Browsing Category

ଦେଶ

ଗୋରଖନାଥ ଆକ୍ରମଣକାରୀର ଆଇଏସଆଇଏସ ଲିଙ୍କ ! 

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିର ନିକଟରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଗିରଫ ହୋଇଥିବା ଅହମଦ ମୁର୍ତାଜା ଆବ୍ବାସୀକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜେରା ବେଳେ ଆବ୍ବାସୀର ଲିଙ୍କ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍‌ ସହ ରହିଥିବା ଜଣାପଡ଼ିଛି।ୟୁପି ପୁଲିସ୍‌ର ସୂଚନା…

‘ଯୋଗୀଙ୍କୁ ଲଣ୍ଡା କହିଥିବା ଲୋକ ଏବେ ପ୍ରଶଂସା କରୁଛନ୍ତି’

ମୁମ୍ବାଇ: ମସଜିଦରେ ଲାଉଡ଼ସ୍ପିକର ବ୍ୟବହାରକୁ ନେଇ ଉଠିଥିବା ପ୍ରସଙ୍ଗ ଏବେ ରାଜନୀତି ବୟାନବାଜିରେ ପରିଣତ ହୋଇଛି | ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା ସହ ମସଜିଦରେ ଲାଉଡ଼ସ୍ପିକର ବ୍ୟବହାରକୁ ନେଇ ଏମଏନଏସ(ମହାରାଷ୍ଟ୍ର ନବନିର୍ମାଣ ସେନା) ମୁଖ୍ୟ ରାଜ୍ୟ…

୧୨ରୁ ୧୭ ବର୍ଷୀୟ ଶିଶୁଙ୍କଠାରେ ବ୍ୟବହାର ଲାଗି ‘କୋଭୋଭାକ୍ସ’ ଟିକାକୁ ଅନୁମୋଦନ ଦେଲା ଏନଟିଏଜିଆଇ

ନୂଆଦିଲ୍ଲୀ : ନ୍ୟାସନାଲ୍ ଟେକନିକାଲ୍ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ (ଏନଟିଏଜିଆଇ) ୧୨-୧୭ ବର୍ଷର ପିଲାଙ୍କ ଟିକାକରଣ ଲାଗି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଅନୁମୋଦନ ପ୍ରଦାନ କରିଛି। ଫଳରେ ଦେଶରେ କିଶୋରଙ୍କ କ୍ଷେତ୍ରରେ କରୋନା ନିରୋଧୀ ଟିକାକରଣ…

ଜିଗ୍ନେଶ ମେୱାନୀଙ୍କୁ ମିଳିଲା ଜାମିନ

ଗୌହାଟୀ: ଆସାମ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଶେଷରେ ଜାମିନ ମିଳିଛି। ଜଣେ ମହିଳା ପୁଲିସ୍‌ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ତେବେ ଆଜି ଆସାମର ଗୋଟିଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ପ୍ରଥମେ ମେୱାନୀଙ୍କୁ…

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଗୁଲି ଫୁଙ୍କିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଅମଦାବାଦ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଗୁଜରାଟ ବିଧାନସଭା ପାଇଁ ଆଜି ବିଧିବଦ୍ଧ ଭାବେ ବିଗୁଲି ଫୁଙ୍କିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିସହ ସେ କଂଗ୍ରେସକୁ ସମାଲୋଚନା କରି ଏହା କେବଳ ଗୋଟିଏ ଭାଇ-ଭଉଣୀର ଦଳ ବୋଲି କହି କଟାକ୍ଷ କରିଛନ୍ତି।ଅହମଦାବାଦରେ ଥିବା…

