଆଡେ ହାହାକାର। ବନ୍ୟା ଯୋଗୁ ପାଣି ଘେରରେ ଫସିଛି ଲକ୍ଷ ଲକ୍ଷ ଜୀବନ। ଏଠାରେ ଗତ ୨୪ ଘଣ୍ଟାରେ ବନ୍ୟା ଓ ଭୂସ୍ଖଳନରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛନ୍ତି।ଏହି ୮ ଜଣଙ୍କ ମଧ୍ୟରୁ କରିମଗଞ୍ଜରୁ ୨ଜଣ…

‘ଅଗ୍ନିପଥ’କୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ

ନୂଆଦିଲ୍ଲୀ: ‘ଅଗ୍ନିପଥ’କୁ ନେଇ ଜଳୁଛି ନିଆଁ। ଦେଶବ୍ୟାପି ଜାରି ରହିଛି ବିକ୍ଷୋଭ। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ କଂଗ୍ରେସ ବିରୋଧ କରି ସତ୍ୟାଗ୍ରହ କରୁଛି। ଦଳ ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସତ୍ୟାଗ୍ରହ କରାଯାଉଛି। ଏଥିରେ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି। ସେପଟେ…

ଅଗ୍ନିପଥ ବିବାଦ : ପ୍ରଥମଥର ପାଇଁ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାକୁ ବିରୋଧ ଜାରି ରହିଛି। ମଙ୍ଗଳବାର ସେନାରେ ଶର୍ଟଟର୍ମ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନାର ଶୁଭାରମ୍ଭ କରାଯାଇଥିଲା। କିନ୍ତୁ ସେବେଠାରୁ ଏହି ଯୋଜନାକୁ ବିଭିନ୍ନ ରାଜ୍ୟରେ ଜୋରଦାର ବିରୋଧ କରାଯାଉଛି।…