Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସଂସଦରେ ବର୍ଷିଲେ ମୋଦି: କହିଲେ ସଂକ୍ରମଣ ବ୍ୟାପିବା ପଛରେ କଂଗ୍ରେସ ଦାୟୀ
ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପରେ ଆମେ ଏକ ନୂଆ ବିଶ୍ୱକୁ ପ୍ରବେଶ କରୁଛେ। ଲୋକସଭାରେ ଆଜି ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ଏବେ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ!-->…
ପଞ୍ଚଭୂତରେ ଲୀନ ହୋଇଗଲେ ଭାରତରତ୍ନ ଲତା ମଙ୍ଗେଶକର
ମୁମ୍ବାଇ: ପଞ୍ଚଭୂତରେ ଲୀନ ହୋଇଗଲେ ଭାରତ ରତ୍ନ ତଥା ସ୍ୱର ସାମ୍ରାଜ୍ଞୀ। ଘଟିଲା ଏକ ଯୁଗର ଅବସାନ। ନୀରବି ଗଲେ ଲତା ମଙ୍ଗେଶକର, କିନ୍ତୁ ଅମର ହୋଇଗଲା ତାଙ୍କ ସ୍ୱର। ମୁମ୍ବାଇର ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଏହି ଅନ୍ତିମ!-->…
ଲତାଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ, ଅର୍ଦ୍ଧନମିତ ରହିବ ତ୍ରିରଙ୍ଗା
ନୂଆଦିଲ୍ଲୀ: ସବୁ ଦିନ ପାଇଁ ନୀରବି ଗଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର। ଆଜି ସକାଳେ ତାଙ୍କର ପରଲୋକ ହୋଇଥିବା ବେଳେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଆଜି!-->…
ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶିବାଜୀ ପାର୍କରେ ମୋଦି
ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ତଥା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ କରଙ୍କ ବିୟୋଗରେ ସମଗ୍ର ଦେଶ ମର୍ମାହତ ହୋଇ ପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁମ୍ବାଇର ଶିବାଜୀ ପାର୍କରେ ଥିବା ଲତାଙ୍କର ପ୍ରାର୍ଥିବ ଶରୀରକୁ!-->…
ସିଦ୍ଧୁଙ୍କ ସ୍ୱପ୍ନ ଧୂଳିସାତ୍, ଚନ୍ନି ହେଲେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଅମୃତସର: ପଞ୍ଜାବରେ କଂଗ୍ରସ ପକ୍ଷରୁ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ କିଛି ଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ଏହାର ଅବସାନ ଘଟିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପାଇଁ ଚରଣ!-->…
ନୀରବ ହୋଇଗଲା ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ସ୍ବର
ମୁମ୍ବାଇ: ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର। ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍ରେ ଆଜି ସକାଳ ୮ଟା ୧୨ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ୧୯୨୯ ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଜନ୍ମ ହୋଇଥିଲେ ଲତା ମଙ୍ଗେଶକର।!-->…
ପୁଣି ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ‘ଭେଣ୍ଟିଲେଟର୍’ରେ ଲତା ମଙ୍ଗେସ୍କର୍
ମୁମ୍ବାଇ: ଲତା ମଙ୍ଗେସ୍କର୍ଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ସାଙ୍ଘାତିକ ହେବାରୁ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିବା କଥା ଡାକ୍ତର ସୂଚନା ଦେଇଛନ୍ତି।‘ବ୍ରିଚ୍ କାଣ୍ଡି ହସ୍ପିଟାଲ୍’ର ଡାକ୍ତର ପ୍ରତୀତ ସମଦାନୀ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ସଦ୍ୟତମ ସୂଚନା ଦେଇ କହିଛନ୍ତି:!-->…
ଖାଇବାତେଲ ପାଇଁ ଧାର୍ଯ୍ୟ ଷ୍ଟକ ଲିମିଟ୍ ସମୟସୀମା ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ : ଦେଶରେ ଖାଇବା ତେଲର ଦରବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଗୁଡିକର ଜମାଖୋରୀକୁ ରୋକିବାକୁ କେତେକ ପଦକ୍ଷେପ ନେଇଛନ୍ତି । ଖାଇବା ତେଲ ଓ ତୈଳବୀଜ ପାଇଁ ଧାର୍ଯ୍ୟ ଷ୍ଟକ ଲିମିଟ୍ ସମୟସୀମାକୁ ଜୁନ ୩୦ ପର୍ଯ୍ୟନ୍ତ ବଢାଇଦିଆଯାଇଛି ।ଗତ ବର୍ଷ ଅକ୍ଟୋବର ମାସରେ କେନ୍ଦ୍ର ସରକାର!-->…
ଉତ୍ତରପ୍ରଦେଶରେ ୪୦୦ ଆସନ ଜିତିବୁ, ବିଜେପି କିଛି ପାଇବନି : ଅଖିଳେଶ
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଅଳ୍ପ କିଛି ଦିନ ବାକି ରହିଥିବାବେଳେ ରାଜ୍ୟରେ ରାଜନୈତିକ ପ୍ରଚାର ଚରମରେ ପହଞ୍ଚିଛି । ଆଜି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ବିଜେପି ଓ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଜନଆକ୍ରୋଶ!-->…
କର୍ଣ୍ଣାଟକରେ ସରକାରୀ ଯୁକ୍ତ ୨ କଲେଜରେ ହିଜାବକୁ ନେଇ ବିବାଦ ତେଜିବାରେ ଲାଗିଛି
ବେଙ୍ଗାଲୋରୁ: ସେମାନେ ହିଜାବ ପିନ୍ଧିଲେ ଆମେ ଗେରୁଆ ବସ୍ତ୍ର ପକାଇ କଲେଜ ଆସିବୁ। ଆଜି ଏମିତି କିଛି ନାରା ଓ ଦାବି ନେଇ କର୍ଣ୍ଣାଟକର କିଛି ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବାହାରିଥିବା ଦେଖିବାକୁ ମିଳିଥିଲା। କର୍ଣ୍ଣାଟକର ଉଡୁପି ଜିଲ୍ଲାର ବାଇଣ୍ଡୁର ସହରର ସରକାରୀ ଯୁକ୍ତ ୨ କଲେଜରେ ହିଜାବକୁ!-->…