Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କହିଲେ ମୋଦି
ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ୮ ବର୍ଷ ହେଲାଣି ଦେଶର ସମତୁଲ ବିକାଶ, ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛି। ୨୦୧୪ ପରେ ସରକାରୀ କଳର କାର୍ଯ୍ୟ ଉପରେ ଲୋକଙ୍କ ବିଶ୍ୱାସ ସୃଷ୍ଟି ହୋଇ ପାରିଛି। ବର୍ତ୍ତମାନ ଦେଶର ସ୍ୱାଧୀନତାର ୭୫ ବର୍ଷରେ!-->…
ଶେଷରେ ପଟିଆଲା କୋର୍ଟରେ ଆତ୍ମସମର୍ପଣ କଲେ ସିଦ୍ଧୁ
ଅମୃତସର: ଏକ ରୋଡ଼ରେଜ ମାମଲାରେ ବର୍ଷେ ଜେଲଦଣ୍ଡାଦେଶ ପାଇବାର ଦିନକ ପରେ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଆଜି ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଆଜି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆତ୍ମସମର୍ପଣ ନିମନ୍ତେ ଅଧିକ ସମୟ ଲୋଡ଼ିଥିଲେ। କିନ୍ତୁ ତାଙ୍କ ଆବେଦନ!-->…
ଗୁଜରାଟ ଓ ହିମାଚଳ ପ୍ରଦେଶରେ କଂଗ୍ରେସ ହାରିବ: ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ନିୟମିତ ଭାବେ ରାଜନୈତିକ ଦଳଓ ନେତାମାନଙ୍କର ଭାଗ୍ୟ ଭବିଷ୍ୟତକୁ ନେଇ ଆକଳନ କରି ଆସୁଥିବା ନିର୍ବାଚନ ରଣନୀତି ଆଜି ପୁଣି ଏକ ଚର୍ଚ୍ଚିତ ପୋଷ୍ଟ କରିଛନ୍ତି। ତାଙ୍କ ପୋଷ୍ଟରେ ପ୍ରଶାନ୍ତ କଂଗ୍ରେସକୁ କଟାକ୍ଷ କରିଛନ୍ତି। ନିକଟରେ କଂଗ୍ରେସ ପକ୍ଷରୁ ହୋଇଥିବା ଚିନ୍ତନ ଶିବିର ଏକ ବିଫଳ!-->…
ସିନା ବୋରା ହତ୍ୟାକାଣ୍ଡ : ୬ ବର୍ଷ ପରେ ଜାମିନରେ ମୁକୁଳିଲେ ମା’ ଇନ୍ଦ୍ରାଣୀ ମୁଖାର୍ଜୀ
ମୁମ୍ବାଇ: ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମା’ ଇନ୍ଦ୍ରାଣୀ ମୁଖାର୍ଜୀଆ ଆଜି ଜେଲରୁ ଜାମିନରେ ମୁକୁଳିଛନ୍ତି। ମୁମ୍ବାଇର ବାଇକୁଲା ଜେଲରୁ ୬ ବର୍ଷ ପରେ ଇନ୍ଦ୍ରାଣୀ ମୁଖାର୍ଜୀଆ ମୁକ୍ତ ହୋଇଛନ୍ତି। ବୁଧବାର ଇନ୍ଦ୍ରାଣୀଙ୍କ ଜାମିନ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ।!-->…
ଜ୍ଞାନବାପୀ ମସ୍ଜିଦ୍ ଉପରେ ନେତାଙ୍କ ମନ୍ତବ୍ୟକୁ ବଜରଙ୍ଗ ଦଳର ବିରୋଧ; ଅଖିଳେଶ, ଅଶୋକ ଓ ଓୱେସୀଙ୍କ କୁଶପୁତ୍ତଳିକା ଦାହ…
ନୂଆଦିଲ୍ଲୀ: ଜ୍ଞାନବାପୀ ମସ୍ଜିଦ୍ ଉପରେ ମନ୍ତବ୍ୟ ଦେଇଥିବାରୁ ରାଜନେତାଙ୍କ କୁଶପତ୍ତଳିକା ଦାହ କଲେ ବଜରଙ୍ଗ ଦଳ କର୍ମୀ। ନେତାମାନଙ୍କର ମନ୍ତବ୍ୟକୁ ବିରୋଧ କରି ଶୁକ୍ରବାର ଉତ୍ତର ପ୍ରଦେଶର କାନପୁର ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବଜରଙ୍ଗ ଦଳର କର୍ମୀ। ବିକ୍ଷୋଭ ପ୍ରଦର୍ଶନ କରିବା!-->…
