Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନାଟୋରେ ସାମିଲ ହେବାକୁ ଆବେଦନ କରିବ ଫିନଲ୍ୟାଣ୍ଡ, ରୁଷ ଅସନ୍ତୁଷ୍ଟ
କିଭ୍: ନର୍ଥ ଆଣ୍ଟଲାଟିକ ଟ୍ରିଟି ଅର୍ଗାନାଇଜେସନ(ନାଟୋ)ରେ ସାମିଲ ହେବା ପାଇଁ ଫିନଲ୍ୟାଣ୍ତ ଖୁବଶୀଘ୍ର ଆବେଦନ କରିବ। ସେହିପରି ସ୍ୱିଡେନ ମଧ୍ୟ କିଛି ଦିନ ମଧ୍ୟରେ ଏନେଇ ପ୍ରକ୍ରିୟା ଆରମ୍ଭ କରିବ। ୟୁକ୍ରେନ ପୂର୍ବରୁ ନାଟୋରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିବାରୁ ଦୀର୍ଘ ୨ ମାସରୁ ଅଧିକ!-->…
ଜମ୍ମୁକଶ୍ମୀରରୁ ଆସିଲା ଖୁସି ଖବର: ପୂର୍ବବର୍ଷ ଅପେକ୍ଷା ଏଥର ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଛନ୍ତି କମ ଭାରତୀୟ ଯୁବକ
ଶ୍ରୀନଗର: ଜମ୍ମୁକଶ୍ମୀରରେ ଆତଙ୍କବାଦ ହ୍ରାସ ପାଇବାରେ ଲାଗିଛି। ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସ୍ଥାନୀୟ ଯୁବକଙ୍କ ସଂଖ୍ୟା କମିବାରେ ଲାଗିଛି | ରିପୋର୍ଟ ମୁତାବକ ୨୦୨୧ ତୁଳନାରେ ଚଳିତ ବର୍ଷ ନିଯୁକ୍ତିରେ ପ୍ରାୟ ୬୦ ପ୍ରତିଶତ ହ୍ରାସ ଘଟିଛି। ବିଶେଷ କଥା ହେଉଛି ଗତ ଦୁଇ ବର୍ଷ ମଧ୍ୟରେ!-->…
ଜ୍ଞାନବାପି ମସଜିଦ୍ର ଭିଡିଓଗ୍ରାଫି ଜାରି ରହିବ:କୋର୍ଟ
ବାରାଣସୀ: ତେଜୁଛି କାଶୀ ବିଶ୍ୱନାଥ ଧାମ- ଜ୍ଞାନବାପି ମସଦିଦ୍ ମାମଲା। ବାରାଣସୀରେ ପ୍ରତିଷ୍ଠିତ କାଶୀ ବିଶ୍ୱନାଥ ଧାମ ସଂଲଗ୍ନ ଜ୍ଞାନବାପି ମସଦିଦ୍ର ଭିଡିଓଗ୍ରାଫି ଜାରି ରହିବ। ମଙ୍ଗଳାବାର ସୁଦ୍ଧା ଏହି ଯାଞ୍ଚ ସାରିବାକୁ ସ୍ଥାନୀୟ ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ,!-->…
ଜୁନ୍ ୧୦ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶାର ୩ ଆସନ ପାଇଁ ପଡ଼ିବ ଭୋଟ
ନୂଆଦିଲ୍ଲୀ: ରାଜ୍ୟସଭାର ଖାଲି ପଡ଼ିବାକୁ ଯାଉଥିବା ମୋଟ ୫୭ଟି ଆସନ ପାଇଁ ଜୁନ୍ ୧୦ରେ ଭୋଟିଂ ହେବ। ଓଡ଼ିଶା ସମେତ ମୋଟ ୧୫ଟି ରାଜ୍ୟରେ ଏତେ ସଂଖ୍ୟକ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ଖାଲି ପଡ଼ିବ। ଏନ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ!-->…
ତାଜମହଲର ୨୨ କୋଠରୀ ଖୋଲିବା ମାମଲା: ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ଶକ୍ତ ଝଟ୍କା
ଲକ୍ଷ୍ନୌ: ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀକୁ ଖୋଲିବା ଲାଗି ହୋଇଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତାଜମହଲର ଇତିହାସ ସମ୍ପର୍କରେ ଯାଞ୍ଚ କରିବାକୁ ୨୨ଟି କୋଠରି ଖୋଲିବା ପାଇଁ ଏକ ତଥ୍ୟ ଅନ୍ୱେଷଣକାରୀ ଟିମ୍ ଗଠନ କରିବାକୁ ବିଜେପି ନେତା ରଜନୀଶ ସିଂହ ଆବେଦନ!-->…
