Browsing Category

ଦେଶ

ଶ୍ରୀଲଙ୍କାରେ ଗ୍ୟାସ, ତେଲ ସଙ୍କଟ: ସବୁ ପେଟ୍ରୋଲ ଷ୍ଟେସନରେ ସେନା ମୁତୟନ

କଲମ୍ବୋ: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଦେଶରେ ଦରଦାମ ବୃଦ୍ଧି ଆକାଶଛୁଆଁ ହୋଇଥିବା ବେଳେ ଖାଦ୍ୟ ପଦାର୍ଥର ଘୋର ଅଭାବ ଦେଖାଦେଇଛି। ସେହିପରି ପେଟ୍ରୋଲ ଓ ଡିଜେଲର ମଧ୍ୟ ଅଭାବ ଦେଖାଦେଥିବା ବେଳେ ଶ୍ରୀଲଙ୍କା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଆର୍ଥିକ…

୨ ବର୍ଷ ପରେ ହଟିଲା କୋଭିଡ୍‌ ମହାମାରୀ ଆଇନ

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରସରକାର। କେନ୍ଦ୍ର ଗୃହ ମନ୍ତ୍ରଣାଳାୟ ପକ୍ଷରୁ ଏହି ଆଇନ୍‌କୁ ହଟାଇବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ କୋଭିଡ୍‌ ସଚେତନତା ଦୃଷ୍ଟିରୁ ସ୍ୱାସ୍ଥ୍ୟ ବିଭାଗର ଏସଓପିକୁ ମାନିବାକୁ ପରାମର୍ଶ ଦିଆଯାଇଛି।ସମଗ୍ର…

‘ବିଜେପି ଜିତିଲେ ରାଜନୀତି ଛାଡ଼ି ଦେବ ଆପ୍‌‘

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦିଲ୍ଲୀ ପୌର ନିର୍ବାଚନକୁ ସ୍ଥଗତି ରଖିଥିବାରୁ କେଜ୍ରିୱାଲ ଆଜି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।ଯଦି ବିଜେପି…

ବିଷାକ୍ତ ଚକୋଲେଟ୍‌ ଖାଇ ୪ ଶିଶୁଙ୍କ ମୃତ୍ୟୃ

ଲକ୍ଷ୍ନୌ: ଦୁଇ ଜଣ ପରିବାରର ୪ ଜଣ ଶିଶୁ ବିଷାକ୍ତ ଚକୋଲେଟ୍‌ ଖାଇ ମୃତ୍ୟୁବରଣ କରିଛନ୍ତି। ଉତ୍ତରପ୍ରଦେଶର ଖୁସିନଗରରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ପରିବାର ଳୋକଙ୍କ କହିବା ଅନୁଯାୟୀ, ଘରେ ବାହାରେ ପଡ଼ିଥିବା ଚକୋଲେଟ ଖାଇ ସେମାନଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁଅ…

ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣକଲେ ଧାମି

ଡେରାଡୁନ୍‌: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଭାବେ ଆଜି ପୁଷ୍କର ସିଂହ ଧାମି ଦ୍ୱିତୀୟଥର ଭାବେ ଶପଥ ଗ୍ରହଣ କରିଛନ୍ତି। ଡେରାଡୁନ୍‌ ପରେଡ୍‌ ଗ୍ରାଉଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ ସେ ଶପଥପାଠ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ,…

ଯୋଗଗୁରୁ ପଦ୍ମଶ୍ରୀ ସ୍ବାମୀ ଶିବାନନ୍ଦଙ୍କ ନମ୍ରତା ଏବେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ବୟସ କିମ୍ବା ପଦବୀ ମଣିଷକୁ ବଡ଼ କରେନି । ବଡ଼ ବୋଲି ପରିଚିତ ଦିଏ ନମ୍ରତା ଏବଂ ସରଳତା । ସେହ ସରଳତା ପାଇଁ ଆଜି ଚର୍ଚ୍ଚାରେ ଯୋଗ ଗୁରୁ ସ୍ୱାମୀ ଶିବାନନ୍ଦ । ନିଜର କର୍ମ ତପ୍ତର ପ୍ରତିଭା ଏବଂ ପରକାଷ୍ଠାର ପୁରସ୍କାର ପାଉଥିବା ସ୍ୱାମୀ ଶିବାନନ୍ଦ ସଭିଙ୍କୁ ସ୍ତମ୍ଭୀଭୁତ…

ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର ନୂଆଦିଲ୍ଲୀ

ନୂଆଦିଲ୍ଲୀ: ଭାରତର ରାଜଧାନୀ ନୂଆଦିଲ୍ଲୀ ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର । ଲଗାତାର ଦ୍ୱିତୀୟ ବର୍ଷରେ ଭାରତର ରାଜଧାନୀ ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର ଲିଷ୍ଟରେ ଶୀର୍ଷରେ ରହିଛି । ବାଂଲାଦେଶର ରାଜଧାନୀ ଢାକା ଦ୍ୱୀତୟ ସ୍ଥାନରେ, ଆଫ୍ରିକାନ ଦେଶ ଚାଡ଼ର ରାଜଧାନୀ…

କରୋନାର କୌଣସି ପ୍ରବାହ ଆସିଲେ ଭାରତ ଉପରେ ପଡ଼ିବନି ପ୍ରଭାବ

ନୂଆଦିଲ୍ଲୀ: ପୁଣି କାୟା ମେଲାଉଛି କରୋନା । ଦକ୍ଷିଣ-ପୂର୍ବ ଏସିଆ ସମେତ କିଛି ୟୁରୋପୀୟ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି କଣ ଭାରତ ବି କରୋନାର ନୂଆ ପ୍ରବାହକୁ ସାମ୍ନା କରିବ ? କାରଣ ଏବେ ଦେଶରେ ଦୈନିକ ସଂକ୍ରମଣ ମାମଲା ୨ ହଜାର ଭିତରେ ରହିଛି । କରୋନାର ତୃତୀୟ…

ସୌର ମଣ୍ଡଳ ବାହାରେ ରହିଛି ପୃଥିବୀ ଭଳି ୫୦୦୦ରୁ ଅଧିକ ରହସ୍ୟମୟ ‘ଦୁନିଆ’ : ନାସା

ୱାଂଶିଟନ୍: ବ୍ରହ୍ମାଣ୍ଡରେ କଣ ଆମେ ଏକା ଅଛେ ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରେ । ଅନେକ ସମୟରେ ଏଲିୟନ୍ସକ ଉପସ୍ଥିତିକୁ ନେଇ ବି ବେଶ୍ ରୋଚକ ତଥ୍ୟ ଆସିଛି । ଏବେ ବୈଜ୍ଞାନିକ ଏମିତି ଗ୍ରହର ସନ୍ଧାନ କରିଛନ୍ତି ଯାହା ସୂର୍ଯ୍ୟଙ୍କ ଚାରିପଟେ ଘୁରୁଛନ୍ତି ଏବଂ ଅରବ କିଲୋମିଟର ଦୂରରେ…

ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ସେନ୍‌ସୋଡାଇନକୁ ୧୦ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ: ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ସେନସୋଡାଇନ ଟୁଥପେଷ୍ଟ କମ୍ପାନୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ହଟାଇବା ସହ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି Central Consumer Protection…