Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କରାଚିରେ ଅଛି ଦାଉଦ୍ ଇବ୍ରାହିମ୍, ସତ ଉଗାରିଲା ଭଣଜା
ନୂଆଦିଲ୍ଲୀ: ଧରାପଡ଼ିଲା ପାକିସ୍ତାନର ମିଛ। କରାଚିରେ ଅଛି ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ୍। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଗରେ ସତ ଉଗାରିଛି ଦାଉଦ ଇବ୍ରାହିମର ଭଣଜା ଅଲ୍ଲିଶାହ ପାରକର। ଏଥିସହ ଯେକୌଣସି ଉତ୍ସବ ବେଳେ ତା’ ପରିବାର ଦାଉଦ ଇବ୍ରାହିମ୍ର!-->…
ମଙ୍କିପକ୍ସ ମହାମାରୀ କରୋନା ଭଳି ସ୍ଥିତି ସୃଷ୍ଟି କରିବ
ନୂଆଦିଲ୍ଲୀ: ମହାମାରୀ କରୋନାର ଭୟ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ସମସ୍ତଙ୍କୁ ମଙ୍କିପକ୍ସ ଡରାଇବା ଆରମ୍ଭ କଲାଣି। ବିଶେଷ କରି ୟୁରୋପ ଓ ଆମେରିକାରେ ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହଠାତ୍ ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା ବଢ଼ିବା!-->…
କଂଗ୍ରେସର ଟାସ୍କ ଫୋର୍ସ-୨୦୨୪ରେ ପ୍ରିୟଙ୍କା
ନୂଆଦିଲ୍ଲୀ: ଚାରିଆଡୁ ପରାଜୟ ପରେ ଏବେ ଅଣ୍ଟା ଭିଡିଛି ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ। ୨୦୨୪ ସାଧାରଣ ନିର୍ବାଚନରେ କମ୍ବ୍ୟାକ୍ କରିବା ପାଇଁ ଏବେଠୁ କସରତ ଆରମ୍ଭ କରିଦେଇଛି କଂଗ୍ରେସ। ଗଠନ କରିଛି ଦଳର ରାଜନୈତିକ ବ୍ୟାପାର କମିଟି ଗ୍ରୁପ ଏବଂ ଟାସ୍କ ଫୋର୍ସ-୨୦୨୪।ଦଳର ନେତୃତ୍ୱ!-->…
କଂଗ୍ରେସ ହିନ୍ଦୁ ଧର୍ମର ଲୋକଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଉଛି : ହାର୍ଦ୍ଦିକ ପଟେଲ
ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିବା ପାଇଁ ଗୋଡ଼ ଟେକି ବସିଥିବା ଯୁବ ନେତା ହାର୍ଦ୍ଦିକ ପଟେଲ କମ୍ରାଗତ ଭାବେ କଂଗ୍ରେସକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ୨୦୧୯ରୁ ହାର୍ଦ୍ଦିକ କଂଗ୍ରେସରେ ଥିଲେ। କିନ୍ତୁ କିଛି ଦିନ ତଳେ ସେ କଂଗ୍ରେସକୁ ଅଲବିଦା କହିଥିଲେ।!-->…
କ୍ୱାଡ ବୈଠକ ବେଳେ ପଇଁତରା ମାରିଲେ ଚାଇନା ଓ ରୁଷର ଯୁଦ୍ଧ ବିମାନ
ଟୋକିଓ: ଜାପାନରେ କ୍ୱାଡ ବୈଠକ ଚାଲିଥିବା ବେଳେ ସୀମା ଲଙ୍ଘିବାକୁ ଚେଷ୍ଟା କରିଛନ୍ତି ରୁଷ ଓ ଚାଇନା। ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ୪ ଦେଶର ରାଷ୍ଟ୍ର ମୁଖ୍ୟ ଜାପାନାରେ କ୍ୱାଡ ବୈଠକ କରୁଥିଲେ। ଏହି ସମୟରେ ଚାଇନା ଓ ରୁଷର ୪ଟି ଯୁଦ୍ଧ ବିମାନ ଜାପାନ ସୀମାନ୍ତର ଅତି ନିକଟରେ ଘନଘନ ପଇଁତରା!-->…
ବହିଷ୍କାର ପରେ ଗିରଫ ହେଲେ ପଞ୍ଜାବ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଚଣ୍ଡିଗଡ: ଆକ୍ସନ ମୋଡରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ନିଜ ସରକାରରେ ଥିବା ମନ୍ତ୍ରୀଙ୍କୁ ହିଁ ଦେଖାଇଲେ ବାହାରର ରାସ୍ତା। ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କ ବିରୋଧରେ ଭ୍ରଷ୍ଟାଚାର ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ନେଇଛନ୍ତି କଡା!-->…
ମୁଁ ଜଣେ ହିନ୍ଦୁ, ଚାହିଁଲେ ଗୋ’ ମାଂସ ଖାଇପାରିବି: ସିଦ୍ଧରମୈୟା
ବେଙ୍ଗାଲୁରୁ: ‘ମୁଁ ଜଣେ ହିନ୍ଦୁ। ମୁଁ ଚାହିଁଲେ ଖାଇପରିବି ଗୋ’ ମାଂସ।’ ଗୋ’ ମାଂସ ଖାଇବାକୁ ନେଇ ଏଭଳି କିଛି ବୟାନ ଦେଇଛନ୍ତି କର୍ଣ୍ଣାଟକର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସି. ସିଦ୍ଧରମୈୟା। ତାଙ୍କର ଏହି ବିବାଦୀୟ ବୟାନକୁ ନେଇ ଏବେ ଚାରିଆଡ ଚର୍ଚ୍ଚା ଆରମ୍ଭ!-->…
ଲଗାଣ ବର୍ଷା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ପରେ ଅଧାରେ ଅଟକିଲା କେଦାରନାଥ ଯାତ୍ରା
ନୂଆଦିଲ୍ଲୀ: ଲଗାଣ ବର୍ଷା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ପରେ ଅଧାରେ ଅଟକିଲା କେଦାରନାଥ ଯାତ୍ରା। ସୋମବାର ସକାଳଠୁ କ୍ରମାଗତ ଭାବେ ବର୍ଷା ହେଉଥିବାରୁ କେଦାରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି। ଲଗାଣ ବର୍ଷା ଲାଗି ରହିଥିବା ବେଳେ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ!-->…
ଆଡଲଫ୍ ହିଟଲର, ଜୋସେଫ ଷ୍ଟଲିନ କିମ୍ବା ବେନିଟୋ ମୁସୋଲିନିଙ୍କ ଅପେକ୍ଷା ବିଜେପିର ଶାସନ ଅଧିକ ଖରାପ
କୋଲକାତା: ପୁଣି ବିିଜେପିକୁ ଟାର୍ଗେଟ କଲେ ଦିଦି। କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ବିଜେପି ରାଜ୍ୟର କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ନେତୃତ୍ୱାଧୀନ ସରକାର ଦେଶର ସଙ୍ଘୀୟ ଢ଼ାଞ୍ଚାକୁ ନଷ୍ଟ କରୁଛନ୍ତି ବୋଲିି!-->…
ଆସିପାରେ କରୋନାର ଚତୁର୍ଥ ଲହର, ଭାରତରେ ଓମିକ୍ରନ୍ର BA.4 ଓ BA.5 ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ପୁଣିଥରେ ଭୟଙ୍କର ରୂପ ନେଇପାରେ କରୋନା ମହାମାରୀ। ଆସିପାରେ ଚତୁର୍ଥ ଲହର। ଭାରତରେ ଓମିକ୍ରନ୍ର ସବୁ ଭାରିଏଣ୍ଟ BA.4 ଓ BA.5 ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ ହୋଇଛି। ଏହି ଭୂତାଣୁରେ ଦେଶର ତିନି ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ତିନି ଜଣଙ୍କ ମଧ୍ୟରେ ତାମିଲନାଡୁରୁ ଜଣେ!-->…