ଏଣିକି ମଦ୍ରାସାରେ ଶୁଭିବ ଜାତୀୟ ସଂଗୀତ
ଲକ୍ଷ୍ନୌ: ଏଣିକି ମଦ୍ରାସାରେ ଶୁଭିବ ଜାତୀୟ ସଂଗୀତ। ଉତ୍ତରପ୍ରଦେଶର ମାଦ୍ରାସାରେ ଜାତୀୟ ସଂଗୀତ ଗାନକୁ ବାଧ୍ୟତାମୂଳକ କରାଯାଇଛି। କ୍ଲାସ୍ ଆରମ୍ଭ ପୂର୍ବରୁ ମଦ୍ରାସାର ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଜାତୀୟ ସଂଗୀତ ଗାନ କରିବେ। ଆଜିଠାରୁ ଏହି ନିୟମ ଲାଗୁ ହେବ।ଉତ୍ତର ପ୍ରଦେଶ ସଂଖ୍ୟାଲଘୁ!-->…
ଆସୁଛି ମୌସୁମୀ, ଏଥର ଆଗୁଆ ଛୁଇଁବ
ନୂଆଦିଲ୍ଲୀ: ଅସହ୍ୟ ଗୁଳୁଗୁଳି ଓ ଗରମ ଭିତରେ ସମସ୍ତଙ୍କ ପାଇଁ ଆସିଛି ଖୁସି ଖବର। ଏଥର ସଅଳ ଛୁଁଇବ ମୌସୁମୀ। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ଦୀପପୁଞ୍ଜରେ ମେ’ ୧୫ ତାରିଖରେ ପହଞ୍ଚିବ। ମୌସୁମୀ ଏଥର ଶୀଘ୍ର ଆଗମନ କରୁଥିବା ଭାରୀତୀୟ ପାଣିପାଗ ବିଭାଗ ପକ୍ଷରୁ!-->…
ସଙ୍କଟ ଭିତରେ ଶ୍ରୀଲଙ୍କାରେ ନୂଆ ପ୍ରଧାନମନ୍ତ୍ରୀ ଶପଥ ନେଲେ
କଲମ୍ବୋ: ଶ୍ରୀଲଙ୍କା ସଙ୍କଟ ଭିତରେ ଦେଶରେ ନିଯୁକ୍ତ ହୋଇଛନ୍ତି ନୂଆ ପ୍ରଧାନମନ୍ତ୍ରୀ। ଘୋର ଆର୍ଥିକ ବିପର୍ଯ୍ୟୟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାରେ ରାନିଲ ବିକ୍ରମସିଂଘେ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୨୫ ଆସନ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ରାନିଲ ବିକ୍ରମସିଂଘେଙ୍କ ମାତ୍ର ଜଣେ ସଦସ୍ୟ!-->…
ରାଜପକ୍ଷଙ୍କୁ ଦେଶ ଛାଡ଼ିବା ମନା, ରନିଲ ବିକ୍ରମସିଂହ ହେବେ ନୂଆ ପ୍ରଧାନମନ୍ତ୍ରୀ
କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ। ସେ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ିପାରିବେ ନାହିଁ। ରାଜପକ୍ଷଙ୍କ ସମେତ ତାଙ୍କ ପୁଅ ନମଲ ରାଜପକ୍ଷ ଓ ଅନ୍ୟ ୧୫ ଜଣଙ୍କ ଉପରେ କୋର୍ଟ ସମାନ କଟକଣା ଲାଗୁ କରିଛନ୍ତି।!-->…
ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ଓଡ଼ିଶାରେ ଖାଲିପଡ଼ିଥିବା ୩ଟି ଆସନ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଆସନ୍ତା ଜୁନ୍ ୧୦ ତାରିଖରେ ରାଜ୍ୟରେ ଖାଲିପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମେ' ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀ ମେ' ୩୧ ତାରିଖ!-->…