Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପୁଣି ବିବାଦୀୟ ବୟାନ ଦେଲେ ବାବା ନରସିଂହାନନ୍ଦ, ହିନ୍ଦୁମାନଙ୍କୁ କହିଲେ ଅଧିକ ଛୁଆ ଜନ୍ମ କର
ନୂଆଦିଲ୍ଲୀ: ହରିଦ୍ୱାର ହେଟ୍ସ୍ପିଚ୍ ମାମଲାରେ ଜାମିନରେ ଜେଲ୍ରୁ ମୁକୁଳିଥିବା ବାବା ୟତି ନରସିଂହାନନ୍ଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ହିମାଚଳ ପ୍ରଦେଶର ଉନାରେ ଏକ ଧର୍ମିକ ସମ୍ମିଳନୀ ବେଳେ ସେ ନିଜ ଜାମିନ ସର୍ତ୍ତର ଉଲ୍ଲଙ୍ଘନ କରି ପୁଣି ଥରେ ଘୃଣାଭାବ ସୃଷ୍ଟି କରୁଥିବା ଭଳି!-->…
ଜେଲେନସ୍କିଙ୍କ ମୋହ ଭଙ୍ଗ: କହିଲେ ବିଶ୍ୱର ଆଉ କାହାକୁ ବିଶ୍ୱାସ ନାହିଁ
କିଭ୍: ଆକ୍ରମଣମାରୀ ରୁଷ ବିରୋଧରେ ବାରମ୍ବାର ସାହାଯ୍ୟ ସହାୟତା ପାଇଁ ବିଶ୍ୱ ସମୁଦାୟକୁ ନିବେଦନ କରି ଶେଷରେ ନିରାଶ ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲରଦିମିର ଜେଲେନସ୍କି। ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଯାହା କିଛି ସାହାଯ୍ୟ ସହାୟତା ମିଳିଛି ତାହା ଆଶାନୁରୂପକ ନୁହଁ। ଏମିତି ଯେଉଁ ନାଟୋ!-->…
ମନ୍ତ୍ରୀ ପୁଅଙ୍କ ଜାମିନ ଖାରଜ, ସପ୍ତାହକ ଭିତରେ ସରେଣ୍ଡର କରିବାକୁ ନିର୍ଦ୍ଦେଶ
ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ବଢ଼ିଲା ମନ୍ତ୍ରୀ ପୁଅ ତଥା ଏହି ଘଟଣା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅଡୁଆ। ସୁପ୍ରିମକୋର୍ଟରୁ ଲାଗିଲା ତାଙ୍କୁ ବଡ ଝଟ୍କା। ଖାରଜ ହେଲା ତାଙ୍କ ଜାମିନ। ସୁପ୍ରିମକୋର୍ଟ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ଆଜି ଖାରଜ!-->…
ବିହାର କଂଗ୍ରେସର ଦାୟିତ୍ୱ ନେବେ କହ୍ନୈୟା କୁମାର !
