Browsing Category

ଦେଶ

ପରୀକ୍ଷା ସହ ହିଜାବର କୌଣସି ସମ୍ପର୍କ ନାହିଁ, ତରବର ହୁଅ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିବାଦୀୟ ହିଜାବ ମାମଲାରେ ତତ୍କାଳ ଶୁଣାଣି କରିବାକୁ ମନା କଲେ ସୁପ୍ରିକୋର୍ଟ। କର୍ଣ୍ଣାଟକ ହିଜାବ ମାମଲାରେ ଶୁଣାଣି ଲାଗି ତୁରନ୍ତ ତାରିଖ ଧାର୍ଯ୍ୟ କରିବାକୁ ମନା କାରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାୟଳ। କୋର୍ଟ କହିଛନ୍ତି ଯେ, ଠିକ୍‌ ସମୟରେ ମାମଲାର ଶୁଣାଣି ହେବ। ଆବେଦନକାରୀଙ୍କ…

ଦିଲ୍ଲୀ ଦଙ୍ଗା ମାମଲା, ଉମର ଖାଲିଦଙ୍କୁ ବଡ ଝଟ୍‌କା

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଜେଏନ୍‌ୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ବଡ ଝଟ୍‌କା। ଦିଲ୍ଲୀର କଡକଡଡୁମା କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ୟୁପିପିଏ ଅଧୀନରେ ଉମର ଖାଲିଦଙ୍କୁ ପୁଲିସ ଗିରଫ କରିଥିଲା। ଏହି ମାମଲାରେ ଦିଲ୍ଲୀ ପୁଲିସ ଉମର ଖାଲିଦଙ୍କୁ ମୁଖ୍ୟ…

ଥମୁନି ହିଂସା, ପୁଣି ଆଉ ଜଣେ ଟିଏମ୍‌ସି ନେତାଙ୍କୁ ହତ୍ୟା

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ। ଦୁଇ ଦିନ ପୂର୍ବେ ବୀରଭୂମିରେ ଜଣେ ଟିଏମ୍‌ସି ନେତାଙ୍କୁ ହତ୍ୟା ପରେ ୮ ଜଣଙ୍କୁ ଜୀଅନ୍ତା ଜାଳି ଦେଇଥିବ ଘଟଣା ସାମ୍ନାକୁ ଆସିଥିଲା। ଏହି ହିଂସା ନିଆଁ ଥଣ୍ଡା ନପଡିଥିବା ବେଳେ ଏବେ ଆଉ ଜଣେ ଟିଏମ୍‌ସି ନେତାଙ୍କୁ ଏଠାରେ…

ଶ୍ରୀଲଙ୍କା ସ୍ଥିତି ଭୟଙ୍କର, ତାମିଲନାଡୁ ମୁହାଁ ଲୋକେ

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ବିଜୁଳିର ଅଭାବ ଦେଖାଯାଇଥିବା ବେଳେ ଲୋକମାନେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି। ପେଟ୍ରୋଲ ଓ ଡିଜେଲ ଅଭାବରୁ ଦେଶରେ ହାହାକାର ସ୍ଥିତି ଦେଖାଗଲାଣି।ଏହାକୁ ବିରୋଧ କରି…

ୟୁକ୍ରେନରେ ହା ହା କାର, କୁକୁରମାରି ଖାଉଛନ୍ତି ଲୋକେ

କିଭ୍‌: ଆସନ୍ତାକାଲି ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ପୂରିବ ମାସେ। ଏତେ ଦିନ ପରେ ବି ଦୁଇ ଦେଶ ମଧ୍ୟରେ ଥମୁନି ଯୁଦ୍ଧ। ବାରମ୍ବାର ଆଲୋଚନା ପରେ ବି ବାହାରିପାରୁନି ସମାଧାନର ବାଟ। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ଲାଗିପଡିଛି ରୁଷ। ସେପଟେ ୟୁକ୍ରେନ୍‌ ମଧ୍ୟ ରୁଷକୁ ଦେଉଛି କଡା ଜବାବ। ସେ ରୁଷ…

