Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଦିଲ୍ଲୀରେ ପହଞ୍ଚିଲା ୧୦୦୦ ମେଟ୍ରିକ୍ ଟନ୍ ପିଆଜ, ନିୟନ୍ତ୍ରଣ ହେବ ଦର
ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଦିଲ୍ଲୀରେ ବଢ଼ୁଥିବା ପିଆଜ ଦର ମଧ୍ୟରେ ଏବେ ଲୋକଙ୍କୁ ଆଉ କିଲୋ ପିଛା ୫୦ କିମ୍ବା ୬୦ ଟଙ୍କାରେ ପିଆଜ କିଣିବାକୁ ପଡ଼ିବ ନାହିଁ । କାହିଁକିନା ପିଆଜ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଦିଲ୍ଲୀକୁ ୧୦୦୦ ମେଟ୍ରିକ୍!-->…
ବିଶକେକ୍ରେ ପୁଟିନଙ୍କୁ ଭେଟିଲ ପିଏମ୍ ମୋଦୀ, ଇରାନ ରାଷ୍ଟ୍ରପତିଙ୍କ ସହ ମଧ୍ୟ ଆଲୋଚନା
ବିଶ୍କେକ୍: ସାଂଘାଇ ସହଯୋଗ ସଂଗଠନ (ଏସସିଓ)ଶିଖର ସମ୍ମିଳନୀ ଅବସରରେ କିର୍ଗିଜସ୍ତାନର ରାଜଧାନୀ ବିଶକେକ୍ରେ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ୍ କରିଛନ୍ତି। ଏହା ସହ ମୋଦୀ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କୁ ମଧ୍ୟ ଭେଟିଛନ୍ତି। ଦୁଇଟି!-->…
ନେପାଳ ବନ୍ୟା ବିତ୍ପାତ: ଜଳ ବିଦ୍ୟୁତ୍ ସୁଡ଼ଙ୍ଗରେ ୯୩ ଶ୍ରମିକ ଫସିଥିବା ଆଶଙ୍କା
କାଠମାଣ୍ଡୁ: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକରେ ନିଖୋଜ ଶ୍ରମିକଙ୍କ ସନ୍ଧାନ ଜାରି ରହିଛି। ରାସୁୱା ଜିଲ୍ଲାର ରସୁୱାଗାଧି ଜଳବିଦ୍ୟୁତ୍ ପ୍ରକଳ୍ପର ଏକ ସୁଡ଼ଙ୍ଗରେ ଅତି କମ୍ରେ ୯୩ ଜଣ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଥିବା ବେଳେ!-->…
ଟ୍ରକକୁ ଧକ୍କା ଦେଲା ମିନି ବସ୍, ଚାଲିଗଲା ୬ ଜୀବନ
ଆସାମ : ଆସାମର ସୋନାପୁରରେ ଭୟଙ୍କର ବସ୍ ଦୁର୍ଘଟଣା । ଜାତୀୟ ରାଜପଥ ୨୭ରେ ଟ୍ରକକୁ ଧକ୍କା ଦେଲା ମିନି ବସ୍ । ଫଳରେ ଘଟଣା ସ୍ଥଳରେ ୬ ଯାତ୍ରୀ ଜୀବନ ହାରିଛନ୍ତି । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସୋନାପୁରର କାମରୂପ ମେଟ୍ରୋପଲିଟନ ଜିଲ୍ଲାର ତେତେଲିୟା-ନଲଗେଦେରା!-->…
ବାଣ ଗୋଦାମରେ ବିସ୍ଫୋରଣ, ୭ ମୃତ, ଜଳିଗଲା ଅନେକ ଘର
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର କୌଶାମ୍ବୀରେ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସକାଳ ୧୧ଟା ସମୟରେ ଭୟଙ୍କର ବିସ୍ଫୋରଣ ହେବାରୁ ଆତଙ୍କ ଖେଳିଯାଇଥିଲା । ବିସ୍ଫୋରଣ ପ୍ରଭାବରେ ଆଖପାଖରେ!-->…
ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ହେଗ୍ କୋର୍ଟର ରାୟକୁ ଭାରତର ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ:ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ହେଗ୍ସ୍ଥିତ ମଧ୍ୟସ୍ଥତା କୋର୍ଟ ଦେଇଥିବା ରାୟକୁ ଭାରତ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ଭାରତର କହିବା ଅନୁଯାୟୀ, ଏହି ତଥାକଥିତ ମଧ୍ୟସ୍ଥତା କୋର୍ଟର ଭାରତର ସାର୍ବଭୌମ ନିଷ୍ପତ୍ତି ଉପରେ କୌଣସି ଅଧିକାର ନାହିଁ। ଚୁକ୍ତିନାମା ସ୍ଥଗିତ ରଖିବା!-->…
୯୦୦ ଟପିଲା ନେପାଳ ମୃତ୍ୟୁ ସଂଖ୍ୟା, ଏବେ ବି ୪,୨୪୭ ନିଖୋଜ
ନେପାଳ : ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା । ୪୨୦୦ରୁ ଅଧିକ ନିଖୋଜ । ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳର ରସୁୱା ତଥା ଆଖପାଖ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଛି । ଅନେକ ଅଞ୍ଚଳରେ ପାଣି!-->…
ଗଙ୍ଗା ଏକ୍ସପ୍ରେସ ୱେରେ ଓଲଟିଲା ଥାର୍, ଚାଲିଗଲା ୪ ଯୁବକଙ୍କ ଜୀବନ
ହାପୁର : ଉତ୍ତରପ୍ରଦେଶ ହାପୁର ଜିଲ୍ଲା ସିମ୍ଭାବଲି ଥାନା ଅଞ୍ଚଳ ଗଙ୍ଗା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦ୍ରୁତ ଗତିରେ ଏକ କାର୍ ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ଗାଡ଼ିରେ ୫ ଜଣ ଯୁବକ ରହିଥିଲେ । ଏମାନେ ବନ୍ଦାୟୁରୁ ଦିଲ୍ଲୀ ଯାଇଥିଲେ । ଏହି!-->…
କୈଳାସ ଯାତ୍ରାରେ ଭୟଙ୍କର ବନ୍ୟା, ୭୭ ତୀର୍ଥଯାତ୍ରୀ ନିଖୋଜ
ନେପାଳ: କୈଳାସ ଯାତ୍ରାରେ ଯାଇଥିବା ଇଶା ଫାଉଣ୍ଡେସନର ତୀର୍ଥଯାତ୍ରୀଙ୍କୁ ନେଇ ବଢ଼ିଛି ଚିନ୍ତା । ଚୀନ୍-ନେପାଳ ସୀମାନ୍ତ ହିମାଳୟ ଅଞ୍ଚଳରେ ଭୟଙ୍କର ଆକସ୍ମିକ ବନ୍ୟା ପରେ ଇଶା ଫାଉଣ୍ଡେସନର ୭୭ ଜଣ ତୀର୍ଥଯାତ୍ରୀଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରିନଥିବା ସୂଚନା ମିଳିଛି । ସେମାନେ!-->…
ଇସ୍ତଫା ଦେଲେ ADC ରିଷଭ ସିଂ ସମ୍ବାଲ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ADC ଭାବେ ଭିନ୍ନ ପରିଚୟ ସଷ୍ଟି କରିଥିବା ମେଜର ରିଷଭ ସିଂ ସମ୍ବାଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ରିଷଭ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତୀୟ ସେନାରୁ ସମୟପୂର୍ବ ଅବସର ଗ୍ରହଣ କରିଛନ୍ତି । ସେ!-->…