Browsing Category

ଦେଶ

ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନକୁ ଚେତାବନୀ ଦେଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆଫାଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିଥିବା ପାକିସ୍ତାନକୁ ଚେତାବନୀ ଦେଇଛି ଆଫଗାନିସ୍ତାନ। ଆଫଗାନିସ୍ତାନର ସୂଚନା ଏବଂ ସଂସ୍କୃତି ମନ୍ତ୍ରୀ ଜୁବିଉଲ୍ଲ ମୁଜାହିଦ୍‌ ଚେତବାନୀ ଦେଇ କହିଛନ୍ତି ଯେ ପାକିସ୍ତାନ ଆମର ଧର୍ଯ୍ୟ ପରୀକ୍ଷା କରିବା ଉଚିତ ନୁହଁ। ଆଫଗାନିସ୍ତାନ ମଧ୍ୟ…

ଦେଶରେ ସାମ୍ପ୍ରଦାୟିକ ଅସହିଷ୍ଣୁତା ନାହିଁ: ମୁକ୍ତାର ଆବାସ୍‌ ନକବୀ

ମୁମ୍ବାଇ: ନିଜର ଆସ୍ଥା ଏବଂ ବିଶ୍ୱାସର ପ୍ରତୀକକୁ ମାନି ଚଳିବା ପାଇଁ ଭାରତୀୟମାନଙ୍କର ସ୍ୱାଧୀନତା ରହିଛି। ଦେଶରେ ସାମ୍ପ୍ରଦାୟିକ ଅସହିଷ୍ଣୁତା ନାହିଁ ବୋଲି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁକ୍ତାର ଆବାସ୍‌ ନକବୀ କହିଛନ୍ତି। ସମ୍ପ୍ରତି ଦେଶରେ ଧାର୍ମିକ ହିଂସା ବୃଦ୍ଧି ପାଉଥିବା ବେଳେ ଏହା…

ମସ୍‌ଜିଦରୁ ଲାଉଡ୍‌ ସ୍ପିକର ହଟାଇବାକୁ ସମୟ ଦେଲେ ରାଜ୍ ଠାକରେ

ମୁମ୍ବାଇ: ମେ’ ୩ ସୁଦ୍ଧା ଯଦି ମସଜିଦଦରୁ ଲାଉଡ୍‌ ସ୍ପିକର ନହଟେ ତେବେ ହିନ୍ଦୁ ଭାଇମାନଙ୍କୁ ପ୍ରସ୍ତୁତ ରହିବାକୁ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଦେଶର ସବୁ ହିନ୍ଦୁ ପ୍ରେମୀମାନଙ୍କୁ ମେ’ ୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ…

ପାକିସ୍ତାନର ପଞ୍ଜାବ ବିଧାନସଭାରେ ଉପବାଚସ୍ପତିଙ୍କ କେଶ ଟାଣିବା ସହ ପିଟିଲେ ପିଟିଆଇ ନେତା

ଲାହୋର: ଶନିବାର ଦିନ ପାକିସ୍ତାନର ପଞ୍ଜାବ ବିଧାନସଭାରେ ଇମ୍ରାନ ଖାନଙ୍କ ଦଳ ପିଟିଆଇର ନେତାମାନେ ସୀମା ଟପିଯାଇଛନ୍ତି । ବିଧାନସଭାରେ ଅଧିବେଶନ ଆରମ୍ଭ ହେବା ମାତ୍ରେ ପିଟିଆଇ ନେତାମାନେ ଉପ ବାଚସ୍ପତି ମହମ୍ମଦ ମଜ୍ରିଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ପିଟିଆଇ…

ନଦିଆ ଦୁଷ୍କର୍ମ ଘଟଣା: ତୃତୀୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ

କୋଲକାତା: ପଶ୍ଚିମବଙ୍ଗର ନଦିଆରେ ହୋଇଥିବା ଦୁଷ୍କର୍ମ ଘଟଣାର ତୃତୀୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ସୂଚନା ଅନୁଯାୟୀ ରମଜିତ ମଲିକ ନାମକ ଜଣେ ବ୍ୟକ୍ତିଙ୍କୁ ସିବିଆଇ ଗିରଫ କରିଛି। ଏହାପୂର୍ବରୁ ପଶ୍ଚିମବଙ୍ଗ ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଥିଲା। ଟିଏମସି ନିୟନ୍ତ୍ରିତ…

ସୋନିଆଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଯୋଗଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଦୀର୍ଘଦିନ କଳ୍ପନା ଜଳ୍ପନା ଲାଗି ରହିଛି। ଏବେ ଏହି ଚର୍ଚ୍ଚାର ଏକପ୍ରକାର ଅବସାନ ଘଟିବାକୁ ଯାଉଛି। ଖୁବ୍‌ଶ୍ରୀଘ୍ର ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହୋଇପାରନ୍ତି। ପ୍ରଶାନ୍ତଙ୍କୁ ଦଳ ଅଫର ଦେଇଥିବା…

ପଶ୍ଚିମବଙ୍ଗ ଉପନିର୍ବାଚନରେ ତୃଣମୂଳ ପ୍ରାର୍ଥୀ ଶତ୍ରୁଘ୍ନ ଓ ବାବୁଲ ବିଜୟୀ

କୋଲକାତା: ପଶ୍ଚିମବଙ୍ଗରେ ଗୋଟିଏ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବି ତୃଣମୂଳ କଂଗ୍ରେସ(ଟିଏମି) ତାର ଦବଦବା ଜାହିର କରିଛି। ଆଜି ହୋଇଥିବା ଭୋଟ ଗଣତିରେ ପ୍ରତିପକ୍ଷ ବିରୋଧୀଙ୍କୁ ପଛରେ ପକାଇ ଟିଏମସି ବିପୁଳ ଭୋଟ୍ ବ୍ୟବଧାନରେ ଜିତିଛି। ବେଙ୍ଗଲର ବାଲିଗଞ୍ଜ…

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ ରୁଷ ମନା

ମସ୍କୋ: ଏଣିକି ଆଉ ରୁଷ ଯାଇ ପାରିବେନି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ। ବୋରିସ ଜନସନ୍‌ଙ୍କୁ ଏବେ ମସ୍କୋ ମନା। କେବଳ ବୋରିସ ଜନସନ୍‌ ନୁହନ୍ତି, ଅନେକ ଶୀର୍ଷ ଅଧିକାରୀମାନଙ୍କୁ ମଧ୍ୟ ରୁଷରେ ପ୍ରବେଶ ବାରଣ କରାଯାଇଛି। ଏଭଳି କଡା ପ୍ରତିବନ୍ଧକ ଲଗାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌…

ଆରଏସଏସ୍ କର୍ମୀଙ୍କୁ ଗଳା କାଟି ହତ୍ୟା  

ପାଲକକଡ଼(କେରଳ): କେରଳର ପାଲକକଡ଼ ଅଞ୍ଚଳରେ ଜଣେ ଆରଏସଏସ୍ କର୍ମୀଙ୍କୁ ଶନିବାର ଗଳାକାଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା କର୍ମୀ ଜଣକ ହେଲେ ୪୫ ବର୍ଷୀୟ ଶ୍ରୀନିବାସନ। ପାଲକକଡ଼ ଟାଉନ୍‌ରେ ଏକ ଗୋଷ୍ଠୀ ପକ୍ଷରୁ ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଶ୍ରୀନିବାସନ ତାଙ୍କ…

ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ : ୩୦ ମୃତ

ନୂଆଦିଲ୍ଲୀ: ପଡ଼ୋଶୀ ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିଛି ପାକିସ୍ତାନ। ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିବା ସୂଚନା ମିଳିଛି। ଏହି ଖବରକୁ ନେଇ ଆଫଗାନିସ୍ତାନର ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି। ଶୁକ୍ରବାର ରାତି ଅର୍ଥାତ ଏପ୍ରିଲ ୧୫ ତାରିଖରେ ଏହି…