Browsing Category

ଦେଶ

ଶ୍ରାବଣ ଶେଷ ସୋମବାର ସିଂହେଶ୍ୱର ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଭାଙ୍ଗିଲା ବ୍ୟାରିକେଡ୍, ଅନେକ ଶ୍ରଦ୍ଧାଳୁ ଆହତ

ବିହାର : ବିହାରର ମଧେପୁରା ଜିଲ୍ଲାର ପ୍ରସିଦ୍ଧ ସିଂହେଶ୍ୱର ମନ୍ଦିରରେ ଶ୍ରାବଣ ଶେଷ ସୋମବାରରେ ଦଳାଚକଟା ସ୍ଥିତି ଉପୁଜିଛି । ଶେଷ ସୋମବାର ଯୋଗୁଁ ମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହିଥିଲା । ସୋମବାର ସକାଳ ପ୍ରାୟ ୮ଟା ପରେ ଜଳାଭିଷେକ ପାଇଁ ଭିଡ଼ ବଢ଼ିବା ସହ ଠେଲାପେଲା ଆରମ୍ଭ ହୋଇଥିଲା

ନିର୍ମାଣ ଶ୍ରମିକଙ୍କ ପାଇଁ ପେନସନ ଯୋଜନା ଆଣିବ ଇପିଏଫଓ, ୧୦ ବର୍ଷ କାମ କରିଥିଲେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ଦେଶର ନିର୍ମାଣ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ବଳୟ ମଧ୍ୟରେ ଆଣିବା ଲାଗି ବଡ଼ ପଦକ୍ଷେପ ନେବାକୁ ଯାଉଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)| ପ୍ରସ୍ତାବିତ ଇପିଏଫଓ ୩.୦ ଅଧୀନରେ ନିର୍ମାଣ ଶ୍ରମିକଙ୍କ ପାଇଁ ପେନସନ ଯୋଜନା ଆଣିବା ନେଇ ବିଚାର ଚାଲିଛି। ଏହି

ହସ୍ପିଟାଲର NICUରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୩ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅମରାବତୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଜିଲ୍ଲା ମହିଳା ହସ୍ପିଟାଲର ବେବି ୱାର୍ଡରେ ଅଗ୍ନିକାଣ୍ଡ ଘଟି ୩ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଭୋର ପ୍ରାୟ ୩ଟା ୩୦ ମିନିଟରେ ହଠାତ୍ ଏକ ଭେଣ୍ଟିଲେଟରରେ ବିସ୍ଫୋରଣ ହେବା ପରେ

ପାକିସ୍ତାନରୁ ଭାରତ ଆସିଲେ ୧୫୦ ନୂଆବୋହୂ, ଗଢିବେ ନୂଆ ସଂସାର

ନୂଆଦିଲ୍ଲୀ: ପାକିସ୍ତାନୀ ଝିଅ, ଭାରତ ବୋହୂ| ବନ୍ଦ ସୀମା ରୋକିପାରିଲାନି ବନ୍ଧନ| ଭାରତ ଆସିଲେ ୧୫୦ ନୂଆବୋହୂ| ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଫଳରେ ଦୁଇ ଦେଶ ମଧ୍ୟରେ ଭିସା କଟକଣା ଏବଂ ସୀମା ବନ୍ଦ ରହିଛି। ତଥାପି ଏଭଳି ପରିସ୍ଥିତିରେ ବି ଭାରତରେ ନିଜ ଜୀବନସାଥୀଙ୍କ

ପ୍ରବଳ ବର୍ଷାରେ ଧସିଲା ଅଳିଆ ପାହାଡ଼, ଚାଲିଗଲା ୩୦ ଜୀବନ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଗିନିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ଭୋର ସମୟରେ ରାଜଧାନୀ କୋନାକ୍ରିର ସବୁଠାରୁ ବଡ଼ କଚରା ପାହାଡ଼ ଧସି ପଡ଼ିଛି । ଏହି ଘଟଣାରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଝୁପଡ଼ି ମାଟି ଓ କଚରା ତଳେ ପୋତି ହୋଇଯାଇଛନ୍ତି। ଅଧିକାରୀମାନେ

