Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିହାର ନିର୍ବାଚନ ଆସନ ବୁଝାମଣା, ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଓ ୨୯ ଆସନରେ ଲଢ଼ିବେ ଏଲଜେପି
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ସରିଲା ଏନଡିଏର ଆସନ ବୁଝାମଣା। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ଉଭୟ ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଆସନରେ ଲଢ଼ିବେ। ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି- ରାମବିଳାସ ୨୯ ଆସନରେ ଲଢ଼ିବ। ଉପେନ୍ଦ୍ର କୁଶୱାହାଙ୍କ!-->…
ବାଇକ୍କୁ ଧକ୍କା ଦେଲା କାର୍, ୨ ମୃତ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆଜମଗଡ ଜିଲ୍ଲାରେ ବଡ଼ ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଦ୍ରୁତଗାମୀ କାର୍ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇବା ମାତ୍ରେ ପୋଲିସ ପହଞ୍ଚି ମାମଲା ରୁଜୁ କରିବା ସହ କାର୍!-->…
ପଶ୍ଚିମବଙ୍ଗ ପାଲଟିଗଲାଣି ଦୁଷ୍କର୍ମକାରୀଙ୍କ ସୁରକ୍ଷିତ ଠିକଣା: ମମତାଙ୍କୁ ଟାର୍ଗେଟ କଲା ବିଜେପି
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ରାଜନୈତିକ ବିତର୍କ ସୃଷ୍ଟି କରିଛି। ଭାରତୀୟ ଜନତା ପାର୍ଟି (ବିଜେପି) ମହିଳା ସୁରକ୍ଷାକୁ ନେଇ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି। ବିଜେପି ନେତାମାନେ!-->…
ଆକାଶ ଆନନ୍ଦଙ୍କୁ ନେଇ ବିଜେପିକୁ ଅଖିଳେଶଙ୍କ ଟାର୍ଗେଟ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅକ୍ଟୋବର ୯ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ବହୁଜନ ସମାଜ ପାର୍ଟିର ରାଲି ଉପରେ କଟାକ୍ଷ କରିଛନ୍ତି। ଏସପି ଅଧ୍ୟକ୍ଷ କହିଛନ୍ତି ଯେ ଆଜି, ଆକାଶ ଆନନ୍ଦଙ୍କୁ ବିଏସପି ନୁହେଁ ବରଂ ଭାରତୀୟ ଜନତା ପାର୍ଟିର ଆବଶ୍ୟକତା ଅଛି।
ପ୍ରକୃତରେ,!-->!-->!-->…
ଜେଲ ଆକାଉଣ୍ଟରୁ କଏଦୀ ଲୁଟିନେଲା ୩୦ ଲକ୍ଷ ଟଙ୍କା
ଆଜମଗଡ଼: ଉତ୍ତରପ୍ରଦେଶର ଆଜମଗଡ଼ ଜେଲରେ ଏକ ବଡ ଅବହେଳାର ମାମଲା ସାମ୍ନାକୁ ଆସିଛି। ଜେଲ ପ୍ରଶାସନର ଅବହେଳାର ସୁଯୋଗ ନେଇ ଜଣେ କଏଦୀ ଜେଲର କାନାରା ବ୍ୟାଙ୍କ ଚେକବୁକ୍ ଗାଏବ କରିଦେଇଥିଲେ। ଜେଲରୁ ବାହାରିବା ପରେ, ସେ ଜେଲର ଆକାଉଣ୍ଟରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଉଠାଇବା ପାଇଁ ସମାନ ଚେକବୁକ୍!-->…
ନଭେମ୍ବର ୧୫ରେ ହେବ ମହାନଦୀ ଶୁଣାଣି
ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲରେ ପକ୍ଷ ରଖିଛନ୍ତି। ଶନିବାର ମହାନଦୀ ଜଳବିବାଦ ପ୍ରାଧିକରଣରେ ଶୁଣାଣିବେଳେ ଓଡ଼ିଶା ସରକାରଙ୍କ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ଛତିଶଗଡ଼ ସରକାରଙ୍କ!-->…
କମ କ୍ଷତିପୂରଣ ମିଳିବାରୁ ତହସିଲ ଅଫିସ ଆଗରେ ଟଙ୍କା ଫିଙ୍ଗିଲେ ଚାଷୀ
ମୁମ୍ବଇ: ମହାରାଷ୍ଟ୍ରରେ ଅଗଷ୍ଟ- ସେପ୍ଟେମ୍ବର ମାସରେ ହୋଇଥିବା ବର୍ଷା ଓ ବନ୍ୟା ଯୋଗୁଁ ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡିଛି। ଏହାକୁ ନଜରରେ ରଖି ସରକାର ସମୁଦାୟ ୩୧,୬୨୮ କୋଟି ଟଙ୍କାର ସାହାଯ୍ୟ ଘୋଷଣା କରିଥିଲେ; କିନ୍ତୁ ହିଙ୍ଗୋଲି ଗୋରେଗାଓଁର ଚାଷୀଙ୍କୁ ଏହି କ୍ଷତିପୂରଣ ରାଶି ପସନ୍ଦ!-->…
୧୯୯୨ ଏସ୍ଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା: ଓଡ଼ିଶା ସରକାରଙ୍କୁ ୪୫ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ
ନୂଆଦିଲ୍ଲୀ : ୧୯୯୨ରେ ଓଡ଼ିଶା ପୁଲିସରେ ସବ୍ଇନ୍ସପେକ୍ଟର ପଦ ଲାଗି ଅନୁଷ୍ଠିତ ନିଯୁକ୍ତି ପରୀକ୍ଷା ଅନିୟମିତତା ଯୋଗୁଁ କ୍ଷତିଗ୍ରସ୍ତ ତିନି ପରୀକ୍ଷାର୍ଥୀଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୪୫ ଲକ୍ଷ ଟଙ୍କା କ୍ଷତିପୂରଣ ଦୁଇ ମାସ ମଧ୍ୟରେ ଦେବାକୁ ଓଡ଼ିଶା ସରକାରଙ୍କୁ ସର୍ବୋଚ୍ଚ!-->…
ବିହାର ଔରଙ୍ଗାବାଦରେ ଓଲଟିଲା ଡଙ୍ଗା, ୫ ନିଖୋଜ
ବିହାର : ବିହାର ଔରଙ୍ଗାବାଦରେ ବଡ଼ ଦୁର୍ଘଟଣା । ସୋନ ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣ ନିଖୋଜ ରହିଛନ୍ତି । ଘଟଣା ବଡେମ ଓପି ଥାନା ଅଞ୍ଚଳରେ ରଘୁନାଥପୁର ବାଲୁ ଘାଟରେ ହୋଇଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଏବଂ!-->…
କାବୁଲରେ ଦୂତାବାସ ଖୋଲିବ ଭାରତ: ଜୟଶଙ୍କର
ନୂଆଦିଲ୍ଲୀ : ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମିର ଖାନ ମୁତାକି ଭାରତ ଗସ୍ତରେ ରହିଛନ୍ତି । ଏହି ଗସ୍ତରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ବୈଠକ କରିଛନ୍ତି । ଏହି ବୈଠକ ଆଫଗାନିସ୍ତାନରେ ଅଶରଫ ଗନି ସରକାର ପତ୍ତନର ୪ ବର୍ଷ ପରେ ହୋଇଛି । ଦୀର୍ଘ ୪ ବର୍ଷ ପରେ!-->…