ପାକିସ୍ତାନରେ ମିଲିଟାରୀ ଆଉଟପୋଷ୍ଟ କରିବ ଚୀନ
ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନର ଆଉ ଏକ ବଡ଼ ଷଡଯନ୍ତ୍ର । ପାକିସ୍ତାନରେ କାମ କରୁଥିବା ନିଜ ଲୋକଙ୍କ ପାଇଁ ଏକ ସୈନ୍ୟ ଶିବିର ନିର୍ମାଣ କରିବା ପାଇଁ ଇସଲାମାବାଦ ଉପରେ ଚାପ ପ୍ରୟୋଗ କରୁଛି ବେଜିଂ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ଲାହୋରର ଏକ ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ ଘଟିଥିଲା ଏବଂ ଏଥିରେ ୩!-->…
କେଜ୍ରିୱାଲଙ୍କୁ ଝଟକା ଦେଲେ ଦିଲ୍ଲୀ ହାଇକୋର୍ଟ! ‘ଘରେ ଘରେ ରାସନ’ ଯୋଜନାକୁ ରଦ୍ଦ କଲେ ଅଦାଲତ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଜି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ହାଇକୋର୍ଟରେ ଦିଲ୍ଲୀରେ ଲାଗୁ ହେବାକୁ ଥିବା ‘ଘରେ ଘରେ ରାସନ’ ଯୋଜନାକୁ ରଦ୍ଦ କରିଦେଇଛନ୍ତି | ଏହାପୂର୍ବରୁ ଏହି ଯୋଜନାକୁ ନେଇ କେନ୍ଦ୍ର ଏବଂ ଆମ୍!-->…
୭୬ ବର୍ଷ ବୟସରେ ତୃତୀୟ ବିବାହ କଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବିବାହ ପାଇଁ କୌଣସି ବୟସ ନଥାଏ | ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି | ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଲୁଇଜ ଇନସିଓ ଲୁଲା ଡିସିଲଭା ୭୬ ବର୍ଷ ବୟସରେ ୫୫ ବର୍ଷୀୟ ରୋଜାଙ୍ଗେଲା ସିଲଭାଙ୍କୁ ବିବାହ କରିଛନ୍ତି | ରୋଜାଙ୍ଗେଲା ଜଣେ ସମାଜସେବୀ!-->…
ରାଜ୍ୟଗୁଡିକ ସହିତ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷା କରିବ କେନ୍ଦ୍ର
ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ମାମଲାରେ ହ୍ରାସ ଘଟିଛି ଏବଂ ଗୁରୁବାର ସୁଦ୍ଧା ୧୯୧.୭୯ କୋଟି କୋଭିଡ୍ ଟିକା ଡୋଜ୍ ଦେଶର ହିତାଧିକାରୀମାନଙ୍କୁ ଦିଆଯାଇ ସାରିଲାଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଶୁକ୍ରବାର ଦିନ ଦେଶର!-->…
ଦରଦାମକୁ ବିରୋଧ କରି ହାତୀ ଉପରେ ବସି ଯାତ୍ରା କଲେ ସିଦ୍ଧୁ
ପଟିଆଲା: ଦରଦାମ ବୃଦ୍ଧିକୁ ବିରୋଧ କରି ଅଭିନବ ଢଙ୍ଗରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଆଜି ସେ ହାତୀ ଉପରେ ବସି ଯାତ୍ରା କରିବା ସହ ପ୍ରତିକାତ୍ମକ ବିରୋଧ ପ୍ରଦର୍ଶନ କରିଛନ୍ତି। ସାମ୍ନାକୁ ଆସିଥିବା ଫଟୋରେ ସିଦ୍ଧୁ ଧଳା ରଙ୍ଗର ପୋଷାକ ପିନ୍ଧି ହାତୀ!-->…