Browsing Category

ଦେଶ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନର ଦୁଇ ଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଶୌକତ ମିର୍ଜିୟୋୟେଭ୍ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସମ୍ମାନ ପାଇବା ପରେ

୭୦୦ ଛୁଇଁଲା ନେପାଳ ମୃତ୍ୟୁ ସଂଖ୍ୟା, ସଢ଼ୁଛି ଶବ; ମିଳୁନି ପରିଚୟ, ଏବେବି ୩୦୦୦ ନିଖୋଜ

କାଠମାଣ୍ଡୁ: ନେପାଳ ବନ୍ୟାର ଭୟାବହତା ବିଶ୍ବବାସୀଙ୍କ ହୃଦୟକୁ ଥରାଇ ଦେଇଛି। ଶାନ୍ତିପୂର୍ଣ୍ଣ ଜୀବନ ଯାପନ ପାଇଁ ନଦୀ ଅବବାହିକାର ଦୁଇ ପାର୍ଶ୍ବରେ ଘର କରିଥିବା ଅନେକ ଲୋକ ପ୍ରକୃତି କୋପରେ ଭାସି ଯାଇ ନିଖୋଜ ଅଛନ୍ତି। ପ୍ରକୃତିର ଏହି ରୌଦ୍ର ରୂପକୁ ଯିଏ ଦେଖୁଛି, ସିଏ ଭୟରେ ଥରି ଯାଉଛି।

ପୂଜାର୍ଚ୍ଚନା କରିବାକୁ ଆସି ପୋଖରୀରେ ବୁଡ଼ି ୪ ମୃତ

ରାଜସ୍ଥାନ : ରାଜସ୍ଥାନର ଧୌଲପୁର ଜିଲ୍ଲା ସରମଥୁରା ବିରଜା ଗାଁରେ ଅଭାବନୀୟ ଘଟଣା ଘଟିଛି । ଏଠାରେ ଥିବା ଏକ ପୋଖରୀରେ ବୁଡ଼ି ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ଯୁବକ ରହିଛନ୍ତି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି

Z+ ସିକ୍ୟୁରିଟ୍ ପରିବର୍ତ୍ତେ ଷ୍ଟାଲିନଙ୍କୁ ମିଳିବ Z ସୁରକ୍ଷା, ତାମିଲନାଡୁ ସରକାରଙ୍କ ନିଷ୍ପତ୍ତି

ତାମିଲନାଡୁ : ତାମିଲନାଡୁରେ ବିଜୟ ସରକାର ପୂର୍ବ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସୁରକ୍ଷା ହଟାଯାଇଛି । ଡିଏମକେ ମୁଖ୍ୟଙ୍କୁ ପୂର୍ବରୁ Z+ ସିକ୍ୟୁରିଟ୍ ମିଳିଥିଲା । ଯାହାକୁ ଏବେ ହଟାଇ ଦିଆଯାଇଛି । ଏହି ନିଷ୍ପତ୍ତି ପରେ ଷ୍ଟାଲିନ ସୁରକ୍ଷାରେ ୫୪ ଜଣଙ୍କ ବଦଳରେ ୩୪ ଜଣ ସୁରକ୍ଷା

ବିଜେପି ହାତ ଧରିବେ ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିର ୯ ବିଧାୟକ !

ଶିଲଂ: ମେଘାଳୟ ରାଜନୀତିରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାର ଆଭାସ ମିଳିଛି । ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ‘ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟି’ (ୟୁଡିପି)ର ମୋଟ ୧୨ ଜଣ ବିଧାୟକଙ୍କ ମଧ୍ୟରୁ ୯ ଜଣ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଛି

ଆମେ ଆତ୍ମସମର୍ପଣ କରିବୁ ନାହିଁ, ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ତାର ସହ ଛିଡ଼ା ହେବୁ : ଇରାନ ରାଷ୍ଟ୍ରପତି

