Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଗୁଜୁରାଟ ପାଇଁ ନୂଆ ଟିମ ଘୋଷଣା କଲା ଆପ
ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି। ଏହି କ୍ରମରେ ଦଳ ନୂତନ ଟିମ ଘୋଷଣା କରିଛି। ଆମ୍ ଆଦମୀ ପାର୍ଟି କିଶୋରଭାଇ ଦେଶାଇଙ୍କୁ ଦଳର ଗୁଜୁରାଟ ୟୁନିଟର ସଭାପତି ଭାବରେ ମନୋନୀତ କରିଥିବାବେଳେ ମନୋଜ ସୋରାଥିଆଙ୍କୁ!-->…
ରାଷ୍ଟ୍ରପତି ନିର୍ବାଚନ ନେଇ କସରତ ଆରମ୍ଭ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମେଳି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୁଥିବା ପ୍ରୟାସକୁ ନେଇ ଚର୍ଚ୍ଚା ଜୋ ଧରିଛି। ଆସନ୍ତା ୧୫ରେ ୮ଜଣ ଅଣବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ୨୨ ଜଣ ନେତାଙ୍କୁ ଦିଲ୍ଲୀ ବୈଠକ ପାଇଁ ଆମନ୍ତ୍ରଣ କରିଛନ୍ତି!-->…
ନୂପୁରଙ୍କ ବୟାନକୁ ଅତିରଂଜିତ କରାଯାଇ ଭାରତ ବିରୋଧରେ ସୋସିଆଲ ମିଡିଆରେ ଅଭିଯାନ ଚଳାଇଛି ପାକିସ୍ତାନ
ନୂଆଦିଲ୍ଲୀ: ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଭାରତ ବିରୋଧରେ ଅଭିଯାନ କରାଯାଉଛି। ଆଉ ଏହି ଭାରତ ବିରୋଧୀ ଅଭିଯାନର ନେତୃତ୍ୱ ନେଉଛି ପଡୋଶୀ ପାକିସ୍ତାନ | ପାକିସ୍ତାନର ଅଧିକାଂଶ ସୋସିଆଲ ମିଡ଼ିଆ ଫେକ ପୋଷ୍ଟ କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବାର ଖବର ସାମ୍ନାକୁ!-->…
ଅଦ୍ଭୁତ ସାହସୀ ବାଳକ : ୪୨ ଘଣ୍ଟା ହେଲା ବୋର୍ୱେଲ୍ରେ ପଡ଼ିଥିବା ଶିଶୁ ନିଜ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳଙ୍କୁ…
ରାୟପୁର: ଛତିଶଗଡ଼ର ଜାଁଜଗିର-ଚାଁପାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଏକ ବୋର୍ୱେଲ୍ ମଧ୍ୟରେ ଜଣେ ୧୧ ବର୍ଷୀୟ ବାଳକଟି ଖସିପଡ଼ିଛି। ଖୁସିର କଥା ହେଉଛି କି ପଡ଼ିଯିବାର ୪୨ ଘଣ୍ଟା ପରେ ବି ବାଳକଟି ସୁରକ୍ଷିତ ରହିଛି। ଆଶ୍ଚର୍ଯ୍ୟ କଥା ହେଉଛି ଏବେ ବି ଉଦ୍ଧାର କାର୍ଯ୍ୟ!-->…
‘ମୋ ପରିବାର ପ୍ରତି ବିପଦ ରହିଛି ‘ : ନବୀନ ଜିନ୍ଦଲ
ନୂଆଦିଲ୍ଲୀ: ‘ମୋ ପରିବାର ପ୍ରତି ବିପଦ ରହିଛି। ଇସଲାମିକ କଟ୍ଟରପନ୍ଥୀଙ୍କ ଦ୍ୱାରା ଆକ୍ରମଣ ଭୟ ରହିଛି।’ ଏଭଳି କିଛି ଗୁହାରି କରିଛନ୍ତି ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିବା ଅଭିଯୋଗରେ ଦଳରୁ ବହିଷ୍କୃତ ହୋଇଥିବା ବିଜେପି ନେତା ନବୀନ କୁମାର ଜିନ୍ଦଲ।ସେ ଶନିବାର ଟ୍ୱିଟ୍!-->…
