Browsing Category

ଦେଶ

ଆଲୋଚନା ପାଇଁ ଇରାନର ୭ ସର୍ତ୍ତ, ଆମେରିକା ନମାନିଲେ ‘ନିର୍ଣ୍ଣାୟକ ଯୁଦ୍ଧ’ ଧମକ !

ନୂଆଦିଲ୍ଲୀ: ଆମେରିକା ସହ ପୁଣିଥରେ ଆଲୋଚନା ଆରମ୍ଭ କରିବା ପାଇଁ ଇରାନ ନିଜର ୭ଟି ସର୍ତ୍ତ ରଖିଛି। କାତାର ମଧ୍ୟସ୍ଥତାରେ ଏହି ସର୍ତ୍ତଗୁଡ଼ିକୁ ଆମେରିକା ନିକଟରେ ପହଞ୍ଚାଯାଇଥିବା ଇରାନ ପକ୍ଷରୁ କୁହାଯାଇଛି। ତେବେ ଆମେରିକା ଏହି ଦାବିଗୁଡ଼ିକୁ ଗ୍ରହଣ ନକଲେ ଇରାନ ‘ନିର୍ଣ୍ଣାୟକ ଯୁଦ୍ଧ’ ପାଇଁ

କୁନୋ ଜାତୀୟ ଉଦ୍ୟାନରେ ନୂଆ ଅତିଥି, ୪ ଶାବକ ଜନ୍ମ ଦେଲା ଭାରତରେ ଜନ୍ମିତ ଚିତା KGP12

ମଧ୍ୟପ୍ରଦେଶ : କୁନୋରେ ନୂଆ ଆଶା । ଭାରତର ପ୍ରୋଜେକ୍ଟ ଚିତା ପାଇଁ ଆସିଛି ଆଉ ଏକ ଖୁସି ଖବର । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଭାରତରେ ଜନ୍ମିତ ମାଈ ଚିତା KGP12 ଚାରିଟି ଶାବକକୁ ଜନ୍ମ ଦେଇଛି । ଏହାସହ ଦେଶରେ ଭାରତୀୟ ମାଟିରେ ଜନ୍ମିତ ଓ ବଞ୍ଚିଥିବା ଚିତା ସଂଖ୍ୟା ୩୬କୁ

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିର୍ବାଚନରେ ABVPର ବାଜିମାତ୍, ହାତେଇଲା ୩ ପ୍ରମୁଖ ପଦବୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ୨୦୨୬ ର ବହୁ ପ୍ରତୀକ୍ଷିତ ଫଳାଫଳ ପ୍ରକାଶ ପାଇଛି । ଦୀର୍ଘ ୨୦ ରାଉଣ୍ଡ ଭୋଟ୍ ଗଣତି ପରେ ଆସିଥିବା ଏହି ଫଳାଫଳରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁଣିଥରେ ନିଜର ଦବଦବା ଜାହିର କରିଛି ।

କେବଳ ତେଲ-ଗ୍ୟାସ୍ ନୁହେଁ, ଏଣିକି ‘ଗୋବର ଗ୍ୟାସ୍’ ବି ତିଆରି କରିବ ଅଏଲ୍ ଇଣ୍ଡିଆ!

ନୂଆଦିଲ୍ଲୀ: ତେଲ ଓ ପ୍ରାକୃତିକ ଗ୍ୟାସ୍ ଉତ୍ତୋଳନ କରୁଥିବା ମହାରତ୍ନ କମ୍ପାନୀ ଓଏଲ୍ ଇଣ୍ଡିଆ ଲିମିଟେଡ୍(OIL) ଏବେ ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଆଗାମୀ ୩ ବର୍ଷରେ କମ୍ପାନୀ ପ୍ରାୟ ୧୫,୦୦୦ କୋଟି ଟଙ୍କା ନିବେଶ କରିବ। ଏହା ସହ ଦେଶର ବିଭିନ୍ନ ସ୍ଥାନରେ ୨୫ଟି

ସାଉଦି ଆରବର ଅଶୋଧିତ ତୈଳ ଉତ୍ପାଦନରେ ରେକର୍ଡ ହ୍ରାସ, ବଢ଼ିବ ତେଲ ଦର !