ତେହେରାନ: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ଇରାନ ରାଷ୍ଟ୍ରପତି ମସୁଦ ପେଜେସକିଆନ୍ ଆମେରିକା ସହ ହୋଇଥିବା ଶାନ୍ତି ବୁଝାମଣା ପତ୍ରକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ତେହେରାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ସ୍ପଷ୍ଟ କରିଛନ୍ତି ଯେ ଏହି ଚୁକ୍ତି ଇରାନର

ଆରକ୍ଷଣକୁ ନେଇ NDA ମେଣ୍ଟରେ ମତଭେଦ, ମୁହାଁମୁହିଁ ଦୁଇ ମନ୍ତ୍ରୀ, ପରସ୍ପରଙ୍କ ଇସ୍ତଫା ଦାବି…

ନୂଆଦିଲ୍ଲୀ: ଆରକ୍ଷଣ ନୀତିକୁ ନେଇ ଏନ୍‌ଡିଏ (NDA) ମେଣ୍ଟରେ ମତଭେଦ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ଚିରାଗ ପାସୱାନ୍ ତାଙ୍କ କ୍ୟାବିନେଟ୍ ସହଯୋଗୀ ତଥା ହିନ୍ଦୁସ୍ତାନ ଆୱାମ୍ ମୋର୍ଚ୍ଚା (ସେକ୍ୟୁଲାର) ନେତା ଜିତନ ରାମ ମାଞ୍ଝୀଙ୍କ ଇସ୍ତଫା ଦାବି କରିଛନ୍ତି।

ନେପାଳରେ ଫସିଥିବା ୧୦୦ ମହାରାଷ୍ଟ୍ର ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର

ପାଟନା: ହଠାତ୍ ବନ୍ୟା ଯୋଗୁଁ ନେପାଳରେ ଫସି ରହିଥିବା ପ୍ରାୟ ୧୦୦ ଜଣ ମହାରାଷ୍ଟ୍ର ତୀର୍ଥଯାତ୍ରୀଙ୍କୁ ନେପାଳ ସୀମାରୁ ବିହାରକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ପରେ ଖାଦ୍ୟ, ଆଶ୍ରୟ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହିତ ସେମାନଙ୍କୁ ଟ୍ରେନ ଯୋଗେ ଘରକୁ

ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ

କଲକାତା : ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ। ତୃଣମୂଳ କଂଗ୍ରେସ (ଟିଏମସି) ଛାତ୍ର ଶାଖା, ତୃଣମୂଳ ଛାତ୍ର ପରିଷଦ (ଟିଏମସିପି) ର ପ୍ରତିଷ୍ଠା ଦିବସ ପାଳନ ପାଇଁ ଆୟୋଜିତ ଏକ ଆଇନଗତ ବିବାଦ ଉପୁଜିଛି। କଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିବା ଅଭିଯୋଗରେ

ନେପାଳ ବନ୍ୟା ବିଭିଷିକା ; ଏଯାଏଁ ୬୨୬ ମୃତଦେହ ଉଦ୍ଧାର, ୨,୪୦୦ ରୁ ଅଧିକ ନିଖୋଜ

କାଠମାଣ୍ଡୁ : ନେପାଳ ବନ୍ୟାର କରୁଣ ଚିତ୍ର ଓ ଅନେକ ଛାତିଥରା ଭିଡିଓ ଭାଇରାଲ ହେଉଛି। ଯାହା ସ୍ତବ୍ଧ କରି ଦେଉଛି। ନେପାଳରେ ହଠାତ୍ ଆସିଥିବା ବନ୍ୟାରେ ଏଯାଏଁ ୬୨୬ ଜଣଙ୍କର ମୃତଦେହ ଉଦ୍ଧାର ହୋଇ ସାରିଛି। ୨,୪୦୦ ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଅନେକ ଭାରତୀୟ ପର୍ଯ୍ୟଟକ ସୁରକ୍ଷିତ