Browsing Category

ଦେଶ

ଅନୁପଯୁକ୍ତ ତାଲିମପ୍ରାପ୍ତ ପାଇଲଟ୍‌ଙ୍କ ଦ୍ୱାରା ବିମାନ ଅବତରଣ କରାଇଥିବାରୁ ଭିସ୍ତାରା ଉପରେ ୧୦ ଲକ୍ଷର ଜରିମାନା ଲାଗୁ…

ନୂଆଦିଲ୍ଲୀ: ବିମାନ ଚଳାଚଳ ସଂସ୍ଥା ଭିସ୍ତାରା ଜଣେ ଅନୁପଯୁକ୍ତ ତାଲିମପ୍ରାପ୍ତ ପାଇଲଟ୍‌ଙ୍କ ଦ୍ୱାରା ଏକ ଯାତ୍ରୀବାହୀ ବିମାନକୁ ଅବତରଣ କରାଇବା ଘଟଣା ଏବେ ଭିସ୍ତାରା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଇନ୍ଦୋର ବିମାନବନ୍ଦରରେ ଯାତ୍ରୀମାନଙ୍କ ସହ ଏକ ଅନୁପଯୁକ୍ତ ତାଲିମପ୍ରାପ୍ତ ପାଇଲଟଙ୍କୁ…

ଏଭଳି ଭାବେ କରାଯାଇଥିଲା ହତ୍ୟାର ଷଡ଼ଯନ୍ତ୍ର, ସେଲଫି ନେବା ବାହାନାରେ ସିଦ୍ଧୁଙ୍କ ଘରକୁ ଯାଇଥିଲା ହତ୍ୟାକାରୀ

ଚଣ୍ଡୀଗଡ଼: ଗତ ରବିବାର ପଞ୍ଜବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଉଥିଲା। ସେ ନିଜ ସଂପର୍କୀୟଙ୍କ ଘରକୁ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ଏହି ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା…

ଗହମ ରପ୍ତାନି କଟକଣାକୁ ସାମାନ୍ୟ କୋହଳ କଲା ଭାରତ, ବିଦେଶକୁ ଯିବ ସାଢେ ୪ ଲକ୍ଷ ଟନ

ନୂଆଦିଲ୍ଲୀ : ବିଶ୍ବର ବିଭିନ୍ନ ଦେଶର ଅନୁରୋଧ କ୍ରମେ ଭାରତ ସରକାର ଗହମ ରପ୍ତାନି କଟକଣାକୁ କିଛିଟା କୋହଳ କରିଛନ୍ତି । ଦେଶରୁ ପ୍ରାୟ ସାଢେ ୪ ଲକ୍ଷ ଟନ ଗହମ ରପ୍ତାନିକୁ କେନ୍ଦ୍ର ସରକାର ଗୁରୁବାରଦିନ ଅନୁମତି ଦେଇଛନ୍ତି । ଏସବୁ ଗହମ ବାଂଲାଦେଶ, ଫିଲିପାଇନ୍ସ, ମାଲେସିଆ ଓ ତାଞ୍ଜାନିଆକୁ…

ଘୋଡ଼ା ବେପାର ଭୟ, ବିଧାୟକଙ୍କୁ ହୋଟେଲ ପଠାଇଲା କଂଗ୍ରେସ

ଜୟପୁର: କର୍ଣ୍ଣାଟକ ଓ ମହାରାଷ୍ଟ୍ର ପରେ ରାଜସ୍ଥାନ। ପୁଣି ଆରମ୍ଭ ହେଲା ହୋଟେଲ ପଲିଟିକ୍ସ। କଂଗ୍ରେସକୁ ଘାରିଲାଣି ଘୋଡା ବେପାର ଭୟ। କାଳେ ବିଧାୟକ ଦଳ ଡେଇଁବେ, ସେଥିପାଇଁ ସତର୍କ ହୋଇଯାଇଛି କଂଗ୍ରେସ। ରାଜ୍ୟସଭା ନିର୍ବାଚନ ନାମାଙ୍କନ ଯାଏଁ ସମସ୍ତ ବିଧାୟକଙ୍କୁ ବିଜେପି ନଜରରୁ ଲୁଚାଇ…

