Browsing Category

ଦେଶ

ସ୍ୱତନ୍ତ୍ର ସଂଶୋଧନ ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି କଲେ ନିର୍ବାଚନ ଅଧିକାରୀ

ଚେନ୍ନାଇ: ତାମିଲନାଡୁରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପରେ ଚୂଡ଼ା ଭୋଟର ଲିଷ୍ଟ ଜାରି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ ସୋମବାର ଏହି ଘୋଷଣା କରିଛନ୍ତି। ଦ ହିନ୍ଦୁରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରାଥମିକ ରିପୋର୍ଟରେ ପାଖାପାଖି ୭୦ ଲକ୍ଷ ଭୋଟର…

ଭାରତକୁ ମିଳିବ ଆଇରନ୍ ଡୋମ୍ ପ୍ରଯୁକ୍ତି !

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିପାରେ । ଇସ୍ରାଏଲର ମୁମ୍ୱାଇ ସ୍ଥିତ ମହାବାଣିଜ୍ୟ ଦୂତ ୟାନିଭ ରେଭାଚ ସଂକେତ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲ୍ ଯାତ୍ରା ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ବୁଝାମଣାରେ…

ଦେଶର ପ୍ରଥମ ଆତଙ୍କବାଦ ବିରୋଧୀ ପଲିସି ‘ପ୍ରହାର’ ଉନ୍ମୋଚନ କଲା ଭାରତ

ନୂଆଦିଲ୍ଲୀ:ଭାରତର ପ୍ରଥମ ବ୍ୟାପକ ଆତଙ୍କବାଦ ବିରୋଧୀ ପଲିସି ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସୋମବାର ପ୍ରକାଶିତ ଏହି ପଲିସିର ନାଁ "ପ୍ରହାର"ରଖାଯାଇଛି।ସୀମାପାର ଆତଙ୍କବାଦ ଏବଂ ସାଇବର ଆକ୍ରମଣଠାରୁ ଆରମ୍ଭ କରି ଡ୍ରୋନ୍ ଏବଂ ଉଦୀୟମାନ ପ୍ରଯୁକ୍ତିର ଅପବ୍ୟବହାର ପର୍ଯ୍ୟନ୍ତ…

‘କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଇରାନ’, ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପେଜେସ୍କିଆନଙ୍କ ଖୋଲା ଚ୍ୟାଲେଞ୍ଜ

ତେହେରାନ: ଆମେରିକା ପକ୍ଷରୁ ଆକ୍ରମଣ ଭୟ ବୃଦ୍ଧି ପାଉଥିବା ବେଳେ ଇରାନ ଦେଇଛି ଚ୍ୟାଲେଞ୍ଜ । ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ, ଇରାନ ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ପେଜେସ୍କିଆନଙ୍କ ମନ୍ତବ୍ୟ ଆସିଛି।…

ବିଜେପିରେ ମିଶିଲେ ଭୂପେନ ବୋରା

ନୂଆଦିଲ୍ଲୀ : କଂଗ୍ରେସକୁ ବଡ଼ ଝଟ୍‌କା। ଭାରତୀୟ ଜନତା ପାର୍ଟିରେ ମିଶିଲେ ଭୂପେନ ବୋରା। ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଆସାମ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଥିଲେ ଭୂପେନ ବୋରା। ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ସେ ଆସାମ କଂଗ୍ରେସର…

ହସ୍ପିଟାଲରେ ଶରଦ ପାଓ୍ବାର

ନୂଆଦିଲ୍ଲୀ:ଏନସିପି ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶରଦ ପାଓ୍ବାରଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ପୁଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ସାମାନ୍ୟ ଡିହାଇଡ୍ରେସନ୍ ରେ ପୀଡ଼ିତ ଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ବର୍ତ୍ତମାନ ତାଙ୍କ…

ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ୩ଆତଙ୍କୀ ନିହତ

ନୂଆଦିଲ୍ଲୀ : ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଜମ୍ମୁ-କାଶ୍ମୀରର କିସ୍ତୱାଡ ଜିଲ୍ଲାର ଏକ ଦୂର ଦୂରାନ୍ତ ଅଞ୍ଚଳରେ ରବିବାର ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ପାକିସ୍ତାନର ଜୈଶ-ଏ-ମହମ୍ମଦ ସହ ସଂପୃକ୍ତି ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେନାର ସୂଚନା ଅନୁସାରେ ,ଆତଙ୍କବାଦୀ…

ନମୋ ଭାରତ ଓ ମିରଟ ମେଟ୍ରୋର ଶୁଭାରମ୍ଭ କଲେ ମୋଦୀ

ମିରଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୨:୩୦ରେ ଶତାବ୍ଦୀ ନଗର ଷ୍ଟେସନରୁ ବହୁ ପ୍ରତୀକ୍ଷିତ ନମୋ ଭାରତ ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ (ଆରଆରଟିଏସ୍) ଏବଂ ମିରଟ ମେଟ୍ରୋକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ…

ଇରାନରେ ପୁଣି ପ୍ରତିବାଦର ନିଆଁ; ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ତେହେରାନ୍: ଇରାନ-ଆମେରିକା ଉତ୍ତେଜନା ଭିତରେ ଇରାନରେ ପୁଣି ପ୍ରତିବାଦର ନିଆଁ ଦେଖିବାକୁ ମିଳିଛି। ଶନିବାର ଦିନ ତେହେରାନ ଓ ମଶାଦରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶହ ଶହ ଛାତ୍ର ଶୋଭାଯାତ୍ରାରେ ଆରମ୍ଭ କରିଛନ୍ତି। ଗତ ମାସର ହିଂସା ପରେ ସବୁଠାରୁ ବଡ଼ ଛାତ୍ର ରାଲି ସରିଫ ୟୁନିଭରସିଟି ଅଫ୍…

ୱାଶିଂଟନ ଡିସିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡିସିରେ ଜରୁରୀକାଳୀନ ଘୋଷଣାକୁ ଅନୁମୋଦନ କରିଛନ୍ତି। ସ୍ୱେରେଜ ପାଇପ୍ ଫାଟିବା ପରେ ପୋଟୋମାକ୍ ନଦୀରେ ନର୍ଦ୍ଦମା ପାଣି ପ୍ରବାହିତ ହେଉଥିବାରୁ ଏବଂ ପରିସ୍ଥିତି ଜଟିଳ ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଫେଡେରାଲ୍…