Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପୁରୁଷମାନେ ବାହାରେ ଓ ମହିିଳାମାନେ ଘରେ କାମ କଲେ ଘରୋଇ ହିଂସା ହେବ ନାହିଁ: ଏନସିପି ନେତା
ମୁମ୍ବାଇ: ଏନସିପି ନେତା ଦିଲୀପ ୱାଲସେ-ପାଟିଲଙ୍କ ବିବାଦୀୟ ବୟାନ। ପୁରୁଷମାନେ ବାହାରେ ଓ ମହିିଳାମାନେ ଘରେ କାମ କଲେ ଘରୋଇ ହିଂସା ହେବ ନାହିଁ ବୋଲି କହି ବିବାଦରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ । ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ଉତ୍ତମ ବୈବାହିକ!-->…
ରାଜ୍ୟପାଳଙ୍କୁ କୁଳାଧିପତି ପଦବୀରୁ ହଟାଇ ନିଜେ ରହିବେ ମମତା !
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ରାଜନୈତିକ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ଫଳସୂରୁପ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଏକ ବଡ଼ ଚେକ୍ ଦେବାକୁ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହିକ୍ରମରେ ରାଜ୍ୟରେ ଥିବା ସମସ୍ତ ରାଜ୍ୟ ପରିଚାଳିକତ!-->…
ଦେହଜୀବୀଙ୍କ ସ୍ୱାଧୀନତା ଓ ସମ୍ମାନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା : ସହମତି ଭିତ୍ତିରେ…
ନୂଆଦିଲ୍ଲୀ: ଦେହଜୀବୀଙ୍କ ସ୍ୱାଧୀନତା ଓ ସମ୍ମାନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିଶେଷ କରି ସେମାନଙ୍କ ବଞ୍ଚିବାର ଅଧିକାର ଉପରେ ପୁଲିସ ଯେମିତି ଅଜଥା ହସ୍ତକ୍ଷେପ ନକରେ ସେନେଇ ଚେତବାନୀ ଦିଆଯାଇଛି । ସହମତି ଭିତ୍ତିରେ ସମ୍ପର୍କ ଥିଲେ ପୁଲିସ!-->…
ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲେ କେସିଆର
ହାଇଦ୍ରାବାଦ: ପୁଣି ପ୍ରଧାନମନ୍ତ୍ରୀଙ୍କୁ ଅଣଦେଖା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ସରକାରୀ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲେ କେସିଆର। ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ (ଆଇଏସବି)ର ୨୦ବର୍ଷ ପୂର୍ତ୍ତି ଅବସରର!-->…
ଜ୍ଞାନବାପୀ ମସଜିଦ୍ କମ୍ପ୍ଲେକ୍ସରେ ଶିବ ଲିଙ୍ଗ ଥିବା ଏକ ଗୁଜବ: ମୁସଲିମ ପକ୍ଷ
ବାରାଣସୀ: ଜ୍ଞାନବାପୀ ମସଜିଦ୍ କମ୍ପ୍ଲେକ୍ସରେ ହିନ୍ଦୁ ଦେବାଦେବୀ ମୂର୍ତ୍ତି ଠାବ ନେଇ ବିବାଦ ଉପୁଜିଥିବା ବେଳେ କୋର୍ଟରେ ମୁସଲିମ ନିଜ ପକ୍ଷ ରଖିଛନ୍ତି । ଏଠିକାର ମସଜିଦ୍ କମିଟି କହିଛି ଯେ, ମସଜିଦ୍ କମ୍ପ୍ଲେକ୍ସରେ ଶିବ ଲିଙ୍ଗ ବାହାରିବା ଖବର ଏକ ଗୁଜବ। ଏହି ବିଭ୍ରାନ୍ତିକର ଖବର!-->…
