Browsing Category

ଦେଶ

ସେନାର ସାଇବର ନିରାପତ୍ତାରେ ତ୍ରୁଟି, ଆରମ୍ଭ ହେଲା ତଦନ୍ତ

ନୂଆଦିଲ୍ଲୀ: ସେନା ବାହିନୀର ସାଇବର ନିରାପତ୍ତାରେ ବଡ଼ଧରଣର ତ୍ରୁଟି ହୋଇଥିବା ଜାଣିବାକୁ ପାଇଛି ଗୁଇନ୍ଦା ବିଭାଗ। କିଛି ସେନା ଅଧିକାରୀଙ୍କ ହ୍ୱାଟ୍‌ସଆପ୍‌ରେ ଶତ୍ରୁ ଦେଶର ଲିଙ୍କ ରହିଥିବା ଜଣାପଡ଼ିଛି। ମିଲିଟାରୀ ଓ ଗୁଇନ୍ଦା ବିଭାଗ ମିଳିତ ଭାବେ ଏହି ଘଟଣାର ପର୍ଦ୍ଦାଫାସ କରିଛନ୍ତି।ପଡ଼ୋଶୀ…

ଚାଉଳ ଓ ଗହମ ଠାରୁ ଦେଶରେ ଅଧିକ ଉତ୍ପାଦନ ହେଉଛି ଦୁଗ୍ଧ

ନୂଆଦିଲ୍ଲୀ: ଦେଶରେ ବାର୍ଷିକ ଚାଉଳ ଓ ଗହମ ଠାରୁ ଅଧିକ ଉତ୍ପାଦନ ହେଉଛି ଦୁଗ୍ଧ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସେ କହିଛନ୍ତି ଦେଶରେ ବାର୍ଷିକ ୮.୫ ଲକ୍ଷ କୋଟି ଟଙ୍କାର ଦୁଗ୍ଧ ଉତ୍ପାଦନ ହେଉଛି। ଏବେ ସମଗ୍ର ବିଶ୍ୱରେ ଦୁଗ୍ଧ ଉତ୍ପାଦନରେ ଭାରତ ଅଗ୍ରଣୀ। ଖାଦ୍ୟ…

ଧାର୍ମିକ ଶୋଭାଯାତ୍ରା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଧାର୍ମିକ ଶୋଭାଯାତ୍ରା ବେଳେ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ଘଟୁଥିବାର ଖବର ଆସିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ରାତିରେ ଗୋଟିଏ ଜରୁରୀ ବୈଠକ କରିଥିଲେ। ଏହି ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି…

ଶ୍ରୀଲଙ୍କାକୁ ଭାରତର ସହାୟତା, ପ୍ରଶଂସା କଲା ଆଇଏମଏଫ

ୱାଶିଂଟନ: ଅର୍ଥନୀତିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାକୁ ପଡ଼ୋଶୀ ଭାରତ ସବୁ ପ୍ରକାରର ସହାୟତା କରୁଛି। ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ତୈଳ ଭଳି ଜରୁରୀ ଜିନିଷ ଭାରତ ସରକାର ଶ୍ରୀଲଙ୍କାକୁ ପଠାଉଛନ୍ତି। ଭାରତର ଏପରି ସହାୟତାକୁ ଆଇଏମଏଫର ଏମଡି କ୍ରିଷ୍ଟାଲିନା…

ସ୍କୁଲକୁ ଟାର୍ଗେଟ କରି ସିରିଜ୍‌ ବିସ୍ଫୋରଣ, ୨୫ ଶିକ୍ଷାର୍ଥୀ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକାଧିକ ସ୍କୁଲକୁ ଟାର୍ଗଟ କରି ଆଜି ବଡ଼ ବଡ଼ ବିସ୍ଫୋରଣ କରାଯାଇଛି। ଏଯାଏ ଏଥିରେ ୨୫ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କ ସଂଖ୍ୟା ଜଣାପଡ଼ି ନଥିଲେ ମଧ୍ୟ ଆମ୍ବୁଲାନ୍ସ ଓ ସୁରକ୍ଷାକର୍ମୀଙ୍କ ଗାଡ଼ିରେ…

