Browsing Category

ଦେଶ

‘କଶ୍ମୀରରେ ବୈଦିକ ମନ୍ତ୍ରର ଧ୍ୱନି ଶୁଣିବା’କୁ ଦକ୍ଷିଣାସ୍ବରୂପ ମୋଦିଙ୍କୁ ମାଗିଲେ କାଶୀ ପଣ୍ଡିତ

ବାରଣାସୀ: ମୋଦୀଙ୍କୁ ଚିଠି ଲେଖି ଦକ୍ଷିଣା ମାଗିଲେ ପୁରୋହିତ | ଦକ୍ଷିଣା ଆକାରରେ ନା ଟଙ୍କା ଦରକାର ନା ଦରକାର ମୂଲ୍ୟବାନ ଜିନିଷ, କେବଳ ମିଳୁ ମନ୍ଦିର ପୂଜା କରିବାର ଅଧିକାର | ଆଜି କାଶୀ ପଣ୍ଡିତମାନେ ସେମାନଙ୍କ ସାଂସଦ ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଏକ ନିଆରା…

ପ୍ରତିଷ୍ଠା ହେବ ରାମାୟଣ ବିଶ୍ୱବିଦ୍ୟାଳୟ, ନୀତିଶଙ୍କୁ ପ୍ରସ୍ତାବ ପଠାଇଲେ ମନ୍ଦିର ଟ୍ରଷ୍ଟ

ପାଟନା: ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାମରେ ପ୍ରତିଷ୍ଠା ହେବ ବିଶ୍ୱବିଦ୍ୟାଳୟ | ବିହାରର ପାଟନାରେ ଥିବା ମହାବୀର ମନ୍ଦିର ପକ୍ଷରୁ ବିହାରର ବୈଶାଳୀ ଜିଲ୍ଲାରେ ରାମାୟଣ ବିଶ୍ୱବିଦ୍ୟାଳୟ ଖୋଲିବାକୁ ପଦକ୍ଷେପ ନିଆଯାଇଛି | ଏଥିପାଇଁ ଇସଲାମପୁରରେ ୧୨ ଏକର ଜମି ଚିହ୍ନଟ କରାଯାଇଛି।…

କଂଗ୍ରେସରେ ବିଦ୍ରୋହ : ବିଦ୍ରୋହୀ ନେତା କହିଲେ ରାହୁଲ ଗାନ୍ଧିଙ୍କ ନେତୃତ୍ବ ଉପରେ ଭରସା ନାହିଁ

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳ ଭିତରେ ଥିବା ଅସନ୍ତୋଷ କ୍ରମଶଃ ବିଦ୍ରୋହ ରୂପ ନେବାକୁ ଆରମ୍ଭ କରିଛି । ଜି-୨୩ ଭାବେ ପରିଚିତ ୨୩ ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗ୍ରୁପ ସିଧାସଳଖ ଗାନ୍ଧି ପରିବାର ହାତରୁ କଂଗ୍ରେସର ନେତୃତ୍ବ ପ୍ରତ୍ୟାହାର କଥା ଦୋହରାଇଛି ।ଏହି…

ଅଭିଷେକ ବାନାର୍ଜୀ ଓ ପତ୍ନୀ ରୁଜିରାଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରେ ଅଭିଷେକ ଓ ତାଙ୍କ ପତ୍ନୀ ରୁଜିରାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ କରିଛନ୍ତି। କୋଇଲା ଦୁର୍ନୀତି ଘଟଣାରେ ଚାଲିଥିବା ତଦନ୍ତରେ ସହଯୋଗ କରିବାକୁ ସେମାନଙ୍କୁ ସମନ ଜରିଆରେ କୁହାଯାଇଛି। ଆସନ୍ତା ମାଚ୍ଚ…

ଜି-୨୩ ବୈଠକର ଗୋଟିଏ ଦିନ ପରେ ରାହୁଲ ଗାନ୍ଧିଙ୍କ ପାଖରେ ହୁଡ୍ଡା

ନୂଆଦିଲ୍ଲୀ: କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ତଥା ଜି-୨୩ ନେତାଙ୍କ ମଧ୍ୟରେ ଥିବା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଆଜି ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ବୁଧବାର ଜି-୨୩ ଗୋଷ୍ଠୀଙ୍କ ବୈଠକ ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଘରେ ବସିଥିଲା। ଏଥିରେ ହୁଡ୍ଡା ମଧ୍ୟ…

