Browsing Category

ଦେଶ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ, କଂଗ୍ରେସ ନେତାଙ୍କ ନାଁରେ ମାମଲା

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଶବ୍ବ ପ୍ରୟୋଗ କରି ଅଡ଼ୁଆରେ ମହାରାଷ୍ଟ୍ର କଂଗ୍ରେସର ଜଣେ ନେତା। ଆପତ୍ତିଜନକ ଟିପ୍ପଣୀ ପାଇଁ ଉକ୍ତ କଂଗ୍ରେସ ନେତାଙ୍କ ନାଁରେ ନାଗପୁର ପୁଲିସ୍‌ ଷ୍ଟେସନରେ ରୁଜୁ ହୋଇଛି ମାମଲା। ରାହୁଲ ଗାନ୍ଧିଙ୍କୁ ଇଡି ଜେରା କରୁଥିବା…

ମୋମୋ ଖାଇବା ପରେ ବ୍ୟକ୍ତିଙ୍କ ମୃତ୍ୟୁ: ଏମ୍ସ ବିଶେଷଜ୍ଞ କହିଲେ କେମିତି ଖାଇବେ ମୋମୋ

ନୂଆଦିଲ୍ଲୀ: ଆପଣ ମୋମୋ ଖାଇବାକୁ ଭଲ ପାଆନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏହି ଖବର ପଢିବା ନିହାତି ଆବଶ୍ୟକ | ଏମ୍ସ ଏବେ ସେହି ଲୋକମାନଙ୍କୁ ପରାମର୍ଶ ଦେଇଛି, ଯେଉଁମାନେ ଲାଲ୍ ଚଟଣି ସହିତ ଗରମ ମୋମୋ ଖାଇଥାନ୍ତି | ଏମ୍ସ ପକ୍ଷରୁ କୁହାଯାଇଛି ଯେ ମୋମୋ ଖାଉଥିଲେ, ଭଲରେ ଚୋବାଇବା ସହ…

୩୩ ଜଣ ପଥରଫିଙ୍ଗାଳିଙ୍କ ଫଟୋ ଜାରି କଲା ଝାଡ଼ଖଣ୍ଡ ପୁଲିସ

ରାଞ୍ଚି: ଉତ୍ତରପ୍ରଦେଶ ପରି ବର୍ତ୍ତମାନ ଝାଡଖଣ୍ଡ ପୁଲିସ ମଧ୍ୟ ରାଞ୍ଚିରେ ହିଂସା ଅଭିଯୋଗରେ ୩୩ ଜଣଙ୍କ ଫଟୋ ସହିତ ପୋଷ୍ଟର ଜାରି କରିଛି। ରାଜ୍ୟ ପୁଲିସ ଏହି ପୋଷ୍ଟର ଜାରି କରି ଅଭିଯୁକ୍ତଙ୍କ ସମ୍ପର୍କରେ ଜନସାଧାରଣଙ୍କଠାରୁ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି। ରାଞ୍ଚିରେ ହୋଇଥିବା…

ମମତାଙ୍କ ଦ୍ବାରା ଦିଆଯାଇଥିବା ରାଷ୍ଟ୍ରପତି ପ୍ରାର୍ଥୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଶରଦ

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ରଣନୀତି ଉପରେ ଆଲୋଚନା କରିବାକୁ ବୁଧବାର ଦିନ ଦିଲ୍ଲୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବୈଠକ ଡକାଇଛନ୍ତି। ଏହା ପୂର୍ବରୁ ଦିଦି ଆଜି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ…

‘ଆମକୁ ପସନ୍ଦ ଆସୁନି ପୁଲିସ ଖାଦ୍ୟ’ ଭିଡିଓ ଜାରିକଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରାକୁ ବିରୋଧ କରିଥିବା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି। ତେବେ ଅଟକ କଂଗ୍ରେସ କର୍ମୀଙ୍କୁ ଦିଆଯାଉଥିବା ଖାଦ୍ୟକୁ ନେଇ କଂଗ୍ରେସ ସାଂସଦ…

ଲରେନ୍ସ ବିଷ୍ଣୋଇଙ୍କୁ ପଞ୍ଜାବ ଆଣିବ ପୁଲିସ

ନୂଆଦିଲ୍ଲୀ: ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ତ ଘଟଣାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିବ ପଞ୍ଜାବ ପୁଲିସ୍। ଏଥିପାଇଁ ଦିଲ୍ଲୀର ଗୋଟିଏ କୋର୍ଟ ଆଜି ପଞ୍ଜାବ ପୁଲିସକୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ତିହାର ଜେଲରେ ଥିବା ଲରେନ୍ସଙ୍କୁ…

ଭାରତୀୟଙ୍କ ଉପରେ ଲଗାଇଥିବା ଭିସା ବ୍ୟାନକୁ ହଟାଇଲା ଚାଇନା

ବେଜିଂ: ମହାମାରୀ କରୋନା ପାଇଁ ଭାରତୀୟଙ୍କ ଭିସା ଉପରେ କଠୋର ପ୍ରତିବନ୍ଧକ ଲଗାଇଥିବା ଚାଇନା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ଦୀର୍ଘ ୨ ବର୍ଷ ହେଲା ଭିସା ବ୍ୟାନ ଯୋଗୁ ଭାରତୀୟ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକ ଭୋଗୁଥିବା ସମସ୍ୟାର ସମାଧନ କରିବ ଚାଇନା। ଏଣିକି ସେମାନଙ୍କୁ ଭିସା…

ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କାର ଫାଇନ୍‌

ନୂଆଦିଲ୍ଲୀ: ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଉପରେ ଲାଗୁ ହୋଇଛି ୧୦ ଲକ୍ଷ ଟଙ୍କାର ଫାଇନ୍‌। ଯାତ୍ରୀମାନଙ୍କ ପାଖରେ ବୈଧ ଟିକେଟ ଥିଲେ ମଧ୍ୟ ଏୟାର ଇଣ୍ଡିଆ ସେମାନଙ୍କୁ ଉଡ଼ାଣ ପାଇଁ ଅନୁମତି ଦେଇନି। ସେହିପରି ନିୟମ ଅନୁସାରେ ସେବାରୁ ବଞ୍ଚିତ ହୋଇଥିବା ଯାତ୍ରୀମାନଙ୍କୁ…

ମମତାଙ୍କ ପୁତୁରା ଘରେ ପଶିଲା ସିବିଆଇ

କୋଲକାତା: ଆଗକୁ ରାଷ୍ଟ୍ରପତି ନିର୍ବାଚନ। ତେବେ ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତ୍ରୁଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ପଶିଛି ସିବିଆଇ। କୋଇଲା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା…

ବୁଲଡୋଜର ଚଳାଇବା ‘ଆଇନର ପରିହାସ’: ସୁପ୍ରିମକୋର୍ଟଙ୍କୁ ପୂର୍ବତନ ବିଚାରପତିମାନଙ୍କ ଚିଠି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପ୍ରଶାସନ ସମ୍ବିଧାନରେ ପ୍ରଚଳିତ ନିୟମକୁ ପରିହାସ କରୁଥିବା ଅଭିଯୋଗ କରି ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଛନ୍ତି ୧୨ ଜଣ ବିଶିଷ୍ଟ ବ୍ୟକ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ସୁପ୍ରିମକୋର୍ଟର ୩ ଜଣ ପୂର୍ବତନ ବିଚାରପତି। ଏଥିସହ ବିଜେପିର ପୂର୍ବତନ ନେତା ନୂପୁର…