Browsing Category

ଦେଶ

ଗୋବରରେ ତିଆରି ଆଟାଚି ଭିତରେ ବଜେଟ, ଚର୍ଚ୍ଚାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଗୋବର ତିଆରି ଆଟାଚି ଏବେ ଚର୍ଚ୍ଚାରେ। ସେ ରାଜ୍ୟ ବଜେଟ ଉପସ୍ଥାପନ ବେଳେ ଏହି ଆଟାଚିର ବ୍ୟବହାର କରିଛନ୍ତି। ଆଜି ସେ ବଜେଟ ଉପସ୍ଥାପନ ପୂର୍ବରୁ ଉକ୍ତ ଆଟାଚିକୁ ଧରି ବିଧାନସଭାରେ ପ୍ରବେଶ କରିଥିଲେ। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ…

ଦେବେନ୍ଦ୍ର ଫଡନାବିସ୍‌ଙ୍କୁ ଅଟକ ରଖିଲା ପୁଲିସ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ ଅଟକ। ପୁଲିସ ତାଙ୍କୁ ଆଜି ଅଟକ ରଖିଛି। ସେ ଏନ୍‌ସିପି ନେତା ନବାବ ମଲିକଙ୍କ ବିରୋଧରେ ଶୋଭାଯାତ୍ରା ବାହାର କରିଥିଲେ। ତେବେ ଦେବେନ୍ଦ୍ର ଫଡନାବିସ ଓ ଅନ୍ୟ ନେତାଙ୍କୁ ମେଟ୍ରୋ ଜଙ୍କସନ ଠାରୁ ଆଗକୁ ଯିବାକୁ ଦେଇନଥିଲା…

ଜୁନାଗଡ଼ ନବାବଙ୍କ ବିବାଦୀୟ ବୟାନ୍‌: କହିଲେ ଜୁନାଗଡ଼ ପାକିସ୍ତାନରେ ମିଶିବ

ରାୱଲପିଣ୍ଡି: ‘ଜୁନାଗଡ଼ ସ୍ୱାଧୀନ ରାଜ୍ୟ ଥିଲା। ଭାରତ ଏହାକୁ ବଳପୂର୍ବକ ନିଜ କବ୍‌ଜାରେ ରଖିଛି। ଜୁନାଗଡ଼ ଭାରତଠାରୁ ମୁକ୍ତ ହୋଇ ପାକିସ୍ତାନରେ ରହିବାକୁ ଚାହେଁ’। କିଛି ଏମିତି ବିବାଦୀୟ ବୟାନ ଦେଇଛନ୍ତି ଜୁନାଗଡ଼ର ନବାବ ଜାହାଙ୍ଗିର ଖାନ୍‌ ଜୀ ଏବଂ ଦିୱାନ୍‌ ସାହିବ୍‌ଜାଦା ଭାରତକୁ ଚେତାବନୀ…

ରାଜୀବ ଗାନ୍ଧି ହତ୍ୟାକାଣ୍ଡ ମାମଲା, ଦୋଷୀଙ୍କୁ ମିଳିଲା ବେଲ୍‌

ନୂଆଦିଲ୍ଲୀ: ରାଜୀବ ଗାନ୍ଧି ହତ୍ୟାକାଣ୍ଡ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ। ୩୨ ବର୍ଷ ପରେ ଦୋଷୀ ପେରାରିଭଲନଙ୍କୁ ମିଳିଲା ବେଲ୍‌। ଏହା ସହିତ ସେପ୍ଟେମ୍ବର ୨୦୧୮ ରେ ତାମିଲନାଡୁ ସରକାରଙ୍କ ସୁପାରିଶ ଉପରେ ନିଷ୍ପତ୍ତି ନେବାରେ ରାଜ୍ୟପାଳଙ୍କ ବିଫଳତା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ…

