Browsing Category

ଦେଶ

ହାରିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମି

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଶପଥ ନେବେ ପୁଷ୍କର ସିଂହ ଧାମି। ଆଜି ସେ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଧାମି ପରାସ୍ତ ହୋଇଥିଲେ। ତଥାପି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।ଚଳିତ…

ମଣିପୁରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବିରେନ ସିଂ

ନୂଆଦିଲ୍ଲୀ : ମଣିପୁରରେ ବିଜେପି ବିଧାନସଭା ପାର୍ଟି ବୈଠକରେ ଏନ ବିରେନ ସିଂ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏବେ ଏହା ଦ୍ୱିତୀୟ ଥର ପାଇଁ ବିରେନ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ | ବିଜେପି ବିଧାନସଭା ପାର୍ଟି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା…

ଆଣ୍ଡାମାନରେ ବାତ୍ୟା ‘ଆସନୀ’ର ପ୍ରଭାବ, ଅନେକ ସ୍ଥାନରେ ବର୍ଷା-ପବନ ଜାରି

ନୂଆଦିଲ୍ଲୀ ୨୦।୩: ସାମୁଦ୍ରିକ ଝଡ଼ ଆସନୀ ପ୍ରଭାବରେ ରବିବାର ଆଣ୍ଡାମାନ ଏବଂ ନିକୋବାରରେ କିଛି ସ୍ଥାନରେ ବର୍ଷା ସହ ପବନ ବୋହିବା ଆରମ୍ଭ ହୋଇଛି। ଫଳରେ ସେଠାରେ ଜନଜୀବନ ପ୍ରଭାବିତ ହୋଇଛି । ପ୍ରଶାସନିକ ଅଧିକାରୀ କହିଛନ୍ତି ବର୍ଷର ପ୍ରଥମ ସାମୁଦ୍ରିକ ଝଡ ଆଣ୍ଡାମାନ ଦ୍ୱୀପ ଆଡକୁ ମାଡି ଆସୁଛି।…

ମାର୍ଚ୍ଚ ୨୪ରେ ଶପଥ ନେବେ ପ୍ରମୋଦ ସାୱନ୍ତ !

ନୂଆଦିଲ୍ଲୀ ୨୦।୩: ଗୋଆର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ପ୍ରମୋଦ ସାୱନ୍ତ। ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଶପଥ ଗ୍ରହଣ ସମାରୋହ ହୋଇପାରେ । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ସୋମବାର ବିଜେପି ବିଧାୟକ ଦଳ ବୈଠକ ହୋଇପାରେ । ଏହାପରେ ଆସନ୍ତା ବୁଧବାର କିମ୍ୱା…

ବଢିଲା ଡିଜେଲ ଦର, ଲିଟର ପିଛା ୨୫ ଟଙ୍କା ମହଙ୍ଗା ହେଲା ଦାମ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅବଶ୍ୟ ରିଟେଲ ଗ୍ରାହକମାନଙ୍କ ଉପରେ ଏହାର ପ୍ରଭାବ ପଡି ନାହିଁ କିନ୍ତୁ ତୈଳ ମହଜୁଦ ରଖୁଥିବା ବଡ ବଡ କମ୍ପାନୀଙ୍କ ଉପରେ ପଡିବା ଆରମ୍ଭ କରିଛି । ଫଳରେ ଡିଜେଲ ଦର ଲିଟର ପିଛା ଏକାଥରେ…

ଏପ୍ରିଲରେ ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ-ଇସ୍ରାଏଲ୍ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନଫ୍ଟାଲି ବେନେଟ୍ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର ୩୦ ତମ ବାର୍ଷିକୀ ପାଳନ ପାଇଁ ସେ ଏପ୍ରିଲ୍ ପ୍ରଥମ ସପ୍ତାହରେ ଭାରତ ଗସ୍ତ କରିବେ। ନବସୃଜନ ଏବଂ…

ସୋମବାର ପହଞ୍ଚିବ ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନଙ୍କ ମୃତଦେହ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନଙ୍କ ମୃତଦେହ ସୋମବାର ବାଙ୍ଗାଲୁରୁରେ ପହଞ୍ଚିବ । କର୍ଣ୍ଣାଟକର ହାଭେରୀରେ ରହୁଥିବା ନବୀନ ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ଏମବିବିଏସ ଛାତ୍ର ଥିଲେ । ତାଙ୍କ ପିତା ନବୀନଙ୍କ ଶରୀର ଦାନ କରିବାକୁ…

କିଶିଦାଙ୍କୁ କୃଷ୍ଣ ପଙ୍ଖି ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୨୦।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କୁ 'କୃଷ୍ଣ ପଙ୍ଖି' ଉପହାର ଦେଇଛନ୍ତି। ଏହା ଚନ୍ଦନ କାଠରେ ନିର୍ମିତ ଏବଂ ଏହାର ପାର୍ଶ୍ୱରେ ଭଗବାନ ଶ୍ରୀକୃଷ୍ଣଙ୍କର ବିଭିନ୍ନ ସ୍ଥିତିକୁ ଚିତ୍ରଣ କରୁଥିବା କଳାକୃତି…

କିଛି ବର୍ଷ ପରେ କଶ୍ମୀରରେ ଆଉ ସିଆରପିଏଫର ଆବଶ୍ୟକ ପଡ଼ିବନି

ଶ୍ରୀନଗର: ଦେଶର ସବୁଠାରୁ ବଡ଼ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫର ଆଜି ହେଉଛି ପ୍ରତିଷ୍ଠା ଦିବସ। ଏହି ଅବସରେ ସିରିଆରପିଏଫ ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଥିସହ ଆଉ କିଛି ବର୍ଷ ପରେ ଜମ୍ମୁ-କଶ୍ମୀର ଓ ଉତ୍ତରପୂର୍ବ ଅଞ୍ଚଳରେ ସିଆରପିଏଫ ଯବାନଙ୍କ…

ଋଷ-ୟୁକ୍ରେନ ଯୁଦ୍ଧ: ଭୋକରେ ଲେବାନନ ଲୋକ, ଏବେ ଭାରତ ଭରସା

ନୂଆଦିଲ୍ଲୀ: ଋଷ ଆକ୍ରମଣରେ ଛାରଖାର ହେଉଛି ୟୁକ୍ରେନ୍ । ରଣକ୍ଷେତ୍ର ପାଲଟିଛି ୟୁକ୍ରେନ ମାଟି । ଏହି ଯୁଦ୍ଧ ଯେକୌଣସି ସମୟରେ ବିଶ୍ବଯୁଦ୍ଧର ରୂପ ନେଇପାରେ । ଏହା ବିଶ୍ବଯୁଦ୍ଧରେ ପରିଣତ ହେଉ କି ନହେଉ ପ୍ରଭାବ ତ ସାରା ଦୁନିଆକୁ ଭୋଗିବାକୁ ପଡିବ । ଯାହା ଦୃଶ୍ୟମାନ ହେବାରେ ଲାଗିଛି । ଏହି…