ଯୁଦ୍ଧକୁ ବିରୋଧକରି ପୁତିନଙ୍କ ପରାମର୍ଶଦାତା ଚାକିରି ଛାଡ଼ିଲେ ଓ ଦେଶ ଛାଡ଼ିଲେ

ନୂଆଦିଲ୍ଲୀ:ଯୁଦ୍ଧରେ ୟୁକ୍ରେନର ନୀରିହ ଲୋକମାନେ ପୋକ ମାଛି ପରି ମରୁଛନ୍ତି। ଯୁଦ୍ଧଗ୍ରସ୍ତ ଲୋକଙ୍କ ଯନ୍ତ୍ରଣା ଓ ଦୁର୍ଦ୍ଦଶା ସମଗ୍ରବିଶ୍ୱବାସୀଙ୍କୁ ବିଚଳିତ କରିଛି। ସେମାନଙ୍କ ଦୟନୀୟ ଜୀବନ ଖୋଦ ଆକ୍ରମଣକାରୀ ରୁଷର ଲୋକମାନଙ୍କୁ ମଧ୍ୟ ଅସହ୍ୟ କରିଛି। ଯୁଦ୍ଧକୁ ବିରୋଧ କରି ସେଠାରେ ଆନ୍ଦୋଳନ…

ଦେଶର ସହରାଞ୍ଚଳରୁ କମିଲା ବେକାରୀ ହାର

ନୂଆଦିଲ୍ଲୀ: ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ମଙ୍ଗଳବାର ଦିନ ଏକ ସର୍ଭେର ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ଅନୁସାରେ ପୂର୍ବ ବର୍ଷ ୨୦୨୧ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ବେରୋଜଗାରୀ ହାର ହ୍ରାସ ପାଇଛି । ଦେଶର ସହରାଞ୍ଚଳରେ ୧୫ବର୍ଷ ବା ତାଠାରୁ ଅଧିକ ବୟସର…

ପଶ୍ଚିମବଙ୍ଗରେ ୮ଜଣଙ୍କୁ ଜୀବନ୍ତ ଦଗ୍ଧ ଘଟଣାରେ କଲିକତା ହାଇକୋର୍ଟଙ୍କ ହସ୍ତକ୍ଷେପ

କୋଲକାତା: ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡ ଘଟଣାରେ କଲିକତା ହାଇକୋର୍ଟଙ୍କ ହସ୍ତକ୍ଷେପ । ଆଜି ହେବ ଶୁଣାଣି । ରାମପୁରହାଟରେ ଘଟିଥିବା ହିଂସା ଘଟଣାରେ ୮ ଜଣ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ତୃଣମୂଳ…

ଭାରତ ବିରୁଦ୍ଧରେ କଡ଼ା ମନ୍ତବ୍ୟ ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ବନ୍ଧୁ ନାଁରେ ଅପବାଦ ଭାରତ । କ୍ୱାଡ ଦେଶ ମଧ୍ୟରେ ସବୁଠୁ ଦୁର୍ବଳ ଭାରତ । ଭାରତ ବିରୁଦ୍ଧରେ ଏମିତି କଡ଼ା ମନ୍ତବ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସୋମବାର ୱାଶିଂଟନରେ ଦେଶର ବ୍ୟବସାୟିକ ପ୍ରତିନିଧିଙ୍କୁ ସମ୍ବୋଧନ କରିବା ସମୟରେ ଭାରତକୁ ନେଇ କିଛି ଏମିତି ପ୍ରତିକ୍ରିୟା…

ବିଷ ଦେଇପାରନ୍ତି ଭାବି ୧ହଜାର କର୍ମଚାରୀଙ୍କୁ ବଦଳି କଲେ ପୁତିନ

ମସ୍କୋ: ପୁତିନଙ୍କୁ ମୃତ୍ୟୁ ଭୟ । କୁହାଯାଏ କର୍ମ ନେଇ ଫଳ । ଯିଏ ଯେମିତି କର୍ମ କରିଥିବ ତାକୁ ସେମିତି ହିଁ ଫଳ ମିଳିବ । ୟୁକ୍ରେନ ଉପରେ ଆକ୍ରମଣ କରି ନଜକୁ ଦୁନିଆ ଆଖିରେ ଜଣେ କ୍ରୁର ଶାସକର ପ୍ରମାଣ ଦେଇଥିବା ପୁତିନଙ୍କୁ ଏବେ ମାଡ଼ି ବସିଛି ମୃତ୍ୟୁର ଭୟ । ହଜାର ହଜାର ଲୋକଙ୍କୁ ହତ୍ୟା…