Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୧୧ ବର୍ଷୀୟ ପୁଅର ବେକ କାଟି ହତ୍ୟା କଲା ମାଆ
ପୁଣେ: ମହାରାଷ୍ଟ୍ର ପୁଣେ ବାଘୋଲୀରେ ଜଣେ ମହିଳା ନିଜ ୧୧ ବର୍ଷୀୟ ପୁଅର ବେକ କାଟି ହତ୍ୟା କରିଛନ୍ତି। ମଙ୍ଗଳବାର ସକାଳେ ବାଘୋଲୀର ଏକ କଲୋନୀରେ ଏମିତି ଘଟଣା ଘଟିଛି। ପୁଲିସ ସୂଚନା ଅନୁସାରେ ମହିଳା ଜଣକ କୌଣସି ଏକ ଧାରୁଆ ଅସ୍ତ୍ରରେ ନିଜ ପୁଅର ଗଳା କାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ!-->…
ଟ୍ରକରେ ପିଟିହେଲା ବାଇକ୍, ୪ ମୃତ
ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁଘର୍ଟଣା । ଏକ ଟ୍ରକ ସହିତ ଧକ୍କା ହେବାରୁ ବାଇକରେ ଥିବା ୪ ଜଣଙ୍କ ଜୀବନ ଚାଲିଯାଇଛି । ପୋଲିସ ଘଟଣା ବିଷୟରେ ସୂଚନା ଦେଇଛି । ପୋଲିସ ଟ୍ରକକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ କହିବା!-->…
ନୂଆ UGC ନିୟମକୁ ନେଇ ବିବାଦ, ଗାଇଡଲାଇନ ବିରୋଧରେ ପ୍ରଦର୍ଶନ ଜାରି
ନୂଆଦିଲ୍ଲୀ : ପ୍ରବଳ ବର୍ଷା ସତ୍ୱେ ଦିଲ୍ଲୀ ୟୁଜିସି ମୁଖ୍ୟାଳୟରେ ଛାତ୍ର ନେତାଙ୍କ ଧାରଣା । କଡା ପୋଲିସ ବନ୍ଦୋବସ୍ତ ମଧ୍ୟରେ ଛାତ୍ର ନେତା ମାନେ ନୂଆ ୟୁଜିସି ଗାଇଡଲାଇନ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ଏକତ୍ରିତ ହୋଇଛନ୍ତି । ବିଭିନ୍ନ ଛାତ୍ର!-->…
ବରଫ ଝଡ଼ ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ, ୭ ମୃତ
ଆମେରିକା : ଆମେରିକାର ଘରୋଇ ବିମାନ ବରଫ ଝଡ଼ ଯୋଗୁ ଦୁର୍ଘଟଣାଗ୍ରସ୍ତ ହେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ମାଇନ ବାଙ୍ଗର୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ଘରୋଇ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରେ ୮ ଜଣ ରହିଥିଲେ, ସେଥିରୁ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ କ୍ରୁ!-->…
ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ
ନୂଆଦିଲ୍ଲୀ : ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ । ୨୦୦୭ ମସିହାରୁ ୧୮ ବର୍ଷ ଧରି ଚାଲିଥିବା ଏହି ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା ଶେଷରେ ସଫଳ ହୋଇଛି । ଐତିହାସିକ ଚୁକ୍ତିନାମା ଉପରେ!-->…
ଟ୍ରକକୁ ଧକ୍କା ଦେଲା କାର୍, ୪ ମୃତ
ନୂଆଦିଲ୍ଲୀ : ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ସହ କାର ଭୟଙ୍କର ଧକ୍କା ହେବାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ କହିବା ମୁତାବକ, କାରରେ ଥିବା ଲୋକମାନେ ମହାକାଳ ମନ୍ଦିର ଦର୍ଶନ କରି ଉଜ୍ଜୈନରୁ ନୋଏଡା ଫେରୁଥିଲେ । ପାପଡା ଓ ନାଙ୍ଗଲ!-->…
୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
ନୂଆଦିଲ୍ଲୀ : ୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବେୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୫୦ ମସିହା ଜାନୁଆରୀ ୨୬ରୁ ଦେଶର ଗଣତନ୍ତ୍ରର ସାମ୍ବିଧାନିକ ଆଦର୍ଶରେ ଅଗ୍ରସର ହେଉଛି । ଭାରତର ସମ୍ବିଧାନ ବିଶ୍ବ ଇତିହାସର ସବୁଠାରୁ ବଡ଼!-->…
ବରିଷ୍ଠ ସାମ୍ବାଦିକ ମାର୍କ ଟଲୀଙ୍କ ଦେହାନ୍ତ
ନୂଆଦିଲ୍ଲୀ : ବରିଷ୍ଠ ସମ୍ବାଦିକ ମାର୍କ ଟଲୀଙ୍କର ୯୦ ବର୍ଷ ବୟସରେ ଆଜି ପରଲୋକ ହୋଇ ଯାଇଛି । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦିଲ୍ଲୀର ଏକ ହସପିଟାଲରେ ଗତ ୨୧ ତାରିଖ ଦିନ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
ମାର୍କ ଟଲୀ ୧୯୩୫ ମସିହା ଅକଟୋବର ୨୪ ତାରିଖରେ!-->!-->!-->…
ବାଂଲାଦେରେ ପୁଣି ହିନ୍ଦୁ ଯୁବକଙ୍କ ଉପରେ ଆକ୍ରମଣ
ବାଂଲାଦେଶ : ପୁଣି ଆଉ ଜଣେ ହିନ୍ଦୁଙ୍କ ଉପରେ ବାଂଲାଦେଶ ଆକ୍ରମଣ କରିଛି । ଏପରି ଘୃଣ୍ୟ ଅତ୍ୟାଚାର ନରସିଙ୍ଗଡି ଜିଲ୍ଲାରେ ଦେଖିବାକୁ ମିଳିଛି । ଜଣେ ୨୩ ବର୍ଷୀୟ ଯୁବକ ଏହି ଆକ୍ରମଣ ଶୀକାର ହୋଇଥିବା ଜଣାପଡିଛି । ଯୁବକଙ୍କୁ ଜାଳି ଦେବା ପରେ ହିନ୍ଦୁ ସମ୍ପ୍ରଦାୟରେ ଆତଙ୍କ ସୃଷ୍ଟି କରିଛି!-->…
ଫର୍ଣ୍ଣିଚର ଦୋକାନରେ ଅଗ୍ନିକାଣ୍ଡ, ୫ ମୃତ
ହାଇଦ୍ରାବାଦ : ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦର ନାମପାଲି ଅଞ୍ଚଳରେ ଥିବା ୪ ମହଲା ବିଶିଷ୍ଟ ଫର୍ଣ୍ଣିଚର ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୫ ଜଣ ଫସି ଯାଇଥିଲେ । ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାନୁଯାୟୀ, ଶନିବାର ଦିନ!-->!-->!-->…