ଯୁବତୀଙ୍କୁ ଅପହରଣ ପରେ ୨ ଦିନ କାଳ ଦୁଷ୍କର୍ମ, ଟିଆରଏସର ନେତାଙ୍କ ପୁଅ ସଂପୃକ୍ତ

ସୂର୍ଯ୍ୟପେଟ: ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଅପହରଣ ପରେ ୨ ଦିନ କାଳ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତ ପ୍ରଥମେ ଯୁବତୀଙ୍କୁ ନିଶା ଦେଇଥିଲେ ଓ ଏହାପରେ ପଣବନ୍ଦୀ କରି ତାଙ୍କୁ ଦୁଷ୍କର୍ମ କରିଥିବା ଖୋଦ ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି।ତେଲେଙ୍ଗାନାର…

କଂଗ୍ରେସ ଶାସନ କାଳରେ ସାମ୍ପ୍ରଦାୟିକ ହିଂସା ସଂଖ୍ୟା ଅଧିକ: ବିରୋଧୀଙ୍କୁ ଖୋଲା ଚିଠିରେ ଜେ.ପି. ନଡ୍ଡାଙ୍କ ଜବାବ

ନୂଆଦିଲ୍ଲୀ: କଂଗ୍ରେସ ଶାସନ କାଳରେ ଦେଶରେ ଅଧିକ ସାମ୍ପ୍ରଦାୟିକ ହିଂସା ହୋଇଥିବା କଥା ଆଜି ‘ବିଜେପି’ ମୁଖ୍ୟ ଜେ.ପି. ନଡ୍ଡା ବିରୋଧୀ ଦଳମାନଙ୍କ ପ୍ରତି ଲେଖିଥିବା ଖୋଲା ଚିଠିରେ କହିଛନ୍ତି।ଦେଶରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଉଛି ବୋଲି ୧୩ଟି ରାଜନୈତିକ ଦଳ ଦେଇଥିବା ମନ୍ତବ୍ୟର…

କଡ଼ ଲେଉଟାଇଲାଣି କରୋନା, ୯୦% ବଢ଼ିଲା ଦୈନିକ ମାମଲା

ନୂଆଦିଲ୍ଲୀ: ଦେଶରେ ପୁଣି ମୁଣ୍ଡ ଟେକିଲାଣି ମହାମାରୀ କରୋନା। ଧୀରେ ଧୀରେ ହେଲାଣି ଉପରମୁହାଁ। ବେଶ୍‌ କିଛି ଦିନର ବିରତି ପରେ ଏବେ କରୋନା କଡ ଲେଉଟାଇଲାଣି। ବଢ଼ିଲାଣି ଦୈନିକ ସଂକ୍ରମଣ ମାମଲା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ୨୧୮୩ଟି କରୋନା ମାମଲା ଚିହ୍ନଟ ହୋଇଛି। ସେହିପରି କରୋନାରେ ଆକ୍ରାନ୍ତ…

ଝୁଲନ୍ତା ଅବସ୍ଥାରେ ବିଧାୟକ ପତ୍ନୀଙ୍କ ମୃତ ଦେହ ଉଦ୍ଧାର

ମୁମ୍ବାଇ: ଝୁଲନ୍ତା ଅବସ୍ଥାରେ ବିଧାୟକ ପତ୍ନୀଙ୍କ ମୃତ ଦେହ ଉଦ୍ଧାର। ଶିବସେନା ବିଧାୟକ ମଙ୍ଗେଶ କୁଦଲକରଙ୍କ ପତ୍ନୀ ରଜନୀଙ୍କ ମୃତ ଦେହକୁ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ରବିବାର ମୁମ୍ବାଇସ୍ଥିତ ତାଙ୍କ ବାସଭବନରୁ ରଜନୀଙ୍କ ମୃତ ଦେହକୁ ପୁଲିସ ଜବତ କରିଛି। ମୃତ ଦେହକୁ ପୁଲିସ ବ୍ୟବଚ୍ଛେଦ…

ମୋଦିଙ୍କ ଗସ୍ତ ପୂର୍ବରୁ ଗୁଜରାଟରେ ହିଂସା, ୧୦ ଗିରଫ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଗୁଜରାଟରେ ହିଂସା। ଗୁଜରାଟର ବଡୋଦରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଛି। ବଡୋଦରାର ରାୱପୁରା ଟାୱାର ପାଖରେ ଗତ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରସ୍ପର ଉପରକୁ ପଥର ମାଡ ମଧ୍ୟ କରିଥିଲେ।…