ମନ୍ତ୍ରୀଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କୁ କାଳି ମାଡ଼
ନୂଆଦିଲ୍ଲୀ: ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କ ଉପରେ କାଳି ମାଡ଼ ହୋଇଛି। ଶନିବାର ଦିଲ୍ଲୀରେ ତାଙ୍କ ଉପରକୁ ୨ ଜଣ ଦୁର୍ବୃତ୍ତ କାଳି ମାଡ଼ କରିଛନ୍ତି। ଏହି ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ଯୁବତୀ ଜଣକ!-->…
ବର୍ଷର ପ୍ରଥମ ୬ ମାସରେ ସେନା ହାତରେ ମରିଛନ୍ତି ୧୦୦ ଆତଙ୍କବାଦୀ
ଜମ୍ମୁ:ସବୁ ବେଳେ ସୁରକ୍ଷା କର୍ମୀ-ଆତଙ୍କବାଦୀ ଗୁଳି ବିନିକୟକୁ ନେଇ ଚର୍ଚ୍ଚାରେ ରହିଥାଏ ଜମ୍ମୁ କଶ୍ମୀର। ତେବେ ଚଳିତ ବର୍ଷ ଏହି ଛକାପଞ୍ଝା ମଧ୍ୟରେ ଆତଙ୍କବାଦୀ ଗୁଡ଼ିକୁ ମହଙ୍ଗା ପଡ଼ିଛି । ଦେଶର ସୁରକ୍ଷା ପାଇଁ ସବୁ ବେଳେ ଜାଗ୍ରତ ଥିବା ଭାରତୀୟ ସେନା ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛି।!-->…
ଚ୍ୟାଲେଞ୍ଜ ଜିତିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ୧୫ହଜାର କୋଟି ଦାବି କଲେ ସାଂସଦ
ଭୋପାଳ: ଚ୍ୟାଲେଞ୍ଜ ହାରିଗଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ। ଏହା ତାଙ୍କୁ ପଡ଼ିପାରେ ମହଙ୍ଗା। ତାଙ୍କୁ ଦେବାକୁ ପଡ଼ିପାରେ ୧୫,୦୦୦ କୋଟି ଟଙ୍କା। କଥାଟି ହେଉଛି- ଓଜନ କମାଇବାକୁ ଜଣେ ସାଂସଦଙ୍କୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଚ୍ୟାଲେଞ୍ଜ ସ୍ୱୀକାର କରି ଏବେ ସାଂସଦ!-->…
ଜିଲ୍ଲାପାଳଙ୍କ ଅସୁସ୍ଥ ଗାଈର ସେବା କରିବାକୁ ୭ ସରକାରୀ ପ୍ରାଣୀ ଚିକିତ୍ସକଙ୍କୁ ନିର୍ଦ୍ଦେଶ
ଫତେପୁର: ଜିଲ୍ଲାପାଳଙ୍କ ଗୋରୁ-ଗାଈଙ୍କର ଦେହ ଭଲ ନାହିଁ। ତାଙ୍କ ଗାଈ ଅସୁସ୍ଥ ଅଛନ୍ତି। ଆଉ ସେମାନଙ୍କ ଚିକିତ୍ସା ପାଇଁ ୭ ଜଣ ପ୍ରାଣୀ ଚିକିତ୍ସା ଦାୟିତ୍ୱ ଦିଆଯାଇଛି। ଏହି ଡାକ୍ତରମାନଙ୍କର ନାମ ସରକାରୀ ଭାବେ ତାଲିକା ପ୍ରକାଶ ପାଇଛି। ଏହି ପ୍ରାଣୀ ଚିକିତ୍ସକମାନେ ଯାଇ ଜିଲ୍ଲାପାଳଙ୍କ!-->…
ସୋନିଆ ଗାନ୍ଧି ଅସୁସ୍ଥ
ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ହଠାତ୍ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ କରୋନା ଜନିତ ସମସ୍ୟା ପରେ ହସ୍ପିଟାଲ ନିଆଯାଇଥିବା ଦଳର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଟ୍ୱିଟ୍ କରି ସୂଚନା!-->…