Browsing Category

ଦେଶ

୨ ଲକ୍ଷ କେଜିର ଗଞ୍ଜେଇ ପୋଡ଼ିଲା ପୁଲିସ୍‌

ବିଶାଖାପାଟଣା : ଶହେ କି ଦୁଇ ଶହ କିଲୋ ନୁହେଁ, ୨ ଲକ୍ଷ କିଲୋ ଗଞ୍ଜେଇକୁ ପୋଡ଼ି ନଷ୍ଟ କରିଛି ଆନ୍ଧ୍ର ପ୍ରଦେଶ ପୁଲିସ୍‌। ନଷ୍ଟ କରାଯାଇଥିବା ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା ହେବ। ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟର ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ ଓ ପୂର୍ବ ଗୋଦାବରୀ…

ହିଜାବ ପିନ୍ଧି ଶିକ୍ଷାନୁଷ୍ଠାନ ଆସିବାକୁ ଛାତ୍ରୀଙ୍କ ଜିଦ, ଘୁଞ୍ଚିଲା ସ୍କୁଲ, କଲେଜ ଖୋଲିବା ତାରିଖ

ବେଙ୍ଗାଲୁରୁ: ଥମିବା ନାଁ ଧରୁନି ହିଜାବ ଝଡ଼ । ଏହାକୁ କେନ୍ଦ୍ର କରି ସ୍କୁଲ, କଲେଜରେ ଉତ୍ତେଜନା ଦେଖାଦେବାରୁ ପୁଣି ଥରେ ଘୁଞ୍ଚିଛି ଶିକ୍ଷାନୁଷ୍ଠାନ ଖୋଲିବା ତାରିଖ । ଗତ ୮ ତାରିଖରୁ କର୍ଣ୍ଣାଟକ ସରକାର ୩ ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିଦେଇଥିଲେ। ଇତି ମଧ୍ୟରେ ୫ ଦିନ…

କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ପଲ୍ଲବୀ ସିଂ

ନୂଆଦିଲ୍ଲୀ: ପୁଣି ଥରେ କଂଗ୍ରେସକୁ ଲାଗିଲା ଝଟକା। ପ୍ରିୟଙ୍କା ଗାନ୍ଧିଙ୍କ ହାତ ଛାଡ଼ି ଗେରୁଆ ଗଡ଼ରେ ଏଣ୍ଟ୍ରି କଲେ ‘ଲଡ଼୍‌କୀ ହୁଁ, ଲଢ଼୍‌ ସକ୍‌ତି ହୁଁ’ର ଆଉ ଜଣେ ପୋଷ୍ଟର ଗାର୍ଲ। ପୂର୍ବରୁ କଂଗ୍ରେସର ୨ ଜଣ ପୋଷ୍ଟର ଗାର୍ଲ ପଦ୍ମ ଧରି ସାରିଥିବା ବେଳେ ଏବେ ପଡ଼ିଲା ତୃତୀୟ ପୋଷ୍ଟର ଗାର୍ଲଙ୍କ…

ପରଲୋକରେ ଦେଶର ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ୍‌

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ତଥା ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି। ଶନିବାର ଅପରାହ୍ଣ ୨ଟା ୩୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ବାଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ…

ଅମ୍ବାନୀ-ଆଦାନୀଙ୍କ ପରି ଶିଳ୍ପପତିଙ୍କୁ ପୂଜା କରିବା କଥା: ବିଜେପି ସାଂସଦ

ନୂଆଦିଲ୍ଲୀ: ବେରୋଜଗାରୀକୁ ନେଇ ରାଜ୍ୟସଭାରେ ତୀବ୍ର ବିତର୍କ ଜାରି ରହିଛି | ବିରୋଧୀ ଦଳ ଏବଂ ସରକାରଙ୍କ ମଧ୍ୟରେ ବାକଯୁଦ୍ଧ ମଧ୍ୟରେ ଜଣେ ବିଜେପି ସାଂସଦ ଅମ୍ବାନୀ ଏବଂ ଆଦାନୀଙ୍କ ପରି ଶିଳ୍ପପତିଙ୍କୁ ‘ପୂଜା’ କରିବା କଥା କହିଛନ୍ତି। ବିଜେପି ସାଂସଦ ଜେ ଆଲଫୋନ୍ସ ରାଜ୍ୟସଭାରେ କହିଛନ୍ତି ଯେ…

କଂଗ୍ରେସ ପାଇଁ ରାହୁଲ ହେଉଛନ୍ତି ରାହୁ କାଳ: କେନ୍ଦ୍ର ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ନିର୍ବାଚନ ମାହୋଲ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି | ଏହି ଅଭିଯୋଗ କେବଳ ନିର୍ବାଚନ ରାଲିରେ ନୁହେଁ ବରଂ ସଂସଦ ଗୃହରେ ମଧ୍ୟ ଦେଖାଯାଉଛି। ଏବେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କିଛି ବୟାନକୁ ନେଇ ବିରୋଧୀ ମଧ୍ୟ କାଉଣ୍ଟର…

ପାରାର ପିଛା କରିକରି ପିଓକେରୁ ଆସି ଭାରତରେ ପହଞ୍ଚିଗଲା ନାବାଳକ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ରହୁଥିବା ଜଣେ ନାବାଳକ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ପାର୍ କରି ଭାରତ ସୀମାରେ ପ୍ରବେଶ କରିଛି । ୧୪ ବର୍ଷୀୟ ନାବାଳକର ପରିବାର ଏବେ ଚିନ୍ତାରେ ପଡିଯାଇଛନ୍ତି ଓ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି…

ବାପା ନିର୍ବାଚନ ନଜିତିବା ଯାଏଁ ବାହା ହେବେନି ବୋଲି କହିଲେ ସିଦ୍ଧୁଙ୍କ ଝିଅ

ଚଣ୍ଡୀଗଡ଼: ଆସନ୍ତା ଫେବୃଆରୀ ୨୦ରେ ପଞ୍ଜାବରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ | ପଞ୍ଜାବ କଂଗ୍ରେସର ଫାୟାରବ୍ରାଣ୍ଡ ନେତା ତଥା ପିସିସି ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଅମୃତସର (ପୂର୍ବ) ରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବର୍ତ୍ତମାନ ତାଙ୍କ ଝିଅ ରାବିଆ ମଧ୍ୟ ସିଦ୍ଧୁଙ୍କୁ…

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରା

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କୁ କୋର୍ଟ ବେଇଆନ୍ ବାଲି ଖନନ ମାମଲାରେ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ବେଇଆନ୍ ବାଲି ଖନନ ମାମଲାରେ ଭୂପିନ୍ଦର ସିଂହ ଓ ତାଙ୍କ ସହଯୋଗୀଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ…

ପୂର୍ବତନ ମନ୍ତ୍ରୀଙ୍କ ପୁଅର ଆଶ୍ରମ ପଛ ପଟୁ ମିଳିଲା ଯୁବତୀଙ୍କ ମୃତଦେହ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଜଣେ ଦଳିତ ଯୁବତୀ ଗତ ୨ ମାସ ଧରି ନିଖୋଜ ଥିବା ବେଳେ ଏବେ ଉଦ୍ଧାର ହୋଇଛି ତାଙ୍କ ମୃତଦେହ। ଯୁବତୀଙ୍କ ମୃତଦେହ ସମାଜବାଦୀ ପାର୍ଟିର ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅର ଆଶ୍ରମ ପଛ ପଟୁ ମିଳିଥିବାରୁ ଏହାକୁ ନେଇ ଜୋର ଧରିବାରେ…