Browsing Category

ଦେଶ

ୟୁକ୍ରେନ୍‌ରେ ଆମେରିକୀୟ ସାମ୍ବାଦିକଙ୍କୁ ହତ୍ୟା

କିଭ୍‌: ଯୁଦ୍ଧତ୍ରସ୍ତ ୟୁକ୍ରେନ୍‌ରେ ଜଣେ ଆମେରିକୀୟ ଫିଲ୍ମ ନିର୍ମାତା ତଥା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନ୍ୟୁଜ୍ ଏଜେନ୍ସୀ ଏଏଫ୍‌ପି ପକ୍ଷରୁ ଏହି ସୂଚନା ଦିଆଯାଇଛି।ମୃତ ସାମ୍ବାଦିକଙ୍କ ନାଁ ବ୍ରେଣ୍ଟ ରେନୌଡ୍‌। ତାଙ୍କୁ ୟୁକ୍ରେନ୍‌ର ଇରପିନ୍‌ରେ ଗୁଳି କରାଯାଇଥିଲା। କିଭ୍‌…

ବିଜେପିକୁ ମୁକାବିଲା କରିବା ପାଇଁ ସବୁ ରାଜନୈତିକ ଦଳ ଏକାଠି ହୋଇ କାମ କରିବା ଉଚିତ -ମମତା

କୋଲକାତା: ୫ ରାଜ୍ୟର ନିର୍ବାଚନ ଫଳାଫଳରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଯେଉଁ ପଞ୍ଜାବକୁ କଂଗ୍ରେସ ନିଜର ଗଡ ମାନୁଥିଲା ସେଠି ମଧ୍ୟ ମାଟି କାମୁଡିଛି। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ମୋଦି ସରକାରଙ୍କୁ ବିରୋଧି ୱାକ୍‌ ଓଭର ଦେବେ ନା ଜୋରଦାର ଲଢ଼େଇ କରିବେ, ସେ ନେଇ…

ୟୁକ୍ରେନରେ ଏବେ ଜୀବନ୍ତ ଲୋକଙ୍କ ସ୍ବର ଶୁଭୁନି, ସବୁଆଡ଼ ମାଳମାଳ ଶବ

ନୂଆଦିଲ୍ଲୀ: ଦୋକାନ ବଜାର ବନ୍ଦ। ଗହଳଚଳହ ନାହିଁ। ଲୋକଙ୍କ କୋଳାହଳ ନାହିଁ କି କେଉଁଠି ଭିଡ଼ ନାହିଁ। ଘରେ ବାହାରେ, ସହର ବଜାର ସବୁଠି ଶୂନଶାନ୍। ନିରବ ମଣିଷ। କାଉ, କୋଇଲି ପଶୁ-ପକ୍ଷୀ କହାରି ସ୍ୱର ଶୁଭୁନି। ସବୁଠି ଭୟ ଏବଂ ଆତଙ୍କର ରାଜୁତି। ଯଦି କିଛି ଶୁଭୁଛି ସେ ହେଉଛି ଘନ ଘନ ବୋମା ମାଡ଼ର…

ୟୁକ୍ରେନ ସଙ୍କଟ: ଶରଣାର୍ଥୀଙ୍କୁ ନେଇ ଯାଉଥିବା ବସ୍‌ ଓଲଟିପଡ଼ିଲା

ନୂଆଦିଲ୍ଲୀ: ଦୁଃଖ ଯେବେ ଆସେ ସାଥିରେ ବନ୍ଧୁ ପରିଜନଙ୍କୁ ଆଣେ। ୟୁକ୍ରେନ୍‌ରେ ଯୁଦ୍ଧଗ୍ରସ୍ତ ଲୋକଙ୍କର ଦୁର୍ଦ୍ଦଶା ଏବେ ଠିକ୍‌ ସେମିତି ଦୟନୀୟ। ଶରଣାର୍ଥୀ ଭାବେ ୫୦ ଜଣ ୟୁକ୍ରେନୀୟ ନାଗରିକଙ୍କୁ ନେଇ ଏକ ବସ୍‌ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର ଇଟାଲିରେ ବସ୍‌ଟି…

