Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପାକିସ୍ତାନ ପାଇଁ ଜାସୁସି ଅଭିଯୋଗରେ ୨ ଯୁବକ ଗିରଫ
ହରିୟାଣା : ପାକିସ୍ତାନ ପାଇଁ ଜାସୁସି କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଅଲଗା ଅଲଗା ମାମଲାରେ ହରିୟାଣାର ପୋଲିସ ଗିରଫ କରିଛି । ପୋଲିସ ଉଭୟ ମାମଲାର ତଦନ୍ତ କରିବା ସହ ମୋବାଇଲରୁ ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ ହୋଇଛି ।
ସୂଚନାନୁଯାୟୀ, ପାକିସ୍ତାନ ପାଇଁ ଜାସୁସି କରୁଥିବା!-->!-->!-->…
ଜଳିଗଲା ଷ୍ଟାଫ କ୍ବାର୍ଟର୍ସ; ଗୋଟିଏ ପରିବାରର ୩ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ : ଦିଲ୍ଲୀ ଆଦର୍ଶ ନଗର ଅଞ୍ଚଳରେ ଥିବା ମେଟ୍ରୋ ଷ୍ଟାଫ କ୍ବାର୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି । ଏକ ଘରୁ ବାପା, ମା ଏବଂ ପିଲାର ମୃତଦେହ ଜବତ କରାଯାଇଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ତେବେ ନିଆଁ କେମିତି!-->…
ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଗ୍ୟାସ୍ ଲିକ୍, ଅନେକ ସ୍ଥାନରେ ଲାଗିଲା ନିଆଁ
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ଆମ୍ବେଦକର କୋନାସୀମା ଜିଲ୍ଲାରେ ଗ୍ୟାସ୍ ଲିକ୍ । ରାଜୋଲୁ ଟାଉନରେ ଇରୁସୁମାଣ୍ଡା ଏବଂ ମଲିକପୁରମ ମଣ୍ଡଳରେ ଓଏନଜିସି ଗ୍ୟାସ ଲିକ୍ ଯୋଗୁଁ ଆତଙ୍କ ଖେଳିଯାଇଛି । ଗ୍ୟାସ୍ ଲିକ୍ ଯୋଗୁଁ ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି । ସ୍ଥାନୀୟ ଲୋକ!-->…
ବିହାରରେ ପହଞ୍ଚିଲା ବିଶ୍ବର ସବୁଠୁ ବଡ଼ ଶିବଲିଙ୍ଗ, ୧୭ ତାରିଖରେ ରାମାୟଣ ମନ୍ଦିରରେ ହେବ ସ୍ଥାପିତ
ବିହାର : ତାମିଲନାଡୁ ମହାବଳୀପୁରମରୁ ବିହାର ଗୋପାଳଗଞ୍ଜରେ ପହଞ୍ଚିଲା ବିଶ୍ବର ସବୁଠୁ ବଡ଼ ଶିବଲିଙ୍ଗ । ଏହି ଶିବଲିଙ୍ଗର ଲମ୍ବା ୩୩ ଫୁଟ ରହିଥିବା ବେଳେ ଓଜନ ୨୧୦ ମେଟ୍ରିନ ଟନ୍ ରହିଛି । ଏହି ବିଶାଳ ଶିବଲିଙ୍ଗର ସ୍ଥାପନା ୧୭ ଜାନୁଆରୀରେ କେସରିୟାର ପ୍ରଖଣ୍ଡ ସ୍ଥିତ ବିରାଟ ରାମାୟଣ!-->…
ମମତା ବାନାର୍ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ନିଜର ୭୧ ତମ ଜନ୍ମଦିନ ପାଳନ କରୁଛନ୍ତି । ବିଭିନ୍ନ ରାଜନୈତିକ ପାର୍ଟି ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମମତା ବାନାର୍ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
!-->!-->…
ଦିଲ୍ଲୀ ବିସ୍ଫୋରଣ: ଉମର ଓ ଇମାମଙ୍କ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସୁପ୍ରିମକୋର୍ଟ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଘଟଣାରେ ଜଡିତ ଅନ୍ୟ ୫ ଅଭିଯୁକ୍ତଙ୍କୁ ଜାମିନ ମିଳିଛି ।ଜଷ୍ଟିସ ଅରବିନ୍ଦ କୁମାର ଏବଂ ଜଷ୍ଟିସ ଏନବି ଅଞ୍ଜାରିଆ!-->…
ଆମେରିକା ଉପରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ
ଆମେରିକା : ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ଆକ୍ରମଣ । ଘଟଣାରେ ସୁରକ୍ଷାକର୍ମୀ ଜଣେ ସନ୍ଦିଗ୍ଧକୁ ଗିରଫ କରିଛନ୍ତି । ଆକ୍ରମଣ ଫଳରେ ଉପରାଷ୍ଟ୍ରପତିଙ୍କ ଘରର ଝରକା ସବୁ ଭାଙ୍ଗିଯାଇଥିବା ଭିଡିଓରେ ନଜର ଆସିଛି । ଆକ୍ରମଣ ପରେ ୟୁଏସ୍ ସିକ୍ରେଟ ସର୍ଭିସ ଏଜେଣ୍ଟ ଇଷ୍ଟ!-->…
ଆଜିଠୁ ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ; ପ୍ରଦୂଷଣକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ
ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ପ୍ରଦୂଷଣକୁ ନେଇ ସରକାରଙ୍କୁ ଘେରିବା ସହ ଗୃହରେ ପ୍ରବଳ ହଙ୍ଗାମା କରିଥିଲେ। ହଙ୍ଗାମା ଏତେ ତୀବ୍ର ହୋଇଥିଲା ଯେ ବାଚସ୍ପତିଙ୍କୁ ଆପର ବିଧାୟକଙ୍କ ବିରୋଧରେ!-->…
ଭାରତକୁ ପୁଣି ଟାରିଫ୍ ଭୟ ଦେଖାଇଲେ ଟ୍ରମ୍ପ
ନୂଆଦିଲ୍ଲୀ : ପୁଣି ଭାରତକୁ ଟାରିଫ୍ ଭୟ ଦେଖାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ସମ୍ପର୍କରେ ଏକ କଡ଼ା ବୟାନ ଦେଇଛନ୍ତି। ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ କିନ୍ତୁ ଚେତାବନୀ ମଧ୍ୟ ଦେଇଥିଲେ ଯେ ଯଦି!-->…
ଆନ୍ଧ୍ରରେ ସଡ଼କ ଦୁର୍ଘଟଣା: ୩ ଓଡ଼ିଆ ମୃତ, ୨ ଗୁରୁତର
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବାରୁଆ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୃତ ବେଗରେ ଆସୁଥିବା କାର ଲରିର ପଛପଟୁ ଧକ୍କା ଦେବାରୁ ଘଟିଛି ଏଭଳି ଅଘଟଣ । ମୃତ ସମସ୍ତ ୩ ଜଣ ଓଡ଼ିଆ ବୋଲି ଜଣାପଡ଼ିଛି ।!-->…