ରାଜ୍ୟସଭାକୁ ଯିବେ ହରଭଜନ ସିଂହ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ସେ ରାଜ୍ୟସଭାକୁ ଯିବେ। ତାଙ୍କୁ ପଞ୍ଜାବରେ କ୍ଷମତାଦଖଲ କରିଥିବା ଆମ୍‌ ଆଦମୀ ପାର୍ଟି(ଆପ୍‌) ରାଜ୍ୟସଭାକୁ ପଠାଇବ। ସେ ଆପ୍‌ର ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ଆଜି ଦଳ ପକ୍ଷରୁ…

ଦୁର୍ନୀତିକୁ ରୋକିବା ପାଇଁ ହେଲ୍ପ ଲାଇନ ନମ୍ବନ ଜାରି କରିବେ ମାନ୍‌

ଚଣ୍ଡିଗଡ଼: ଆକ୍ସନ ମୋଡରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓନ୍ତ ମାନ। ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମାନ। ଏବେ ସେ ଦୁର୍ନୀତିକୁ ରୋକିବା ପାଇଁ ଗୋଟିଏ ହେଲ୍ପ ଲାଇନ ନମ୍ବନ ଜାରି କରିବେ ବୋଲି ଘୋଷଣା କରିଛନ୍ତି। ମାର୍ଚ୍ଚ ୨୩ରୁ ଏହି ନମ୍ବରଟି ଲୋକଙ୍କ ପାଇଁ କାର୍ଯ୍ୟକ୍ଷମ ହେବ। ସେ…

୨୦୨୨ର ପ୍ରଥମ ବାତ୍ୟା ଅସନି, ୨୧ରେ ସ୍ଥଳ ଭାଗରେ ମାଡ଼ ହେବ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ସ୍ଥଳ ଭାଗ ଆଡ଼କୁ ଧୀରେଧୀରେ ମାଡ଼ି ଆସୁଛି। ଏହି ବାତ୍ୟାର ନାଁ ଅସନି ରହିଛି। ଶ୍ରୀଲଙ୍କା ପକ୍ଷରୁ ଏହାର ନାମକରଣ କରାଯାଇଛି। ବାତ୍ୟା ଅସନି ଆସନ୍ତା ୨୧ ତାରିଖରେ ଆଣ୍ଡାମାନ ଓ ନିକୋବରରେ ଲ୍ୟାଣ୍ଡଫଲ କରିବ। ଏହାପରେ ଏହା ବାଂଲାଦେଶ ଓ ମିଆଁମାର…

‘ଲଖିମପୁର ଫାଇଲ୍ସ’ ମଧ୍ୟ ତିଆରି ହେଉ : ଅଖିଳେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ସମାଜବାଦୀ ପାର୍ଟି (ସପା)ର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ପରାଜୟ ପରେ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ନିର୍ବାଚନରେ ​​ସମାଜବାଦୀ ପାର୍ଟି ଏକ ନୈତିକ ବିଜୟ…

୩୦-୪୦ କଶ୍ମିରୀ ପଣ୍ଡିତଙ୍କୁ ହତ୍ୟା କରି ବି ନିର୍ଭୟରେ ବୁଲୁଛି ବିଟ୍ଟା କରାଟେ

ନୂଆଦିଲ୍ଲୀ : ନିକଟରେ ରିଲିଜ ହୋଇଥିବା ‘ଦି କଶ୍ମୀର ଫାଇଲ୍ସ’ ନାମକ ବଲିଉଡ୍ ଚଳଚ୍ଚିତ୍ର ପୁଣି କଶ୍ମୀର ପଣ୍ଡିତଙ୍କ କ୍ଷତକୁ ତାଜା କରିଦେଇଛି । ପ୍ରାୟ ୩୦ ବର୍ଷ ତଳେ କଶ୍ମୀର ଘାଟିରେ ହୋଇଥିବା କଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ସ୍ବାଧୀନ ଭାରତର ଇତିହାସରେ ଏକ ଅତି ଲଜ୍ଜାଜନକ ଓ ଜଘନ୍ୟ ଘଟଣା…