Browsing Category

ଦେଶ

କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦଙ୍କୁ ୩୧ ବର୍ଷ ଜେଲ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦଙ୍କୁ ଶକ୍ତ ଝଟକା। ଖୋଦ ପାକିସ୍ତାନରେ ସେ ଦୋଷୀ ସାବ୍ୟସ୍ତ ହୋଇଛି । ତାଙ୍କୁ ପାକିସ୍ତାନର ଆତଙ୍କବାଦୀ ନିରୋଧୀ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବା ବିଶେଷ…

ଜେଲରେ ଆଶାରାମ, ଆଶ୍ରମ ଭିତରୁ ମିଳିଲା ନାବାଳିକାର ମୃତ ଦେହ

ଲକ୍ଷ୍ନୌ: ଏପ୍ରିଲ ୫ରୁ ନିଖୋଜ ଥିବା ଜଣେ ୧୪ ବର୍ଷୀୟ ନାବାଳିକାର ମୃତ ଦେହ ରହସ୍ୟଜନକ ଭାବେ ଉଦ୍ଧାର ହୋଇଛି। ତାଙ୍କ ମୃତଦେହକୁ ଆତ୍ମଘୋଷିତ ଭଗବାନ ତଥା ଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କ ଆଶ୍ରମ ଭିତରେ ପାର୍କିଂ ହୋଇଥିବା କାର ଭିତରୁ ମିଳିଛି ।…

ବ୍ୟାପମ ଦୁର୍ନୀତି ବିରୋଧରେ ମୁହଁ ଖୋଲି ଆନନ୍ଦ ରାୟ ଗିରଫ, ଚାକିରିରୁ ନିଲମ୍ବିତ

ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ ମୁହଁ ଖୋଲି ଫସିଲେ। ବହୁଚର୍ଚ୍ଚିତ ବ୍ୟାପମ ସ୍କାମର ପର୍ଦ୍ଦାଫାଶକାରୀ ତଥା ନିକଟରେ ମଧ୍ୟପ୍ରଦେଶ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଏମପିଟିଇଟି)ରେ ହୋଇଥିବା ଅନିୟମିତତାର ଗୁମର ଖୋଲିଥିବା ଆନନ୍ଦ ରାୟଙ୍କୁ ଗୁରୁବାର ଦିଲ୍ଲୀର ଏକ ହୋଟେଲରୁ ଗିରଫ କରାଯାଇଛି। ଏଥିସହ…

ମୁସଲିମ ଦେଶମାନଙ୍କରେ ଲାଉଡସ୍ପିକରରେ ଆଜାନ ପାଇଁ ଅନୁମତି ନାହିଁ, ଭାରତରେ କାହିଁକି ବଜାଇବାକୁ ଅନୁମତି ମିଳୁଛି:…

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମହାରାଷ୍ଟ୍ର ଏବଂ ମୁମ୍ବାଇର ମସଜିଦ ଉପରେ ଲଗାଯାଇଥିବା ଲାଉଡସ୍ପିକରରେ ଆଜାନକୁ ବିରୋଧ କରୁଥିବାରୁ ଏହାକୁ ନେଇ ବିତର୍କ ତୀବ୍ର ହୋଇଛି। ଏହି ସମୟରେ ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡ଼ୱାଲ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ…

ଭାରତରେ ନିର୍ମାଣ ହେବ ଡ୍ରୋନ ଧ୍ବଂସକାରୀ ଅସ୍ତ୍ର 

ନୂଆଦିଲ୍ଲୀ : ଏଣିକି ଭାରତରେ ନିର୍ମାଣ ହେବ ଡ୍ରୋନ-ନିରୋଧୀ ସିଷ୍ଟମ । ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ପକ୍ଷରୁ ଏହି ଟେକନଲୋଜୀର ବିକାଶ କରାଯାଇଛି । ଏହି ଟେକନଲୋଜୀକୁ ବ୍ୟବହାର କରି କେତେକ ଭାରତୀୟ କମ୍ପାନି ଡ୍ରୋନ-ନିରୋଧୀ ସିଷ୍ଟମ ନିର୍ମାଣ କରିବେ ।ଆଜି କେନ୍ଦ୍ର…

ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌କୁ ସାହାଯ୍ୟ କଲେ ଚୀନ୍‌ ଉପରେ ଲାଗୁ ହୋଇପାରେ କଟକଣା: ଆମେରିକାର ଚେତାବନୀ

ୱାସିଂଟନ୍‌: ୟୁକ୍ରେନ୍‌ ଯୁଦ୍ଧ ନିମନ୍ତେ ମସ୍କୋକୁ ଯୁଦ୍ଧ ଉପକରଣ ଯୋଗାଇଲେ ପରିଣାମ କ’ଣ ହେବ ତାହା ରୁଷ୍‌ ବିରୋଧରେ ଲାଗୁ ହୋଇଥିବା କଟକଣାରୁ ଚୀନ୍‌ ଭଲ ଭାବେ ବୁଝି ପାରୁଥିବ ବୋଲି ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଉପ-ବୈଦେଶିକ ସଚିବ ୱେଣ୍ଡି ସେର୍‌ମାନ୍‌…

ଆକାରଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ପ୍ରତ୍ୟାହାର କର, କ୍ଷମା ମାଗ: କୋର୍ଟ

ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ରେଗୁଲେସନ ଆକ୍ଟ ମାମଲାରେ ଫସିଥିବା ଆକାର ପଟେଲଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ପ୍ରତ୍ୟାହାର କରିବାକୁ ଦିଲ୍ଲୀର ରାଉଜ୍‌ ଆଭିନ୍ୟୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଆମେରିକା ଯାତ୍ରା ଉପରେ ରୋକ ଲାଗିବା ପରେ ପଟେଲ କୋର୍ଟରେ ଦ୍ୱାରସ୍ଥ…

ଦିନକ ଆଗରୁ ବନ୍ଦ ହେଲା ସଂସଦ, ବିରୋଧୀ ଅସନ୍ତୁଷ୍ଟ 

ନୂଆଦିଲ୍ଲୀ: ଦିନକ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହୋଇଛି ଉଭୟ ଲୋକସଭା ଓ ରାଜ୍ୟସଭା। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ତୈଳଦର, ଦରଦାମ ବୃଦ୍ଧି ଓ ବିଜେପି ନେତା କିରୀଟ ସୋମାୟାଙ୍କ ନାଁରେ ଆସିଥିବା ୫୭ କୋଟି ଟଙ୍କାର ଦୁର୍ନୀତି କଥା ଉଠାଇଥିଲେ। ଏହାକୁ…

ଦିଲ୍ଲୀ-ମସ୍କୋ ବିମାନ ସେବା ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଦିଲ୍ଲୀ-ମସ୍କୋ ବିମାନ ସେବାକୁ ହଠାତ୍‌ ବାତିଲ କରିଦେଇଛି ଏୟାର ଇଣ୍ଡିଆ। ରୁଷ ଓ ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚି ଥିବା ବେଳେ ବିମାନ ଯାତ୍ରା ପ୍ରତି ବିପଦ ରହିଥିବା ଆଶଙ୍କା କରିଛି ଏୟାର ଇଣ୍ଡିଆ। ଏଥିପାଇଁ ବିମାନ ଉଡ଼ାଣକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ଯେଉଁ…

ଗୁଜୁରାଟ ହିମାଚଳ ଲାଗି ଆପ୍ ଲକ୍ଷ୍ୟ ରଖିଛି

ନୂଆଦିଲ୍ଲୀ: ପଞ୍ଜାବରେ ଆମଆଦମୀ ପାର୍ଟି(ଆପ) ଆଶା ଠାରୁ ଅଧିକ ସଫଳତା ପାଇଛି। ଆଗକୁ ଦଳର ଫୋକସରେ ଗୁଜରାଟ ଏବଂ ହିମାଚଳ ପ୍ରଦେଶ ରହିଛି। ଆମେ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ଦଳର ସ୍ଥିତି ଜାହରି ପାଇଁ ଲକ୍ଷ୍ୟ ରଖିଛୁ। ଏନଡିଟିଭିକୁ ସାକ୍ଷାତକାର ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ଆବାହକ…