Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନେପାଳ ବିପର୍ଯ୍ୟୟ ପରେ ଚୀନ୍ର ମେଗା ଡ୍ୟାମ୍କୁ ନେଇ ଭାରତ ପାଇଁ ବଢ଼ିଲା ଚିନ୍ତା
ନୂଆଦିଲ୍ଲୀ: ନେପାଳ-ତିବ୍ଦତ ସୀମାରେ ଭୟଙ୍କର ବନ୍ୟା ଓ ବିପୁଳ ଧନଜୀବନ କ୍ଷୟକ୍ଷତି ପରେ ଭାରତ ସୀମା ନିକଟରେ ଚୀନ୍ ନିର୍ମାଣ କରୁଥିବା ବିଶାଳ ମେଡୋଗ୍ ଜଳବିଦ୍ୟୁତ୍ ପ୍ରକଳ୍ପକୁ ନେଇ ନୂଆ ଆଶଙ୍କା ସୃଷ୍ଟି ହୋଇଛି। ଭୂକମ୍ପପ୍ରବଣ ହିମାଳୟ ଅଞ୍ଚଳରେ ଏତେ ବଡ଼ ଡ୍ୟାମ୍ ନିର୍ମାଣ ଭାରତର!-->…
ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ପିଏମ୍ ମୋଦି
ନୂଆଦିଲ୍ଲୀ:ନେପାଳରେ ବନ୍ୟା ଯୋଗୁଁ ହୋଇଥିବା ପ୍ରବଳ କ୍ଷୟକ୍ଷତି ଓ ଜୀବନହାନିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ ଫୋନ୍ ଯୋଗେ କଥା ହୋଇ ସେ ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା!-->…
ଗଙ୍ଗାରେ ଡଙ୍ଗା ବୁଡ଼ି ୨ ଶ୍ରମିକ ନିଖୋଜ, ୨୦ ଉଦ୍ଧାର
ବିହାର : ବିହାରର ଭାଗଲପୁର ଜିଲ୍ଲା ନବଗଛିଆ ଅଞ୍ଚଳରେ ଗଙ୍ଗା ନଦୀରେ ବଡ଼ ଅଘଟଣ । ରାଘୋପୁର ଅଞ୍ଚଳରେ ବନ୍ଧ ମରାମତି ଓ ବନ୍ୟା ନିୟନ୍ତ୍ରଣ କାମରେ ନିୟୋଜିତ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଗଙ୍ଗାର ପ୍ରଖର ସ୍ରୋତରେ ଓଲଟି ପଡ଼ିଛି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ SDRF ଟିମ୍!-->…
ନେପାଳ ବନ୍ୟାରେ ୧୦୫ ଭାରତୀୟ ନିଖୋଜ, ଜାରି ହେଲା ହେଲ୍ପଲାଇନ ନମ୍ବର
ନେପାଳ : ନେପାଳରେ ପ୍ରକୃତିର ତାଣ୍ଡବ । ଭୟଙ୍କର ଫ୍ଲାସ ଫ୍ଲଡରେ ବ୍ୟାପକ କ୍ଷୟକ୍ଷତି । ରସୁଆ ଜିଲ୍ଲାର ଭୋତେକୋଶୀ ନଦୀରେ ଫ୍ଲାସ ଫ୍ଲଡ ପରେ ପରିସ୍ଥିତି ସଙ୍ଗୀନ ରହିଛି । ଏକ ହଜାର ଲୋକ ଭାସିଯାଇଥିବା ବେଳେ ୫୦ ହଜାର ଲୋକ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି । ଭୟଙ୍କର ବନ୍ୟାରେ ୧୦୫!-->…
ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ ନବଜାତକ ମୃତ
ପାକିସ୍ତାନ: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଗାୟନେକୋଲୋଜି ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଘଟଣାରେ ୧୫ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ସମୟରେ ୱାର୍ଡର ନର୍ସରୀରେ ୧୬ ଜଣ ନବଜାତ ଶିଶୁ ଥିଲେ, କିନ୍ତୁ!-->…
ରୁଷିଆରେ ସିଆଇଏ ମୁଖ୍ୟ, ଏକାସାଙ୍ଗରେ ବିଦେଶ ଗସ୍ତରେ ଡୋଭାଲ, ଜୟଶଙ୍କର ଓ ଭାଗବତ
ନୂଆଦିଲ୍ଲୀ: ବିଶ୍ୱ ରାଜନୀତି ଏବଂ କୂଟନୀତି କ୍ଷେତ୍ରରେ ବର୍ତ୍ତମାନ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି । ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଏକାସାଙ୍ଗରେ ବିଶ୍ୱର ପ୍ରମୁଖ ନେତା ଏବଂ ବରିଷ୍ଠ ଅଧିକାରୀମାନେ ବିଦେଶ ଗସ୍ତରେ ଅଛନ୍ତି । ବିଶେଷ କରି ଭାରତର!-->…
ଜାତିସଂଘ କମିଟି ରିପୋର୍ଟକୁ ଭାରତର ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ: ଜାତିଗତ ଭେଦଭାବ ଦୂରୀକରଣ ସମ୍ବନ୍ଧୀୟ ମିଳିତ ଜାତିସଂଘ କମିଟି (UNCERD) ଦ୍ୱାରା ଭାରତ ସମ୍ପର୍କରେ ପ୍ରକାଶିତ ରିପୋର୍ଟକୁ କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ରିପୋର୍ଟର ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ରାଜନୈତିକ ଭାବରେ!-->…
କଣ୍ଟେନରକୁ ଧକ୍କା ଦେଲା ବସ୍ : ୬ ମୃତ, ୨୦ ଆହତ
ତେଲେଙ୍ଗାନା: ଆଜି ଭୋର ସମୟରେ ତେଲେଙ୍ଗାନାର ସୂର୍ଯ୍ୟପେଟ୍ ଜିଲ୍ଲାର କୋଡାଡ ମଣ୍ଡଳର ଦୋରାକୋଣ୍ଟା ନିକଟରେ ଥିବା ଏକ ଘରୋଇ ଟ୍ରାଭେଲ ବସ୍ କଣ୍ଟେନର ଲରି ସହିତ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ!-->…
ନେପାଳରେ ପ୍ରଳୟଙ୍କାରୀ ବନ୍ୟା : ଭାସିଗଲେ ୧୦୦୦ରୁ ଅଧିକ ଲୋକ, ୟୁପି-ବିହାରରେ ହାଇଆଲର୍ଟ
ନେପାଳ :ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟାକୁ ନେଇ ଉତ୍ତରପ୍ରଦେଶ ଓ ବିହାରରେ ସତର୍କତା ଜାରି କରାଯାଇଛି। ନେପାଳର ବନ୍ୟାଜଳ ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଉଭୟ ରାଜ୍ୟର ପ୍ରଶାସନକୁ ସଜାଗ ରଖାଯାଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ!-->…
ଶୋପିଆନରୁ ୬ ଆତଙ୍କବାଦୀ ଗିରଫ
ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ସୀମାନ୍ତ ଶୋପିଆନ ଜିଲ୍ଲାରୁ ୬ ଜଣ ଆତଙ୍କବାଦୀଙ୍କୁ ପୁଲିସ ଏବଂ ସେନାର ମିଳିତ ବାହିନୀ ଗିରଫ କରିଛି। ଗିରଫ ହୋଇଥିବା ଏହି ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣର ମାରାତ୍ମକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ,!-->…