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଘୋଡା ଚଢ଼ି ବିଧାନସଭାରେ ପହଞ୍ଚିଲେ ବିଧାୟକ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଝାଡଖଣ୍ଡର କଂଗ୍ରେସ ବିଧାୟକ ଅମ୍ବା ପ୍ରସାଦ ଆଜି ଘୋଡା ଚଢ଼ି ବିଧାନସଭାରେ ପହଞ୍ଚିଥିଲେ। ୩୧ ବର୍ଷିୟ ଅମ୍ବା ପ୍ରସାଦ ଝାଡଖଣ୍ଡର ରାମଗଡ ଜିଲ୍ଲାର ବାରକାଗୋନ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟିକା।ଆନ୍ତର୍ଜାତୀୟ ମହିଳା ଦିବସର ବିଶେଷ…

ସୁରକ୍ଷିତ ଭାବେ ୟୁକ୍ରେନର ସୁମିରୁ ବାହାରିଲେ ଭାରତୀୟ ଛାତ୍ରଛାତ୍ରୀ: ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ଆମେ ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁମିରୁ ବାହାର କରିବାରେ ସକ୍ଷମ ହୋଇଛୁ। ସେମାନେ ବର୍ତ୍ତମାନ ପୋଲଟଭା ଅଭିମୁଖେ ଯାଉଛନ୍ତି ବୋଲି ସୂଚନା ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ସୁମିରେ ଫସି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ବାହାର କରିବା ପାଇଁ କିଛି ସମୟ…

ମାର୍ଚ୍ଚ ୨୭ରୁ ବିଦେଶକୁ ଉଡ଼ିବ ବିମାନ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦୀର୍ଘ ୨ ବର୍ଷ ହେଲା ବନ୍ଦ ରହିଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ। ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ସବୁ ରୁଟରେ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ଆଜି ଭାରତ ସରକାର ଘୋଷଣା କରିଛନ୍ତି।ବେସାମରିକ ବିମାନ…

ଦରଦାମ ବଢ଼ିବା ଭୟ, ଖାଇବା ତେଲ ବୋହି ନେଲେ ଲୋକେ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ରୁଷର ରକେଟ ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ହେଲାଣି ୟୁକ୍ରେନ । ତଥାପି କେହି ପଛଘୁଞ୍ଚା ଦେବାକୁ ରାଜି ନୁହନ୍ତି। ଏପରି ସ୍ଥିତିରେ ୟୁକ୍ରେନ ଉପରେ ହେଉଥିବା ମିସାଇଲ ମାଡ଼ ତଥା ଗୁଳିଗୋଳା ବର୍ଷଣର ପ୍ରଭାବ ଅନୁଭୂତ ହେଲାଣି ଭାରତ ବଜାରରେ…

ଏକଜିଟ୍ ପୋଲର ଆକଳନ : ଉତ୍ତରପ୍ରଦେଶରେ ଯୋଗୀ ପୁଣି ଫେରିବେ

ନୂଆଦିଲ୍ଲୀ: ଏଥର ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଢ଼ିବାର ସମ୍ଭାବନା ରହିଥିବା ବେଳେ ଉତ୍ତରପ୍ରଦେଶରେ ପୁଣି ଥରେ ଯୋଗୀ ଆଦିତ୍ୟନାଥ ସରକାର ଗଢ଼ିପାରନ୍ତି। ପୁଣି ଭାରତୀୟ ଜନତା ପାର୍ଟି ସେଠାରେ ବହୁମତ ହାସଲ କରିପାରେ। ଶେଷ ପର୍ଯ୍ୟାୟ ମତଦାନ ପରେ ଆଜି ପ୍ରକାଶ ପାଇଥିବା ଏକଜିଟ୍ ପୋଲ…

ଏକ୍‌ଜିଟ୍‌ ପୋଲ୍: ମଣିପୁରରେ ପୁଣି ଶାସନ କରିବ ବିଜେପି

ନୂଆଦିଲ୍ଲୀ: ୫ ରାଜ୍ୟ- ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ବିଧାନସଭା ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ଆଜି ଆସିଛି ବିଭିନ୍ନ ଗଣମାଧ୍ୟମ ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା କରାଯାଇଥିବା ଏକ୍‌ଜିଟ୍ ପୋଲ୍‌ ଫଳାଫଳ। ଏଥିରୁ ଅଧିକାଂଶ ମଣିପୁରରେ ବିଜେପି ବହୁମତ ପାଇବ ବୋଲି…