Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଦୁର୍ଘଟଣାଗ୍ରସ୍ତ ନେପାଳ ବିମାନର ବ୍ଲାକ୍ ବକ୍ସ ଉଦ୍ଧାର; ଦୁର୍ଘଟଣାର କାରଣ ଥିଲା ଖରାପ ପାଗ
କାଠମାଣ୍ଡୁ: ମଙ୍ଗଳବାର ଦିନ ଅଭିଜ୍ଞ ଆନ୍ତର୍ଜାତୀୟ ଏବଂ ଜାତୀୟ ପର୍ବତାରୋହୀଙ୍କ ଏକ ଦଳ ରବିବାର ଦିନ ନେପାଳର ପାର୍ବତ୍ୟ ଅଞ୍ଚଳ ମୁସ୍ତାଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାରା ଏୟାର ବିମାନର ବ୍ଲାକ୍ ବକ୍ସକୁ ଉଦ୍ଧାର କରିବାରେ ସମର୍ଥ ହୋଇଛନ୍ତି। ଏହି ବିମାନ ଦୁର୍ଘଟଣାରେ ଚାରି ଜଣ!-->…
ଜୁନ୍ ୯ ପର୍ଯ୍ୟନ୍ତ ଇଡି ହେପାଜତକୁ ଗଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍
ନୂଆଦିଲ୍ଲୀ: ଗିରଫ ପରେ ଜୁନ୍ ୯ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ଗଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ସୋମବାର ତାଙ୍କୁ ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା ଇଡି। ଏହି ମାମଲାର ଉତ୍ସ ଏବଂ ଅର୍ଥର ସନ୍ଧାନ ପାଇଁ ଇଡି ଦିଲ୍ଲୀର!-->…
ସିଦ୍ଧୁ ହତ୍ୟା ମାମଲା: ହୋଇଥିଲା ୩୦ ରାଉଣ୍ଡ ଗୁଳି ଫାୟାରିଂ, ବ୍ୟବଚ୍ଛେଦ ରିପୋର୍ଟରେ ଭୟଙ୍କର ଖୁଲାସା
ଚଣ୍ଡିଗଡ: ପଞ୍ଜାବୀ ଲୋକପ୍ରିୟ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଏକ ଚକିତ କଲା ଭଳି ତଥ୍ୟା ସାମ୍ନାକୁ ଆସିଛି। ସିଦ୍ଧୁଙ୍କ ଉପରକୁ କରାଯାଇଥିଲା ୩୦ ରାଉଣ୍ଡ ଗୁଳି ପାୟାରିଂ। ଅତ୍ୟାଧୁନିକୁ ବନ୍ଧୁକ ସାହାଯ୍ୟରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ତାଙ୍କ!-->…
ରାଜ୍ୟସଭା ନିର୍ବାଚନ: କଂଗ୍ରେସର ଖେଳ ବିଗାଡ଼ିବାକୁ ଆସିଲେ ସୁଭାଷ ଚନ୍ଦ୍ରା
ଜୟପୁର: ରାଜସ୍ଥାନର ରାଜ୍ୟସଭା ନିର୍ବାଚନରେ ନୂଆ ଟ୍ୱିଷ୍ଟ ଆସିଛି। ରାଜ୍ୟର କ୍ଷମତାସୀନ କଂଗ୍ରେସକୁ ଚେକ ଦେବା ପାଇଁ ବିଜେପି ସମର୍ଥନରେ ସାମ୍ନାକୁ ଆସିଛନ୍ତି ମିଡିଆ ଟାଇକୁନ ତଥା ଶିଳ୍ପପତି ସୁଭାଷ ଚନ୍ଦ୍ରା। ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ। ଶେଷ ମୁହୂର୍ତ୍ତରେ!-->…
ଟାର୍ଗେଟ୍ରେ କଶ୍ମୀର ପଣ୍ଡିତ, ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ଼
ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ପୁଣି କଶ୍ମୀର ପଣ୍ଡିତ। ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ରାଗିଯାଇ ଆତଙ୍କବାଦୀମାନେ ଜଣେ ମହିଳା ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜମ୍ମୁକଶ୍ମୀରର କୁଲଗାମର ଏକ ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ କରାଯାଇଛି।!-->…
ବିଜେପିରେ ଯୋଗଦେବେ ହାର୍ଦ୍ଦିକ
ଅହମ୍ମଦାବାଦ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ ଏବେ ‘ପଦ୍ମ’ ଧରିବେ। ଆସନ୍ତା ଜୁନ୍ ୨ ତାରଖରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ। ଏନେଇ ସେ ଖୋଦ୍ ଘୋଷଣା କରିଛନ୍ତି।ହାର୍ଦ୍ଦିକ ପଟେଲ ପୂର୍ବରୁ ହିଁ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି। ଏବେ ସେ ଗୁଜରାଟ!-->…
୬ଜଣ ଛୁଆଙ୍କୁ କୂଅକୁ ଫିଙ୍ଗି ଦେଲା ମା’
ମୁମ୍ବାଇ: ମାରିଗଲା ମା’ର ମମତା। ମା’ ସାଜିଲା ପିଶାଚୀ। ରାଗରେ ନିଜ ଜନ୍ମ କଲା ଛୁଆଙ୍କୁ ବି ଭୁଲିଗଲା। ଜଣକ ପରେ ଜଣେ କରି ୬ଜଣ ଛୁଆଙ୍କୁ କୂଅକୁ ଫିଙ୍ଗି ଦେଲା ରାକ୍ଷସୀ ମା’। ଶେଷରେ ନିଜେ ବି ଆତ୍ମହତ୍ୟା କରିବାକୁ ଚେଷ୍ଟା କଲା। ଏଭଳି ଏକ ଛାତିଥରା ଘଟଣା ଘଟିଛି ମହାରାଷ୍ଟ୍ରର ରାୟଗଡ!-->…
ମୁଖତାରଙ୍କୁ ମିଳିଲାନି ରାଜ୍ୟସଭା ଟିକେଟ୍, ଉପନିର୍ବାଚନ ଭରସା
ନୂଆଦିଲ୍ଳୀ: ମଉଳିଲା କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭିଙ୍କ ରାଜ୍ୟସଭା ଆଶା। ବିଜେପି କାଟିଲା ପତ୍ତା। ଆଶା କରିଥିଲେ ଟିକେଟ୍ ମିଳିବ, ହେଲେ ସବୁ ଆଶା ତାଙ୍କର ଏବେ ଧୂଳିସାତ ହୋଇଯାଇଛି। ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ସୋମବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିସାରିଛି।!-->…
ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ରେ କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ । ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ । ସତ୍ୟେନ୍ଦ୍ର ଜୈନ ଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କୋଲକତାର ଏକ କମ୍ପାନୀ ସହ ହାଓଲା କାରବାର ନେଇ ଗିରଫ!-->…
ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ହେଲା ଆଲୋଚନା
ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଦୁଇ ନେତାଙ୍କ!-->…