ପାଟନା: ବିହାରରେ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସକୁ ପୁଣି ଥରେ ସକ୍ରିୟ କରିବାର ଉଦ୍ୟମ ଆରମ୍ଭ ହୋଇଛି। ବିହାର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ମଦନ ଝାଙ୍କ ଇସ୍ତଫା ପରେ ନୂତନ ଅଧ୍ୟକ୍ଷ କିଏ ହେବେ, ସେନେଇ କଳ୍ପନା ଜଳ୍ପନାର ଜାରି ରହିଥିବା ବେଳେ ଏବେ ଏକ ନୂଆ ନାଁ ସାମ୍ନାକୁ!-->…
ଭାରତ ଗସ୍ତ ପୂର୍ବରୁ ରୁଷକୁ ନେଇ ଏଭଳି ଟ୍ବିଟ କଲେ ବୋରିସ୍ ଜନସନ
ନୂଆଦିଲ୍ଲୀ: ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏପ୍ରିଲ୍ ୨୧ ତାରିଖରେ ଭାରତରେ ପହଞ୍ଚିବେ ବୋଲି ରବିବାର ଦିନ ତାଙ୍କ କାର୍ଯ୍ୟାଳୟ ସୁନିଶ୍ଚିତ କରିଛି। ଏହା ପୂର୍ବରୁ ବୋରିସ ଜନସନ ଏକ ଟ୍ବିଟ କରିଛନ୍ତି। ଟ୍ବିଟରେ!-->…
ଲଖିମପୁର ହିଂସା: ଆଶିଷ ମିଶ୍ରଙ୍କ ଜାମିନ ବାତିଲ ମାମଲା; ଆସନ୍ତାକାଲି ରାୟ ଘୋଷଣା କରିବେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ଲଖିମପୁର- ଖେରୀ ହିଂସା ମାମଲାରେ ଅଭିଯୁକ୍ତ ଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ବାତିଲ କରିବାକୁ ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମ କୋର୍ଟ ନିଜର ରାୟ ଘୋଷଣା କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ ଭି ରମଣାଙ୍କ ନେତୃତ୍ୱରେ ଗଠିତ!-->…
ସପିଂ ମଲ୍ରେ ଗୁଳିମାଡ଼, ୧୨ ଆହତ
ୱାଶିଂଟନ: ସପିଂ ମଲ୍ରେ ଆଖିବୁଜା ଗୁଳିମାଡ। କିଛି ଦୁର୍ବୃତ୍ତ ସପିଂ ମଲ୍ ଭିତରେ ପଶି ଲୋକଙ୍କ ଉପରକୁ ଗୁଳିମାଡ କରିଛନ୍ତି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ଏଭଳି କିଛି ଘଟଣା ଘଟିଛି ଆମେରିକାର ସାଉଥ କ୍ୟାରୋଲିନା ସ୍ଥିତ କଲମ୍ବିଆନ୍ ସହରର ଏକ ମଲ୍ରେ।ସାଉଥ କାରୋଲିନାର କଲମ୍ବିଆନ୍ ସହରରେ!-->…
ରାଜଧାନୀରେ ପୁଣି ଡରାଇଲାଣି କରୋନା, ୧୨୦୦ ଟପିଲା ସକ୍ରିୟ ମାମଲା
ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା। ବେଶ୍ କିଛି ଦିନର ବ୍ରେକ୍ ପରେ ପୁଣି ଉପର ମୁହାଁ ହେବାକୁ ଲାଗିଛି ଏହି ମାରାତ୍ମକ ଭାଇରସ। ଦେଶର ରାଜଧାନୀ ଦିଲ୍ଲୀରେ କରୋନା ପୁଣି କଡ଼ ଲେଉଟାଇଛି। ଏଠାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।ଶନିବାର ଦିନ!-->…
ସରକାରଙ୍କ ଅବହେଳା ପାଇଁ କୋଭିଡ୍ରେ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି: ରାହୁଲ ଗାନ୍ଧି
ନୂଆଦିଲ୍ଲୀ: କୋଭିଡ୍ ଜନିତ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି ଯେ, ସରକାରଙ୍କ ଅବହଳା ପାଇଁ କୋଭିଡ୍ ମହାମାରୀରେ ଦେଶରରେ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ପ୍ରତ୍ୟେକ ୪ଲକ୍ଷ ଟଙ୍କା ଆର୍ଥିକ ସହୟତା!-->…
ଦିଲ୍ଲୀ ହିଂସା ମାମଲା: ଆଉ ୬ ଅଭିଯୁକ୍ତ ଗିରଫ
ଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ପୁଲିସ ଆଉ ୬ ଜଣଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ୨୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ସେମାନଙ୍କଠାରୁ ୫ଟି ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଅନ୍ୟପଟେ ଦିଲ୍ଲୀ ଜାହାଙ୍ଗିରପୁରୀ!-->…