 ସୋନିଆଙ୍କୁ କରୋନା

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ମନି ଲଣ୍ଡରିଂ ମାମଲାରେ ଆସନ୍ତା ଜୁନ୍‌ ୮ ତାରିଖରେ ଇଡିରେ ହାଜର ହୋଇଥାନ୍ତେ ସୋନିଆ ଗାନ୍ଧି। ହେଲେ ତା’ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ଟେଷ୍ଟ ପଜିଟିଭ ଆସିଥିବା ନେଇ କଂଗ୍ରେସ ମୁଖପାତ୍ର…

ବିଜେପିରେ ବିଧବଦ୍ଧଭାବେ ସାମିଲ ହେଲେ ହାର୍ଦ୍ଦିକ ପଟେଲ

ଭୋପାଲ: ପଦ୍ମ ଧରିଲେ ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ। ପିନ୍ଧିଲେ ଗେରୁଆ ଟୋପି। ସେ ବିଧିବଦ୍ଧ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତି। ମଧ୍ୟପ୍ରଦେଶର ରାଜ୍ୟ ସଭାପତି ସିଆର୍‌ ପାଟିଲ ତାଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିଛନ୍ତି।ସେପଟେ ବିଜେପିରେ ସାମିଲ ହୋଇଥିବା ନେଇ ଟୁଇଟ୍…

ନୂଆଦିଲ୍ଲୀର ଧରାପଡ଼ିଲା କିଡନୀ ରାକେଟ୍‌, ୧୦ ଗିରଫ

ନୂଆଦିଲ୍ଲୀ: ରୋଗ ହେଲେ ଡାକ୍ତର ହିଁ ଶେଷ ଭରସା। ଡାକ୍ତରମାନେ ହିଁ ପାଲଟିଯାଆନ୍ତି ଭଗବାନ। କିନ୍ତୁ କିଛି ମନ୍ଦ ଉଦ୍ଦେଶ୍ୟ ରଖି ଏହି ମଣିଷ ରୂପି ଭଗବାନ ଏବେ ପାଲଟି ଯାଇଛି ଦଲାଲ। ଶହ ଶହ ରୋଗୀଙ୍କ ଜୀବନ ସହ ଖେଳି ଅର୍ଜୁଥିଲେ ପୁଳାପୁଳା ଟଙ୍କା। ରୋଗୀଙ୍କ ଅଙ୍ଗପ୍ରତ୍ୟେଙ୍ଗକୁ ବିକ୍ରି କରି…

ପାକିସ୍ତାନ ସେନାର ଗୁମର ଖୋଲିଲେ ଇମ୍ରାନ

ଇସଲାମାବାଦ: ପାକିସ୍ତାନର ନିର୍ବାଚିତ ସରକାରଙ୍କ ଉପରେ ଦେଶର ସେନା କେଉଁଭଳି ଭାବେ ହୁକୁମାତି ଚଳାଏ, ତା’ର ଗୁମର ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ ପାକିସ୍ତାନ ଆର୍ମି ଉପରେ ମନଇଚ୍ଛା ବର୍ଷିଛନ୍ତି। ଏଥିସହ ତାଙ୍କ ସରକାର ଦୁର୍ବଳ ଥିଲା ଓ ସବୁବେଳେ ତାଙ୍କୁ ବ୍ଲାକମେଲ…

ମୋଦୀ ସରକାର ଖୁବ ଶୀଘ୍ର ଆଣିବେ ଜନ ସଂଖ୍ୟା ନିୟନ୍ତ୍ରଣ ଆଇନ : ପ୍ରହଲ୍ଲାଦ ଯୋଶି

ନୂଆଦିଲ୍ଲୀ ୦୧/୦୬ : କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବହୁତ ଶୀଘ୍ର ଆଇନ ଅଣାଯିବ। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀଙ୍କୁ ଜନ ସଂଖ୍ୟା ନିୟନ୍ତ୍ରଣ ଆଇନ ବିଷୟରେ ପଚାରିବାରୁ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି…

ରାଜ୍ୟସଭା ନିର୍ବାଚନ: ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଲେ ଅଶୋକ ଗହଲୋତ

ଜୟପୁର ୧।୬: ରାଜସ୍ଥାନ ରାଜ୍ୟସଭା ନିର୍ବାଚନରେ ବିଜେପି ରାଜନୀତିର ମାହୋଲ ବିଗାଡୁଛି। ଏହି ଅଭିଯୋଗ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ। ରାଜ୍ୟର ଚତୁର୍ଥ ଆସନଟିରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିବା ବାହାନାରେ ବିଜେପି ଘୋଡାବେପାର କରିବାକୁ ଉଦ୍ୟମ କରୁଥିବା…