Browsing Category

ଦେଶ

କଂଗ୍ରେସରୁ ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା । କଂଗ୍ରେସରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ । ଇସ୍ତଫା ଦେବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଟ୍ଵିଟ୍ କରି କହିଛନ୍ତି ଯେ, ଆଜି ମୁଁ ନିଜକୁ ଷ୍ଟ୍ରଙ୍ଗ କରି ଏପରି…

୧୦୫ ବର୍ଷୀୟ ଶାଶୁଙ୍କୁ ନିର୍ଧୁମ ପିଟିଲା ବୋହୂ

କାନପୁରରେ ଜଣେ ବୋହୂ ନିଜ ଶାଶୁଙ୍କ ଉପରେ ଅତ୍ୟାଚାରର ସବୁ ସୀମା ପାର୍‌ କରି ଦେଇଛନ୍ତି। ଘଟଣା ଘଟିଛି କାନପୁରର ଚକେରୀ ଖେଡ଼ା ଗାଁରେ। ବୋହୂ ଜଣକ ୧୦୫ ବର୍ଷୀୟ ନିଜ ଶାଶୁଙ୍କ ସହିତ ମାରପିଟ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ତାଙ୍କ ନିର୍ଦ୍ଦୟତାର ଏକ ଭିଡିଓ ସୋସିଆଲ ମିଡିଆରେ…

ଗୁଜରାଟରେ ଧସିଲା ଲୁଣ କାରଖାନା କାନ୍ଥ, ୧୨ ମୃତ

ମୋରବୀ: ଗୁଜରାଟ ମୋରବୀରେ ବଡ ଦୁର୍ଘଟଣା ଘଟିଛି। ଏଠାରେ ଥିବା ହଲବଦ ଜିଆଇଡିସିରେ ଏକ ଲୁଣ କାରଖାନାର କାନ୍ଥ ଭୂଷୁଡି ପଡିଛି। ଫଳରେ କାନ୍ଥ ତଳେ ଦବି ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୨୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର…

ଆସାମରେ ବନ୍ୟା ସ୍ଥିତି ଉତ୍କଟ,୨ ଲକ୍ଷ ଲୋକ ପ୍ରଭାବିତ

ଗୌହାଟି: ଆସାମରେ ବନ୍ୟା ସ୍ଥିତି ଉତ୍କଟ ରୂପ ଧାରଣା କରିଛି। ଯୁଆଡେ ଚାଲିଲେ ଖାଲି ପାଣି, ଆଉ ପାଣି। ଗାଁ, ରାସ୍ତା, ଟ୍ରେନ୍‌ ଲାଇନ୍‌ ସବୁ କିଛି ବୁଡ଼ି ଯାଇଛି। କେଉଁଠି ଭାସିଛି ଟ୍ରେନ୍‌, କେଉଁଠି ବୁଡ଼ିଛି ଘର ଆଉ କେଉଁଠି ଭାସି ଯାଇଛି ହାତୀ । ପ୍ରକୃତିର କରାଳ ରୂପ କେତେ ଭୟଙ୍କର…

ମଦ ପିଇ ବରଯାତ୍ରୀଙ୍କ ସହ ନାଚିଲା ବର, ଅନ୍ୟ ଜଣଙ୍କୁ ବିବାହ କଲା ଅସନ୍ତୁଷ୍ଟ କନ୍ୟା

ଜୟପୁର: ବରର ମଦ୍ୟପ ନୃତ୍ୟ ଏବଂ ବରଯାତ୍ରୀ ପହଞ୍ଚିବାରେ ବିଳମ୍ୱ ଯୋଗୁଁ ବିବାହ କରିବାକୁ ମନା କଲା କନ୍ୟା । ରାଜସ୍ଥାନର ଚୁରୁ ଜିଲ୍ଲାର ରାଜଘର ତହସିଲର ଛେଲନା ଗାଁରେ ସାମନାକୁ ଆସିଛି ଏଭଳି ଘଟଣା । ସୂଚନା ଅନୁସାରେ, ମେ ୧୫ରେ ବର ପକ୍ଷ ରାଜଗଡ ତହସିଲରେ ଥିବା କନ୍ୟାର ଗାଁ ଚେଲାନାରେ…

ଗହମ ରପ୍ତାନି କଟକଣାକୁ ସାମାନ୍ୟ କୋହଳ କଲା ଭାରତ

ନୂଆଦିଲ୍ଲୀ : ଗହମ ରପ୍ତାନି କଟକଣାକୁ କିଛିଟା କୋହଳ କରିଛନ୍ତି ଭାରତ ସରକାର । ମେ ୧୩ କିମ୍ବା ତା ପୂର୍ବରୁ ସୀମା ଶୁଳ୍କ (କଷ୍ଟମ୍ସ) ଯ଼ାଞ୍ଚ ପାଇଁ ପହଞ୍ଚିସାରିଥିବା ଗହମ କନସାଇନମେଣ୍ଟ ଗୁଡ଼ିକୁ ରପ୍ତାନି ଅନୁମତି ଦିଆଯିବ ।ଏ ସମ୍ପର୍କରେ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ,…

‘ବୈବାହିକ ବଳାତ୍କାର’ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ବିଭାଜିତ ରାୟ ବିରୋଧରେ ସୁପ୍ରିମ୍‌ କୋର୍ଟରେ ହେଲା ଆବେଦନ

ନୂଆଦିଲ୍ଲୀ: ‘ବୈବାହିକ ବଳାତ୍କାର’ର ଅପରାଧୀକରଣ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟଙ୍କ ବିଭାଜିତ ରାୟକୁ ଚ୍ୟାଲେଞ୍ଜ କରି ଶୀର୍ଷ ଅଦାଲତ ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ଆବେଦନ ଦାଖଲ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆବେଦନକାରୀ ଖୁସବୁ ସୈଫି ଦିଲ୍ଲୀ ହାଇକୋର୍ଟରେ କରିଥିବା ଏକ ଆବେଦନକୁ ଗତ ମେ ୧୧…

ଆଜମ ଜଣେ ଜମି ମାଫିଆ ଓ ଅଭ୍ୟାସଗତ ଅପରାଧୀ: ସୁପ୍ରିମକୋର୍ଟରେ ଏଭଳି ଜବାବ ରଖିଲେ ଉତ୍ତରପ୍ରଦେଶ ସରକାର

ନୂଆଦିଲ୍ଲୀ: ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଜମି ମାଫିଆ ବୋଲି କହି ସୁପ୍ରିମକୋର୍ଟରେ ଜାମିନକୁ ଉତ୍ତରପ୍ରଦେଶ ସରକାର ବିରୋଧ କରିଛନ୍ତି। କେବଳ ଏତିକି ନୁହେଁ, ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ ଆଜମ ଖାନ ଜଣେ ଅଭ୍ୟାସଗତ ଅପରାଧୀ। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କୋର୍ଟରେ…

ପତ୍ନୀ ଲୀନା ମାରିୟା ସହ ରହିବା ପାଇଁ ଜେଲ୍‌ରେ ଭିତରେ ଅନଶନ କଲା ସୁକେଶ 

ନୂଆଦିଲ୍ଲୀ: ଅନଶନରେ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ର ଶେଖର। ଜେଲ୍‌ରେ ଭିତରେ ଛାଡିଲା ଖାଦ୍ୟ। ତିହାର ଜେଲ୍‌ ଭିତରେ ଭୋକ ଉପବାସରେ କାଟୁଛି ଦିନ। ଦିନକୁ ଦିନ କରୁଛି ନୂଆ ନୂଆ ଡିମାଣ୍ଡ। ଏବେ ନିଜ ପତ୍ନୀ ଲୀନା ମାରିୟା ସହ ରହିବା ପାଇଁ ସେ ଜିଦ୍‌…

ମୁମ୍ବାଇ ସିରିଜ ବିସ୍ଫୋରଣ ମାମଲା: ୪ ମୋଷ୍ଟ ୱାଣ୍ଟେଡ ଗିରଫ

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣ ମାମଲାରେ ଏଟିଏସ୍‌କୁ ମିଳିଛି ବଡ ସଫଳତା। ଗୁଜୁରାଟ ଏଟିଏସ୍‌ ୪ ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କୁ ଗିରଫ କରିଛି।ଗୁଜୁରାଟ ଏଟିଏସରେ ସୂତ୍ରରୁ ପ୍ରକାଶ ଯେ ପୁଲିସ ଆବୁ ବକର, ୟୁସୁଫ ଭକଟା, ଶୋଏବ ବାବା ଏବଂ ସୟଦ କୁରେସିଙ୍କୁ ଗିରଫ କରିଛି। ଗିରଫ…