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଏବଂ ଯୁଦ୍ଧର ପ୍ରଭାବ ଏବେ ବିଶ୍ୱ ତୈଳ ବଜାର ଉପରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲାଣି । ବିଶ୍ୱର ଅନ୍ୟତମ ପ୍ରମୁଖ ଅଶୋଧିତ ତୈଳ ଉତ୍ପାଦନକାରୀ ଦେଶ ସାଉଦି ଆରବର ତୈଳ ଉତ୍ପାଦନ ୧୯୯୦ ମସିହା ପରଠାରୁ ସର୍ବନିମ୍ନ ସ୍ତରରେ

ମାଆ ବଗଳାମୁଖୀ ମନ୍ଦିର ନିକଟରେ ଭାସିଗଲା କାର୍, ୮ ଓଡ଼ିଆ ଶ୍ରଦ୍ଧାଳୁ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଭାସିଗଲେ ୮ ଓଡ଼ିଆ ଶ୍ରଦ୍ଧାଳୁ । ନାଳରେ ପ୍ରବଳ ସ୍ରୋତରେ କାର୍ ସହ ଭାସିଗଲେ । ମଧ୍ୟପ୍ରଦେଶ ଅଗର ମଲୱା ଜିଲ୍ଲାରେ ଅଭାବନୀୟ ଘଟଣା । ମାଆ ବଗଳାମୁଖୀ ମନ୍ଦିର ନିକଟରେ କାର୍ ସହ ଭାସି ଯାଇଛନ୍ତି । ୮ ଜଣଙ୍କ ମଧ୍ୟରେ ତିନି ଜଣ ଶିଶୁ ଓ ଦୁଇ ଜଣ ମହିଳା

ଇତିହାସ ରଚିବ ଭାରତ, ଗଢ଼ୁଛି ନିଜର ‘ସୂର୍ଯ୍ୟ’!

ନୂଆଦିଲ୍ଲୀ: ଇତିହାସ ରଚିବ ଭାରତ!, ଗଢ଼ୁଛି ନିଜର ‘ସୂର୍ଯ୍ୟ’! ଗୁଜରାଟରେ ଚାଲିଛି ଏମିତି ପରୀକ୍ଷା…ଯାହା ବଦଳାଇପାରେ ଭବିଷ୍ୟତର ବିଦ୍ୟୁତ୍ ଉତ୍ପାଦନ! ନିଜର ସୂର୍ଯ୍ୟ ତିଆରି କରିବା ଦିଗରେ ଭାରତର ବଡ଼ ପଦକ୍ଷେପ। ଗୁଜରାଟରେ ଥିବା ଇନ୍‌ଷ୍ଟିଚ୍ୟୁଟ୍ ଫର୍ ପ୍ଲାଜ୍ମା ରିସର୍ଚ୍ଚର SST-1

ପରୀକ୍ଷାରେ ChatGPTର ବ୍ୟବହାର: ଧରାପଡି ଆଇଆଇଟି ଛାତ୍ରଙ୍କ ଆତ୍ମହତ୍ୟା, କ୍ୟାମ୍ପସ୍‌ରେ ବିକ୍ଷୋଭ

ମୁମ୍ବାଇ : ଏବେ ବହୁଳ ଭାବେ ବ୍ୟବହୃତ ହେଉଥିବା ଚାଟ୍ ଜିପିଟି , ୟେତିକି ଭଲ ସେତିକି ଖରାପ । ଏକଥା ପ୍ରମାଣ ହୋଇଛି ବମ୍ବେର ଏକ ଘଟଣାରୁ । ପରୀକ୍ଷା ହଲରେ ଚାଟ୍ ଜିପିଟି ବ୍ୟବହାର କରି ଲେଖୁଥିବା ବେଳେ ଧରାପଡିଥିଲେ ଜଣେ ଆଇଆଇଟି ବମ୍ବେର ଛାତ୍ର । ଧରାପଡିବା ପରେ ମାନସିକ ଚାପରେ ଆତ୍ମହତ୍‌ୟା

ଡିୟୁଏସ୍‌ୟୁ ନିର୍ବାଚନରେ ନିୟମ ଉଲ୍ଲଂଘନ: ଛାତ୍ର ସଂଗଠନଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା, ୧୪୦ ପ୍ରାର୍ଥୀଙ୍କୁ…

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ (ଡିୟୁଏସ୍‌ୟୁ)ର ନିର୍ବାଚନ ପ୍ରଚାର ବେଳେ କଥିତ ନିୟମ ଉଲ୍ଲଂଘନ ଓ ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ନ୍ୟାସନାଲ ଷ୍ଟୁଡେଣ୍ଟ୍‌ସ ୟୁନିୟନ୍‌ ଅଫ୍ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ) ସମେତ

ନନ୍ଦୀଗ୍ରାମ କଂଗ୍ରେସ ପ୍ରାର୍ଥୀଙ୍କୁ ଗିରଫ କଲା ପୋଲିସ, ସମର୍ଥନ ଘୋଷଣା କରିଥିଲେ ମମତା

କୋଲକାତା: ବେଙ୍ଗଲ ନନ୍ଦୀଗ୍ରାମ ବିଧାନସଭା ଆସନରେ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଏହି ଗିରଫ ଏକ ପୁରୁଣା ହତ୍ୟା ମାମଲାରେ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ମମତା ବାନାର୍ଜୀ ଗୋଷ୍ଠୀର ପ୍ରାର୍ଥୀ