Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପ୍ରଥମଥର ‘ପୁଟିନଙ୍କ ଯୁଦ୍ଧ’କୁ ନରସଂହାର ବୋଲି କହିଲେ ରାଷ୍ଟ୍ରପତି ବାଇଡେନ
ୱାଶିଂଟନ: ରୁଷ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ କରୁଥିବା ଯୁଦ୍ଧକୁ ବାଇଡେନ ପ୍ରଥମଥର ପାଇଁ ନରସଂହାର ଭାବେ ଅବିହିତ କରିଛନ୍ତି। ୟୁକ୍ରେନରେ ପୁଟିନ ସେନା ନରସଂହାର କରୁଛି ବୋଲି!-->…
ରଙ୍ଗିଲା ପାକ୍ ପ୍ରଧାନମନ୍ତ୍ରୀଙ୍କ ୫ ପତ୍ନୀ, ଜଣଙ୍କ ପ୍ରେମରେ କରିଥିଲେ ବ୍ରିଜ
ଇସଲାମାବାଦ: ଚର୍ଚ୍ଚାରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ। ଇମ୍ରାନ ଖାନ ଅନାସ୍ଥା ଭୋଟରେ ହାରିବା ପରେ ଶାହବାଜ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ରଙ୍ଗୀନ ବ୍ୟକ୍ତିଗତ ଜୀବନକୁ ନେଇ ତଥ୍ୟ ସାମ୍ନାକୁ!-->…
ମାରିୟୁପୁଲକୁ ଦଖଲ କଲା ଋଷ
ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷର ଆକ୍ରମଣକୁ ୬ ସପ୍ତାହ ବିତିଲାଣି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଥମୁନଥିବା ବଳେ ରୁଷ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ଘମାଘୋଟ୍ ଯୁଦ୍ଧ ମଧ୍ୟରେ ବନ୍ଦର ସହର ମାରିୟୁପୁଲକୁ ଦଖଲ କରିନେଇଛି ରୁଷ। ୟୁକ୍ରେନ୍ର ଗୋଟିଏ ପରେ ଗୋଟିଏ ଅଞ୍ଚଳ ଦଖଲ କରି ଚାଳିଥିବା ରୁଷ!-->…
ଏକକାଳୀନ ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ, ୟୁଜିସି ନେଲା ନିଷ୍ପତ୍ତି
ନୂଆଦିଲ୍ଲୀ: ଏଣିକି ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ | ଏଣିକି ଫିଜିକାଲ ମୋଡରେ ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ ଦୁଇଟି ପୂର୍ଣ୍ଣକାଳୀନ ଡିଗ୍ରି କୋର୍ସ କରିବାକୁ ଅନୁମତି ଦେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିଷ୍ପତ୍ତି ନେଇଛି। ୟୁଜିସି ଅଧ୍ୟକ୍ଷ!-->…
ନିଜକୁ ଦେବାଳିଆ ଘୋଷଣା କଲା ଶ୍ରୀଲଙ୍କା
କଲମ୍ବୋ: ଦିନକୁ ଦିନ ଶ୍ରୀଲଙ୍କାରେ ଘନେଇବାରେ ଲାଗିଛି ଆର୍ଥିକ ସଙ୍କଟ। ଋଣ ବୋଝରେ ପୋତି ହୋଇଗଲାଣି ଦେଶ। ଖାଦ୍ୟ ଓ ଅତ୍ୟାବାଶ୍ୟକ ସାମଗ୍ରୀକୁ ନେଇ ଏଠାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଦରଦାମ୍ ହୁ ହୁ ହୋଇ ବଢ଼ି ଚାଲିଛି। ଏହାରି ଭିତରେ ନିଜକୁ ଦେବାଳିଆ ଘୋଷଣା କରିଛି!-->…
ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ନବନିର୍ବାଚିତ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ: ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଆଜି ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋମବାର ଶରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଏହି ଶୁଭେଚ୍ଛା ବାର୍ତ୍ତାକୁ!-->…
ତିରୁପତିରେ ଦଳାଚକଟା, ୩ ଗୁରୁତର
ଚେନ୍ନାଇ: ଆନ୍ଧ୍ରପ୍ରଦେଶର ତିରୁପତିରେ ଦଳଚକଟା। ତିରପତି ଜିଲ୍ଲାର ତିରୁମାଲା ଭେଙ୍କେଟଶ୍ୱର ମନ୍ଦିରରେ ଦଳାଚକଟା ହୋଇଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି।ଆଜି ସକାଳେ ସର୍ବଦର୍ଶନ ଟିକେଟ ନେବା ପାଇଁ ମନ୍ଦିରର ଟିକେଟ୍ କାଉଣ୍ଟରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ଏହାପରେ ଠେଲାପେଲା!-->…
‘ଭାରତରେ ବଢ଼ୁଛି ମାନବାଧିକାର ଉଲ୍ଲଙ୍ଘନ ମାମଲା, ନଜର ରଖିଛି ଆମେରିକା’
ୱାଶିଂଟନ: ଭାରତ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ। ଭାରତରେ ବର୍ତ୍ତମାନ ମାବାଧିକାର ଉଲ୍ଲଙ୍ଘନ ବଢ଼ି ଚାଲିଛି। ଏହା ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି। କିଛି ଅଧିକାରୀ ଭାରତରେ ମାନବାଧିକାରକୁ ଉଲ୍ଲଙ୍ଘନ କରୁଛନ୍ତି ବୋଲି ସେ!-->…
ୟୁପି ବିଧାନ ପରିଷଦ ନିର୍ବାଚନରେ ବିଜେପିର ବଡ଼ ବିଜୟ, ଖାତା ଖୋଲିପାରିଲାନି ସପା
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଥିବା ବିଜେପି ବିଧାନ ପରିଷଦରେ ମଧ୍ୟ ତା’ର ଦବଦବା ଦେଖାଇଛି। ଦଳ ୩୬ଟି ବିଧାନ ପରିଷଦ ଆସନରୁ ୩୩ଟିରେ ବାଜିମାତ କରିଛି। ସେହିପରି ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି କୌଣସି ବି ବିଧାନ ପରିଷଦ ଆସନ ଜିତି ନ ପାରିବା,!-->…
ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି ମମତା: ନିର୍ଭୟାଙ୍କ ମା’
କୋଲକାତା: ‘ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି। ଏହି ଆସନରେ ବସିବା ପାଇଁ ତାଙ୍କର ଅଧିକାର ନାହିଁ। ଦୁଷ୍କର୍ମକୁ ନେଇ ସମ୍ବେଦନଶୀଳ ନଥିବା ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି।’ ଆଜି ଏଭଳି କିଛି କଡା ଭାଷାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା!-->…