ଦଳୀୟ କର୍ମୀଙ୍କ ଦାବି: କଂଗ୍ରେସ ସଭାପତି ଦାୟିତ୍ୱ ରାହୁଲ ଗାନ୍ଧି ନିଅନ୍ତୁ

ନୂଆଦିଲ୍ଲୀ: ୫ ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ପରେ ମଧ୍ୟ ଦଳୀୟ କର୍ମୀଙ୍କ ମୁହଁରେ ରାହୁଲ ଗାନ୍ଧି ଜିନ୍ଦାବାଦର ସ୍ୱର। ଦଳର ବିପର୍ଯ୍ୟୟକୁ ନେଇ ଆଜି ଦିଲ୍ଲୀରେ ସିଡବ୍ଲ୍ୟସି ବୈଠକ ବସିଥିବା ବେଳେ ରାହୁଲ ଗାନ୍ଧିଙ୍କ ସପକ୍ଷରେ ସ୍ୱର ଉଠାଇଛନ୍ତି ଦଳୀୟ କର୍ମୀ।…

ମହଙ୍ଗା ପଡ଼ିଲା ଭାରତକୁ ରୋହିଙ୍ଗ୍ୟା ମୁସଲମାନ୍‌ ଚାଲାଣ

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ମୁସଲମାନଙ୍କୁ ଭାରତକୁ ଚାଳାଣ କରିବା ମହଙ୍ଗା ପଡ଼ିଛି । ଏହି ଗଟଣାରେ ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନଆଇଏ) ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ରୋହିଙ୍ଗ୍ୟା ମୁସଲମାନଙ୍କୁ ଭାରତ ଭିତରକୁ ବେଆଇନ ଚାଲାଣ କରିବାରେ ସମ୍ପୃକ୍ତ ଥିଲେ। ଏଥିପାଇଁ…

କେନ୍ଦ୍ରୀୟ ଏଜେନ୍ସିର ଭୟ ଯୋଗୁଁ ନିରବ ରହିଲେ ମାୟାବତୀ, ତେଣୁ ବିଜେପି ଜିତିଲା: ଶିବସେନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଗୋଆ, ମଣିପୁର ଏବଂ ଉତ୍ତରପ୍ରଦେଶରେ ବିଜେପିର ବିଜୟକୁ ନେଇ ଶିବସେନା କଡା ଆକ୍ରମଣ କରିଛି। ଶିବସେନା ମୁଖପତ୍ର ‘ସାମନା’ରେ ବିଜେପି, ବିଏସପି ମୁଖ୍ୟ ମାୟାବତୀଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରୁଥିବା ଅଭିଯୋଗ କରିଛି।…

ଇମ୍ରାନଙ୍କ ଭୂଗୋଳ ଜ୍ଞାନ : କାଠମାଣ୍ଡୁର ନେପାଳରେ ମୋଦିଙ୍କୁ ଭେଟିଥିଲେ ନଓ୍ବାଜ ସରିଫ

କରାଚୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଏପରି ଏକ କଥା କହିଦେଇଛନ୍ତି ଯେ ଲୋକମାନେ ହସି ହସି ବେଦମ ହୋଇଗଲେଣି । ସେ କହିଛନ୍ତି ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ କାଠମାଣ୍ଡୁର ନେପାଳରେ ଗୋପନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

ୟୁକ୍ରେନର ମେୟର ଇଭାନଙ୍କୁ ଅପହରଣ କଲେ ରୁଷ ସୈନ୍ୟ

କିଭ୍‌: ଦକ୍ଷିଣପୂର୍ବ ୟୁକ୍ରେନରେ ଥିବା ମେଲିଟୋପୋଲର ମେୟରଙ୍କୁ ରୁଷ ସେନା ଅପହରଣ କରି ନେଇଛନ୍ତି। ରୁଷ ପକ୍ଷରୁ ଏହି ସହର ଉପରେ ଘନଘନ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ରୁଷ ଏହାକୁ କବଜା କରିଛି। ଏହାପରେ ମେଲିଟୋପୋଲର ମେୟରଙ୍କୁ ଅପହରଣ କରାଯାଇଛି ବୋଲି ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର…

ତୃତୀୟ ବିଶ୍ୱଯୁଦ୍ଧ ରୋକିବାକୁ ଆମେରିକା ସବୁବେଳେ ପ୍ରୟାସ କରିଛି – ବାଇଡ଼େନ

ୱାଶିଂଟନ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୭ତମ ଦିନରେ ପହଞ୍ଚିଛି। ୧୬ ଦିନ ହେଲା ରୁଷର ହମଲାରେ ଘାଇଲା ହୋଇଥିଲେ ହେଁ ୟୁକ୍ରେନ ଏଯାଏ ହାର ମାନିନି। ଆଗକୁ ଯୁଦ୍ଧର ତୀବ୍ରତା ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି। ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ…