Browsing Category

ଦେଶ

ଉଗ୍ର ହେଉଛି ହିଜାବ ବିବାଦ: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସବୁ ସ୍କୁଲ, କଲେଜ ବନ୍ଦ

ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ କର୍ଣ୍ଣାଟକରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥତି ଅଣାୟତ୍ତ ଆଡ଼କୁ ଅଗ୍ରସର ହେଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ତେଣୁ କର୍ଣ୍ଣାଟକରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସବୁ ହାଇସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା…

ବରଫ ଝଡ଼ରେ ଚାଲିଗଲା ଦେଶର ୭ ଯବାନଙ୍କ ଜୀବନ

ନୂଆଦିଲ୍ଲୀ: ଅକାଳରେ ଚାଲିଗଲା ୭ ଯବାନଙ୍କ ଜୀବନ। ଅରୁଣାଚଳପ୍ରଦେଶର କାମେଙ୍ଗ ସେକ୍ଟରରେ ହିମସ୍ଖଳନ ଘଟି ସମ୍ପୃକ୍ତ ୭ ଜଣ ଯବାନଙ୍କ ପ୍ରାଣହାନୀ ଘଟିଛି। କାମେଙ୍ଗ ସେକ୍ଟରରେ ଉଚ୍ଚତମ ଶୃଙ୍ଗରେ ଡ୍ୟୁଟି କରୁଥିବା ବେଳେ ଫେବୃରୀ ୬ରେ ଏହି ଦୁର୍ଘଟଣା ଘଟିଛି। ଏନେଇ ସେନା ପକ୍ଷରୁ ସ୍ପଷ୍ଟ…

ସଂସଦରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ମୋଦୀ ନବୀନ ସରକାରଙ୍କୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ସରକାର କୋଇଲା ଏବଂ ମାଇନିଂରେ ସଂସ୍କାର ଆଣୁଛି । ଆଉ…

ପ୍ରିୟଙ୍କାଙ୍କ ବିରୋଧରେ ଟିଏମସି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା

ପାଣାଜି:କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଟିଏମସି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି। ଗୋଆ ବିଧାନ ସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ଲାଗି ପ୍ରିୟଙ୍କା ବ୍ୟସ୍ତ ଥିବା ବେଳେ ସେଠାରେ ସେ ନିର୍ବାଚନ ଆଚରଣ ବିଧି ଅମାନ୍ୟ କରିଥିବା ଟିଏମସି…

ବିଶ୍ୱବଜାରରେ ପହଞ୍ଚିବ ରାଜ୍ୟ ହସ୍ତଶିଳ୍ପ, ଆଇଆଇଏମ୍‌ ସମ୍ୱଲପୁର-ଫ୍ଲିପ୍‌କାର୍ଟ ଚୁକ୍ତିନାମା

ବୁର୍ଲା: ସମ୍ବଲପୁରୀ ସମେତ ରାଜ୍ୟର ସମସ୍ତ ହସ୍ତଶିଳ୍ପ ବୁଣାକାର ଏବଂ କାରିଗରଙ୍କ ପାଇଁ ଖୁସି ଖବର । ଏବେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିଶ୍ୱବଜାରରେ ପହଞ୍ଚିବ । ଏହି ବୁଣାକାର ଏବଂ କାରିଗରଙ୍କ ଆର୍ଥିକ ସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିବ । ଏନେଇ ଆଇଆଇଏମ୍‌ ସମ୍ବଲପୁର ଏବଂ ଫ୍ଲିପକାର୍ଟ…

ଆଖି ବୁଜିଲେ ‘ମହାଭାରତ’ର ଭୀମ ଏବଂ ପୂର୍ବତନ ଆଥଲେଟ୍ ପ୍ରବୀଣ କୁମାର ସୋବତୀ…

ନୂଆଦିଲ୍ଲୀ: ବି.ଆର ଚୋପ୍ରାଙ୍କ ‘ମହାଭାରତ’ର ଭୀମ ପ୍ରବୀଣ କୁମାରଙ୍କ ଗତକାଲି ଦେହାନ୍ତ ହୋଇଯାଇଛି। ଦିଲ୍ଲୀର ଅଶୋକ ବିହାର ସ୍ଥିତ ଘରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରବୀଣଙ୍କ ବୟସ ୭୬ ବର୍ଷ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ପିଠି ସମସ୍ୟା ତାଙ୍କୁ ବହୁତ…

୨ ବର୍ଷ ପରେ ପ୍ରଥମ କରି ୨୧ ଦିନ ଲାଗି ଜେଲ୍‌ରୁ ମୁକୁଳିବେ ଡେରା ମୁଖ୍ୟ ଗୁର୍‌ମୀତ୍‌ ରାମ୍‌ ରହିମ୍‌

ନୂଆଦିଲ୍ଲୀ: ପ୍ରାୟ ୨ ବର୍ଷ ପରେ ‌‘ଡେରା ସଚ୍ଚା ସୌଦା’ର ମୁଖ୍ୟ ଗୁର୍‌ମୀତ୍‌ ରାମ୍‌ ରହିମ୍‌ ସିଂହ ୨୧ ଦିନ ଛୁଟି ପାଇ ଆଜି ସନ୍ଧ୍ୟାରେ ଜେଲ୍‌ରୁ ମୁକୁଳିବେ। ତାଙ୍କୁ ହରିୟାଣା ସରକାର ୩ ସପ୍ତାହ ଛୁଟି ମଞ୍ଜୁର କରିଛନ୍ତି ବୋଲି ଜେଲ୍‌ ଅଧିକାରୀମାନେ ସୁନିଶ୍ଚିତ କରି କହିଛନ୍ତି।ନିୟମ…

କାନାଡାରେ ହିନ୍ଦୁ ମନ୍ଦିରଗୁଡିକୁ ଟାର୍ଗେଟ୍ କରି ଭଙ୍ଗାରୁଜା ଓ ଲୁଟ୍ କରାଯାଉଛି

ଟରଣ୍ଟୋ: କାନାଡାରେ ଗତ କିଛି ଦିନ ହେଲା ହିନ୍ଦୁ ମନ୍ଦିରଗୁଡିକୁ ଟାର୍ଗେଟ୍ କରି ଭଙ୍ଗାରୁଜା ଓ ଲୁଟ୍ କରାଯାଉଛି। ଏହା ଯୋଗୁଁ ପୁଜାରୀ ଓ ଭକ୍ତମାନେ ଭୟଭୀତ ହୋଇପଡିଛନ୍ତି। ସେଠାରେ ଏପରି ଅବସ୍ଥା ହୋଇଛି ଯେ ଗତ ୧୦ ଦିନରେ ୬ଟି ହିନ୍ଦୁ ମନ୍ଦିରକୁ ଭଙ୍ଗା ଯାଇଛି। ଏଥିସହ ଲୁଟିଆମାନେ ଅର୍ଥ ସହ…

ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଜେଏନ୍‌ୟୁର ପ୍ରଥମ ମହିଳା କୁଳପତି

ନୂଆଦିଲ୍ଲୀ: ଦେଶର ଅନ୍ୟତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)କୁ ମିଳିଛନ୍ତି ପ୍ରଥମ ମହିଳା କୁଳପତି। ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଜେଏନ୍‌ୟୁର ପ୍ରଥମ ମହିଳା କୁଳପତି ଭାବେ କାର୍ଯ୍ୟ କରିବେ। ସୋମବାର ଶିକ୍ଷା ମନ୍ତ୍ରଣାଳୟ ତାଙ୍କୁ…

ଓୱେସୀଙ୍କୁ ଜେଡ୍‌ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ଜେଡ୍‌ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି ସଂସଦରେ ଅନୁରୋଧ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାଜ୍ୟସଭାରେ ବିବୃତ୍ତି ରଖି ଗୃହମନ୍ତ୍ରୀ କହିଥିଲେ, ମୁଁ ସାଂସଦ ଅସାଦୁଦ୍ଦିନ…