Browsing Category

ଦେଶ

ଚେନ୍ନାଇରେ ପହଞ୍ଚିଲେ ଇରାନରେ ଫସିଥିବା ୩୦୦ରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ

ଚେନ୍ନାଇ: ଇରାନରେ ଫସି ରହିଥିବା ୩୪୫ ଜଣ ଭାରତୀୟ ମତ୍ସ୍ୟଜୀବୀ ଆର୍ମେନିଆ ଦେଇ ଉଭୟ ସ୍ଥଳ ଓ ବିମାନ ଯାତ୍ରା କରି ଶନିବାର ସନ୍ଧ୍ୟାରେ ସୁରକ୍ଷିତ ଭାବେ ଚେନ୍ନାଇରେ ପହଞ୍ଚିଛନ୍ତି। ଅଧିକାଂଶ ତାମିଲନାଡୁ ଓ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ରାଜ୍ୟରୁ ଆସିଥିବା ଏହି ଦଳ ବିଳମ୍ବିତ ସନ୍ଧ୍ୟାରେ ଏକ…

ତାମିଲନାଡ଼ୁ ବିଧାନସଭା ନିର୍ବାଚନ: ଭାଷାକୁ ନେଇ ରାଜନୀତି ତୀବ୍ର

ଚେନ୍ନାଇ: ତାମିଲନାଡ଼ୁରେ ଆସନ୍ତା ଏପ୍ରିଲ ୨୩ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଷାକୁ ନେଇ ରାଜନୀତି ତୀବ୍ର ହୋଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରି-ଭାଷା ସୂତ୍ର ଓ ଜାତୀୟ ଶିକ୍ଷା ନୀତିକୁ…

ଇସଲାମାବାଦ ଯିବାକୁ କେବେ ମନା କରିନାହିଁ : ଇରାନ ବିଦେଶ ମନ୍ତ୍ରୀ

ତେହେରାନ: ପାକିସ୍ତାନ ଯାଇ ଆମେରିକା ସହିତ କୌଣସି ଆଲୋଚନା କରିବାକୁ ଇରାନ ଚାହୁ ନଥିବା ରିପୋର୍ଟ ମଧ୍ୟରେ ଶନିବାର ଇରାନ ବିଦେଶ ମନ୍ତ୍ରୀ ଅବାସ ଅରାଘଚି ସ୍ପଷ୍ଟ ମତ ରଖିଛନ୍ତି। ଇସଲାମାବାଦ ଯାଇ ମଧ୍ୟସ୍ଥତା ଆଲୋଚନା କରିବାକୁ ତାଙ୍କ ଦେଶ କେବେ ମନା କରିନାହିଁ ବୋଲି ଅରାଘଚି ଶନିବାର…

କେରଳ ଷ୍ଟୋରୀରୁ ଧୂରନ୍ଧର, କଂଗ୍ରେସ ଓ ବାମ ଦଳ ମିଛ କହିବାରେ ସିଦ୍ଧହସ୍ତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେରଳରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଓ ବାମପନ୍ଥୀଙ୍କୁ ପୁଣି ତୀବ୍ର ସମାଲୋଚନା କରିଛନ୍ତି। କେରଳ ଷ୍ଟୋରୀ ଓ ଧୂରନ୍ଧର ପରି ଚଳଚ୍ଚିତ୍ରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଏଲ୍‌ଡିଏଫ୍‌ ଓ ୟୁଡିଏଫ୍‌ ମିଛ କହିବାରେ ସିଦ୍ଧହସ୍ତ ବୋଲି…

 ତ୍ରିଭାଷୀ ସୂତ୍ରକୁ ନେଇ ଷ୍ଟାଲିନ ଓ ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ: ତ୍ରିଭାଷୀ ସୂତ୍ରକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କୁ କଡ଼ା ଜବାବ ଦେଇଛନ୍ତି। ନିଜର ରାଜନୈତିକ ବିଫଳତାକୁ ପ୍ରଦର୍ଶିତ କରିବାକୁ ଏହା ଏକ କ୍ଲାନ୍ତ ପ୍ରୟାସ ବୋଲି ଧର୍ମେନ୍ଦ୍ର କହିଛନ୍ତି।…

ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ମଧ୍ୟରେ ସପ୍ତମ ଭାରତୀୟ ପତାକା ଲାଗିଥିବା ଏଲ୍‌ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି ହର୍ମୁଜ୍ ପ୍ରଣାଳୀ ପାର କରିବାରେ ସଫଳ ହୋଇଛି। ଏବେ ସପ୍ତମ ଟ୍ୟାଙ୍କର୍ ମଧ୍ୟ ହମୁର୍ଜ୍ ପାର ହୋଇ ଭାରତ ମୁହାଁ ହୋଇଛି। ପୂର୍ବରୁ ଛଅଟି ଏଲପିଜି ପରିବହନକାରୀ…

ଇରାନର ବୁଶହର ପରମାଣୁ କେନ୍ଦ୍ର ନିକଟରେ ବିମାନ ଆକ୍ରମଣ : ଜଣେ ସୁରକ୍ଷାକର୍ମୀ ମୃତ

ନୂଆଦିଲ୍ଲୀ: ଦେଶର ବୁଶହର ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ହୋଇଥିବା ଏକ ବିମାନ ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ପରମାଣୁ କେନ୍ଦ୍ର ନିକଟରେ ଥିବା ଏକ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପଶ୍ଚିମ ଏସୀୟ କ୍ଷେତ୍ରରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି…

ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ ଚଢା

ନୂଆଦିଲ୍ଲୀ : ଶେଷରେ ନିଜ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ରଖିଛନ୍ତି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା। ତାଙ୍କ ବିରୋଧରେ ଦଳ ଆଣିଥିବା ୩ଟି ଅଭିଯୋଗକୁ ଦଳ ଉପରକୁ ଠେଲି ଦେଲେ ରାଘବ।ରାଜ୍ୟସଭାରେ ଆପ ସାଂସଦ ଦଳୀୟ ଉପନେତା ପଦରୁ ରାଘବ ଚଢ଼ାଙ୍କୁ ହଟାଇଥିଲା ଦଳ। ରାଘବନକ ବିରୁଦ୍ଧରେ ଦଳ…

ପାକିସ୍ତାନରେ ୮୦ ପ୍ରତିଶତ ଲୋକ ସମଲିଙ୍ଗୀ

ନୂଆଦିଲ୍ଲୀ: ପଡ଼ୋଶୀ ପାକିସ୍ତାନର ଏକ ବିବୃତ୍ତି କେବଳ ସୋସିଆଲ ମିଡିଆରେ ନୁହେଁ ବରଂ ରାଜନୈତିକ ଏବଂ ସାମାଜିକ ମହଲରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ଟ୍ରାନ୍ସଜେଣ୍ଡର କର୍ମୀ ହୀନା ବଲୋଚ୍ ଦାବି କରିଛନ୍ତି ଯେ ୮୦ ପ୍ରତିଶତ ପାକିସ୍ତାନୀ ସମଲିଙ୍ଗୀ ଏବଂ ବାକି ୨୦ ପ୍ରତିଶତ…

ସେନାମୁଖ୍ୟ ଜେନେରାଲ ଜର୍ଜଙ୍କୁ ବିଦା କଲା ଆମେରିକା

ୱାଂଶିଟନ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା।ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ…