Browsing Category

ଦେଶ

ଏପ୍ରିଲ ୨୪ରୁ ନିଖୋଜ ଥିବା ନାବାଳିକା ଉଦ୍ଧାର, ଅପହରଣ ପରେ କରାଯାଇଥିଲା ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ନିଖୋଜ ହୋଇଥିବା ଜଣେ ୧୩ ବର୍ଷୀୟ ଝିଅକୁ ପୁଲିସ୍‌ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଏପ୍ରିଲ ୨୪ରୁ ନାବାଳିକା ଜଣଙ୍କ ନିଜ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ତାଙ୍କୁ ସକେତ ମେଟ୍ରୋ ଷ୍ଟେସନରୁ ପୁଲିସ ଉଦ୍ଧାର କରିବାକୁ ସକ୍ଷମ ହୋଇଛି। ଏଥିସହ ପୂରା…

କୃଷ୍ଣ ଜନ୍ମଭୂମିରୁ ମସଜିଦ୍‌ ହଟାଇବାକୁ ଦାବି : ଶୁଣାଣି ପାଇଁ କୋର୍ଟ ରାଜି

ଲକ୍ଷ୍ନୌ: ଦେଶରେ ଏବେ ମନ୍ଦିର-ମସଜିଦ୍‌ ବିବାଦ ଉଗ୍ର ହେଉଛି । ଗତ କିଛି ଦିନ ହେବ ଧାର୍ମିକ ବିବାଦକୁ ନେଇ ଏକାଧିକ ମାମଲା ସାମ୍ନାକୁ ଆସିଛି। ଆଉ ସେହି ତାଲିକାରେ ମଥୁରାର ଶ୍ରୀ କୃଷ୍ଣ ଜନ୍ମ ଭୂମି ପ୍ରସଙ୍ଗ ଯୋଡ଼ି ହୋଇଯାଇଛି। ମଥୁରାରେ ଏକ ମସଜିଦ୍‌ ହଟାଇବା ନେଇ କୋର୍ଟରେ ମାମାଲା ଦାୟର…

ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି। ଏହା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡ଼ ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସେ କହିଛନ୍ତି ଯେ, ଭାରତ ହେଉଛି ସଂଘୀୟ ବ୍ୟବସ୍ଥାର ଦେଶ। ଉଭୟ କେନ୍ଦ୍ର ଓ…

ଟେରର୍‌ ଫଣ୍ଡିଂ ମାମଲା: ୟାସିନ ମଲିକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଟେରର୍‌ ଫଣ୍ଡିଂ ମାମଲାରେ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନ୍‌ଆଇଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାଙ୍କୁ କ’ଣ ଦଣ୍ଡ ମିଳିବ ସେନେଇ ଆସନ୍ତା ମେ’ ୨୫ ତାରିଖରେ ସ୍ଥିର ହେବ। ଦିଲ୍ଲୀର ଏକ କୋର୍ଟରେ ୟାସିନ…

କଂଗ୍ରେସ ଛାଡ଼ିଥିବା ସୁନୀଲ ଜାଖର ବିଜେପିରେ ମିଶିଲେ

ନୂଆଦିଲ୍ଲୀ: କଂଗ୍ରେସକୁ ଝଟକା ପରେ ଝଟକା ଲାଗିବା ଆରମ୍ଭ ହୋଇଛି। ରାଜସ୍ଥାନରେ ଦଳ ଚିନ୍ତନ ଶିବିର ଶେଷ ହେବା ପରେ ଜଣଙ୍କ ପରେ ଜଣେ ବରିଷ୍ଠ ନେତା କଂଗ୍ରେସ ଛାଡ଼ିବାରେ ଲାଗିଛନ୍ତି। ବୁଧବାର ଗୁଜରାଟ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଦଳ ଛାଡ଼ିଥିଲେ। ଆଜି ଦଳକୁ ଆଉ ଏକ ଝଟକା ଲାଗିଛି। କିଛି…

ଆପ୍‌ରୁ ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଜୟ କୋଠିଆଲ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କର୍ଣ୍ଣେଲ ଅଜୟ କୋଠିଆଲ ଆଜି ଆପରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ନେଇ ଉତ୍ତରାଖଣ୍ଡ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି | ସୂଚନା ଥାଉ କି ଯେ ୨୦୨୨ ଉତ୍ତରାଖଣ୍ଡ…

ଭାରତରେ ପ୍ରଥମଥର ପାଇଁ ବ୍ରହ୍ମପୁତ୍ର ନଦୀ ତଳେ ତିଆରି ହେବ ରାସ୍ତା ଓ ରେଳ ଲାଇନ୍

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଟନେଲ୍‌ ଅଟଳ ଟନେଲ୍‌ ନିର୍ମାଣ କରିବା ପରେ ଏବେ ପ୍ରଥମଥର ପାଇଁ ପାଣି ଭିତରେ ରେଳ ଟନେଲ୍ ନିର୍ମାଣ କରିବାକୁ ଯୋଜନା କରୁଛି ଭାରତ। ଆସାମର ବ୍ରହ୍ମପୁତ୍ର ନଦୀରେ ଏହି ଟନେଲ୍ ନିର୍ମାଣ କରାଯିବ। ଏଥିପାଇଁ ୭ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ…

ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଅନୀଲ ବୈଜଲ

ନୂଆଦିଲ୍ଲୀ: ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ବୁଧବାର ଇସ୍ତଫା ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି। ଡିସେମ୍ବର ୩୧, ୨୦୧୬ରେ ପୂର୍ବତନ ଆଇଏଏସ ଅଧିକାରୀ ବୈଜଲଙ୍କୁ ଉପରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ସେ ନଜୀବ…

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ପେରାରିଭାଲାନ ମୁକ୍ତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଏ ଜି ପେରାରିଭାଲାନଙ୍କୁ ମୁକ୍ତ କରିବା ଲାଗି ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।…

ଶୀନା ବୋରା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ

ନୂଆଦିଲ୍ଲୀ: ଶିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ, ବି ଆର ଗାଭାଇ ଏବଂ ଏ ଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରି କହିଛନ୍ତି ଯେ ସେ…