ଡ୍ରଗ୍ସକୁ ବାରଣ କରିବାରୁ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକଙ୍କ ପୁରା ପରିବାରକୁ ହତ୍ୟା, ୨ ନିଶାଡି ଗିରଫ

ଢାକା: ବାଂଲାଦେଶର ରଙ୍ଗପୁର ସହରରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଦୁଇମହଲା ଘର ଭିତରୁ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ, ଝିଅ ଓ ପୁଅଙ୍କ ଗଳିତ ମୃତଦେହ ପୁଲିସ ଉଦ୍ଧାର କରିଛି ହେଲେ ଏହା ଆତ୍ମହତ୍ୟା ନୁହେଁ ବରଂ ଥିଲା ହତ୍ୟା।

ପ୍ରେମିକ ପାଇଁ ବାପା-ମାଆଙ୍କୁ ବିଷ ଇଞ୍ଜେକ୍ସନ ଦେଇ ଆତ୍ମହତ୍ୟା କଲେ ଯୁବତୀ

ହାଇଦ୍ରାବାଦ: ଅଜବ ଘଟଣା ସାରା ଦେଶକୁ ଚକିତ କରିଛି। ପ୍ରେମିକର ପ୍ରେମ ପାଇବା ପାଇଁ ପ୍ରଥମେ ବିଷ ଇଞ୍ଜେକ୍ସନ ଦେଇ ନିଜ ବାପା-ମାଆଙ୍କୁ ହତ୍ୟା କରିଥିଲା। ଏହି ମାମଲାରେ ସେ ଜେଲ ଦଣ୍ଡ ମଧ୍ୟ ପାଇଥିଲା। ଜେଲରୁ ଫେରିବା ପରେ ସେହି ବିଷ ଇଞ୍ଜେକ୍ସନ ନିଜେ ଲଗାଇ ଆତ୍ମହତ୍ୟା କରିଛି ଯୁବତୀ।

ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା : ବର୍ଷକୁ ମିଳିବ ୩ ମାଗଣା ଗ୍ୟାସ ସିଲିଣ୍ଡର, ଫ୍ରି ବସ୍ ସେବା

ତାମିଲନାଡୁ : ତାମିଲନାଡୁ ସରକାରଙ୍କ ଆଉ ଏକ ବଡ଼ ଘୋଷଣା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ସୁପ୍ରିମୋ ବିଜୟ ଗରିବ ପରିବାରକୁ ବାର୍ଷିକ ତିନୋଟି ମାଗଣା ସିଲିଣ୍ଡର ଦେବା ନେଇ ଘୋଷଣା କରିଛନ୍ତି । ଅନ୍ନପୂର୍ଣ୍ଣୀ ସୁପର୍ ସିକ୍ସ ନାମରେ ଏହି ଯୋଜନା ଆରମ୍ଭ ହୋଇଛି । ଏହାଦ୍ୱାରା

ଜାତୀୟ ମହାକାଶ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା, ଯୁବପିଢ଼ିଙ୍କ ପ୍ରତିଭାକୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ଜାତୀୟ ମହାକାଶ ଦିବସ ଅବସରରେ ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ନୂତନ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ସେ ଜେନ ଜେଡଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ୨୦୪୭ ସୁଦ୍ଧା ଏକ

ରାକ୍ଷୀ ପୂର୍ଣ୍ଣିମାରେ ଲାଗୁଛି ବର୍ଷର ଶେଷ ଆଂଶିକ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ଭାଇ ଓ ଭଉଣୀ ମଧ୍ୟରେ ଥିବା ଅତୁଟ ସ୍ନେହ, ପ୍ରେମ ଏବଂ ବିଶ୍ୱାସର ପବିତ୍ର ପ୍ରତୀକ ହେଉଛି ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଏହି ମହାନ ପର୍ବକୁ ସମଗ୍ର ଦେଶରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ତେବେ ଆସନ୍ତା ୨୦୨୬