ଡିମ୍ପଲଙ୍କ ବଦଳରେ ଆର୍ଏଲ୍ଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ତୃତୀୟ ପ୍ରାର୍ଥୀଭାବେ ଘୋଷଣା କଲା ସପା
ଲକ୍ଷ୍ନୌ: ସସ୍ପେନ୍ସ ଉପରୁ ପରଦା ହଟାଇଲା ସମାଜବାଦୀ ପାର୍ଟି। ଆଉଟ୍ ହେଲେ ଡିମ୍ପଲ ଯାଦବ। ତାଙ୍କ ସ୍ଥାନରେ ଇନ୍ ହେଲେ ଜୟନ୍ତ ଚୌଧୁରୀ। ତୃତୀୟ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି। ଆର୍ଏଲ୍ଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ସପା ଏବଂ ଆର୍ଏଲ୍ଡିର ମିଳିତ ରାଜ୍ୟସଭା!-->…
ପରିବାରବାଦ କଥା ଉଠାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମୋଦି
ହାଇଦ୍ରାବାଦ: କେବଳ ଗୋଟିଏ ପରିବାର ଶାସନ କ୍ଷମତାରେ ରହିବା ଲାଗି ତେଲେଙ୍ଗାନା ପାଇଁ ସଂଘର୍ଷ ଘଟି ନଥିଲା। ଏଠାରେ ସୁଚିନ୍ତିତ ରଣନୀତି କରାଯାଇ କେବଳ ଗୋଟିଏ ପରିବାର ହିଁ ଶାସନର ପ୍ରକରଣକୁ ଅକ୍ତିଆର କରିଛି । ଆଜି ହାଇଦ୍ରାବାଦରେ ରାଲିରେ ଯୋଗ ଦେଇ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା!-->…
ଏନ୍କାଉଣ୍ଟର, ସେନା ଗୁଳିରେ ୩ ଆତଙ୍କବାଦୀ ସଫା
ଶ୍ରୀନଗର: ଜମ୍ମୁକଶ୍ମୀରରେ ପୁଣି ଏନ୍କାଉଣ୍ଟର। ସେନା ଗୁଳିରେ ଟଳିଲେ ୩ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର କୁପୱାଡାରେ ସୁରକ୍ଷାବଳଙ୍କ ଆକ୍ରମଣରେ ଲସ୍କର-ଏ-ତୋଇବାର ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ମାତ୍ରାରେ ଗୋଳା ବାରୁଦ ଓ ଅସ୍ତ୍ର ଶସ୍ତ୍ର ଜବତ!-->…
ଗହମ ରପ୍ତାନି କଟକଣା ଉଠାଇବୁ ନାହିଁ : ଭାରତ
ନୂଆଦିଲ୍ଲୀ : ଗହମ ରପ୍ତାନି ଉପରେ ସରକାର ଲଗାଇଥିବା କଟକଣା ଉଠାଇବାର କୌଣସି ସମ୍ଭାବନା ନାହିଁ ବୋଲି କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି । ତେବେ ବିଭିନ୍ନ ଦେଶର ସରକାରଙ୍କ ସହ ହୋଇଥିବା ଚୁକ୍ତି ଅନୁଯାୟୀ ଗହମ ଯୋଗାଣ ଜାରି ରହିବ ବୋଲି ସେ କହିଛନ୍ତି ।ସେ କହିଛନ୍ତି ଯେ,!-->…
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲୋକଙ୍କ ନିଦ କମୁଛି
ଭୁବନେଶ୍ବର : ଜଳବାୟୁ ପରିବର୍ତ୍ତନ ଯୋଗୁଁ କେବଳ ଆମ ପରିବେଶ, ଜଳବାୟୁ, ଋତୁଚକ୍ର କିମ୍ବା ବାସସ୍ଥାନ ଉପରେ ନୁହେଁ ଆମ ଜୀବନଧାରଣ ଉପରେ ବଡ଼ ପ୍ରଭାବ ପକାଇବା ଆରମ୍ଭ କରିଛି । ଏକ ନୂଆ ଅଧ୍ୟୟନ ଅନୁସାରେ ଜଳବାୟୁ ପରିବର୍ତ୍ତନ ଆମ ନିଦ ଉପରେ ବି ପ୍ରଭାବ ପକାଉଛି ।କୋପନହାଗନ ବିଶ୍ବ ବିଦ୍ୟାଳୟର!-->…