ପ୍ରୟାଗରାଜରେ ରେକର୍ଡ ଭାଙ୍ଗି ୪୭ ଡିଗ୍ରୀ ଛୁଇଁଲା ପାରଦ

ପ୍ରୟାଗରାଜ: ଓଡ଼ିଶା ସମେତ ସମଗ୍ର ଦେଶରେ ଜାରି ରହିଛି ହିଟ୍‌ୱେଭ। ପ୍ରଚଣ୍ଡ ଖରା ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ଦେଶର ବିଭିନ୍ନ ସହରରେ ଦିନର ତାପମାତ୍ରା ରେକର୍ଡ ଭାଙ୍ଗି ଚାଲିଛି। ଏହିକ୍ରମରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ଦେଶର…

ଗୋଷ୍ଠୀ ସଂଘର୍ଷ ପରେ ଜାରି ହେଲା କର୍ଫ୍ୟୁ, ଶିବସେନାର କାର୍ଯ୍ୟାନୁଷ୍ଠାନ

ପଟିଆଲା: ଖଲିସ୍ତାନ ବିରୋଧୀ ଶୋଭାଯାତ୍ରା ବେଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଯୋଗୁ ପଞ୍ଜାବର ପଟିଆଲା ଅଶାନ୍ତ ହୋଇ ଉଠିଛି। ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ପୁଲିସ୍‌ ଫ୍ଲାଗମାର୍ଚ୍ଚ କରିବା ସହ ଚେକିଂ କରୁଛି। ଆଜି…

ରୁଷ ଆଗରେ ନଇଁଲେ ୪ ୟୁରୋପୀୟ ଦେଶ, ୯ରେ ୟୁକ୍ରେନ ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଧମକ ଆଗରେ ୟୁରୋପର ୪ ଦେଶ ନଇଁଛନ୍ତି। ସେମାନେ ରୁଷ ଠାରୁ ଗ୍ୟାସ କିଣିବା ନିମନ୍ତେ ରୁବେଲରେ ଅର୍ଥ ଦେବାକୁ ରାଜି ହୋଇଯାଇଛନ୍ତି। ରୁଷରେ ଚାଲୁଥିବା ରୁବେଲରେ ଅର୍ଥ ଜମା କରିଲେ ହିଁ ଗ୍ୟାସ ଓ ତୈଳ ଦିଆଯିବ ବୋଲି ରୁଷ ଧମକ ଦେଇଥିଲା।…

ସାଂସଦଙ୍କୁ ମୋବାଇଲ ନମ୍ବର ମାଗି ହରଡ଼ଘଣାରେ କ୍ରୀଡାସାମଗ୍ରୀ ଭିତ୍ତିକ ବ୍ରାଣ୍ଡ ଡେକାଥଲନ୍

ନୂଆଦିଲ୍ଲୀ: ସାଂସଦଙ୍କୁ ମୋବାଇଲ ନମ୍ବର ମାଗିବାରୁ ହରଡ଼ଘଣାରେ ପଡିଲା କ୍ରୀଡାସାମଗ୍ରୀ ଭିତ୍ତିକ ବ୍ରାଣ୍ଡ ଡେକାଥଲନ୍ | ଏହି କମ୍ପାନି ବିରୋଧରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର ସଙ୍ଗୀନ ଅଭିଯୋଗ ଆଣିଛନ୍ତି | ଡେକାଥଲନ୍ ବିରୋଧରେ ମହୁଆ ଟ୍ୱିଟରରେ ଅଭିଯୋଗ କରିଛନ୍ତି | ସୂଚନା ମୁତାବକ…

ଜଣେ ବ୍ୟକ୍ତି ଗୋଟିଏ ପଦବୀ : କମଲନାଥଙ୍କ ପରେ ଅଧୀର ରଞ୍ଜନ ଓ ରଣଦୀପ ସୁରଜେୱାଲାଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ମଧ୍ୟପ୍ରଦେଶରେ ବିରୋଧୀ ଦଳର ନେତା ପଦରୁ କମଲନାଥ ଏହି ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ କମଲନାଥଙ୍କ ପାଖରେ ଦୁଇଟି ପଦବୀ ଥିଲା ଏବଂ ଜଣେ ବ୍ୟକ୍ତି ଗୋଟିଏ ପୋଷ୍ଟ ଆଧାରରେ କଂଗ୍ରେସ…